Daily Archives

December 23, 2017

ବାହାରକୁ ଆସିଲା ଭିତର ନିଆଁ ! ବିଜେପି ଦଳରେ ଜଳିଲା ଦୁଇ ହେଭିୱେଟ ନେତାଙ୍କ କୁଶପତ୍ତଳିକା !

କନକ ବ୍ୟୁରୋ : ନେତାଙ୍କ ପାଇଁ କର୍ମୀଙ୍କ ଦରଦ । ବରିଷ୍ଠ ନେତା ବିଜୟ ମହାପାତ୍ର, କେନ୍ଦ୍ରାପଡ଼ା ଜିଲ୍ଲାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ପଦରୁ ବିଦା ହେବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ତାଙ୍କ ସମର୍ଥକ । ପୁରା ଘଟଣା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦାୟୀ କରିବା ସହ…

ଦୁର୍ନୀତି କରୁଥିବା ବ୍ୟକ୍ତିଙ୍କ ପାଇଁ ଚେତାବନୀ ! ୯୦ ଦଶକର ଦୁୁର୍ନୀତର ଆସିଲା ରାୟ, ଲାଲୁ ଗଲେ ଜେଲ

କନକ ବ୍ୟୁରୋ : ପୁଣି ଜେଲ ଗଲେ ଲାଲୁ । ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଦୋଷୀ । ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦେଓଘର କୋଷାଗାରରୁ ବେଆଇନ ଭାବେ ଉଠାଯାଇଥିବା ୮୯ ଲକ୍ଷ ଟଙ୍କା ମାମଲାର…

ଗୋଟିଏ ମିନିଟର ଫୋନ କଲ ନେଇଗଲା ଦାମଙ୍କ ପଦ ! ଜାଣନ୍ତୁ ବହିଷ୍କୃତ ହେବା ପୂର୍ବରୁ ଫୋନରେ କଣ କଥା ହୋଇଥିଲେ ଦାମ

କନକ ବ୍ୟୁରୋ : ପଦ ନେଇଗଲା ଜାତିଆଣ ମନ୍ତବ୍ୟ । ହେଲେ ଦାମ ରାଉତଙ୍କ ସହ କ’ଣ କଥା ହେବାକୁ ଚାହୁଁଥିଲେ ମୁଖ୍ୟମନ୍ତ୍ରୀ । ଡକ୍ଟର ରାଉତଙ୍କୁ ଫୋନରେ କ’ଣ କହିଥିଲେ, ପ୍ରମୁଖ ସଚିବ । ମାତ୍ର ଗୋଟିଏ ମିନିଟର କଥାବାର୍ତାରେ ଏମିତି କ’ଣ ହେଲା, ଯାହା ମୁଖ୍ୟମନ୍ତ୍ରୀଙ୍କୁ ଚରମ ନିଷ୍ପତି ନେବାକୁ…

ସମଦଶା ! ସମୟ ସହ ଲଢୁଛନ୍ତି ବିଜୁବାବୁଙ୍କ ଅମଳର ଦୁଇ ନେତା, ଉଭୟଙ୍କ ଉପରେ ପୂରା ରାଜ୍ୟର ନଜର

କନକ ବ୍ୟୁରୋ : ମନ୍ତ୍ରୀ ପଦ ସହ ଦଳୀୟ ପଦରୁ ବିଦା ହେଲେ ଡ. ଦାମୋଦର ରାଉତ । ଜିଲ୍ଲା କମିଟିରୁ ବାଦ ପଡ଼ିଲେ ବିଜୟ ମହାପାତ୍ର । ଦୁଇ ନେତାଙ୍କ ସମଦଶା । ବିଜେଡିରେ ମୁଖ୍ୟମନ୍ତ୍ରୀଙ୍କ ଭରସା ହରାଇଛନ୍ତି ଦାମ ରାଉତ । ବିଜେପିରେ କୋଣଠେସା ହୋଇ ରହିଛନ୍ତି ବରିଷ୍ଠ ନେତା ବିଜୟ ମହାପାତ୍ର । ତେବେ…

ଦାମଙ୍କୁ ଡବଲ ଝଟକା ! କାଲି ଯାଇଥିଲା ମନ୍ତ୍ରୀପଦ, ଆଜି ଚାଲିଗଲା ଦଳୀୟ ପଦ

କନକ ବ୍ୟୁରୋ: ଗତକାଲି ମନ୍ତ୍ରୀପଦ ଯାଇଥିଲା ଆଜି ଦଳୀୟ ପଦରୁ ଦିଆଗଲା ବାଦ । ଦାମଙ୍କ ବିରୋଧରେ ପୁଣି ଦଳ ନେଲା କାର୍ଯ୍ୟାନୁଷ୍ଠାନ ।ଦାମଙ୍କ ବିରୋଧରେ ମାଷ୍ଟରଷ୍ଟ୍ରୋକ ଖେଳିଛଇ ଦଳ । ବିଜେଡିର ଉପ-ସଭାପତି ପଦରୁ ଆଜି ଦାମୋଦର ରାଉତଙ୍କୁ ଅବ୍ୟାହତି ଦିଆଯାଇଛି । କେବଳ ଉପ-ସଭାପତି ପଦ ନୁହେଁ…