Daily Archives

December 20, 2017

ବାରବାଟୀରେ ଭାରତର ବଡ ବିଜୟ ! ୮୭ ରନରେ ଚିତପଟାଙ୍ଗ ମାରିଲା ସିଂହଳୀ ଦଳ

କନକ ବ୍ୟୁରୋ : ବାରବାଟୀରେ ଚମକିଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ୩ଟିକିଆ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ୯୩ ରନରେ ବିଜୟୀ ହୋଇଛି ଭାରତ । ଯୁବ ସ୍ପିନର ଚହଲଙ୍କ ଚାଲ ଓ କୁଲଦୀପଙ୍କ ଶାଣିତ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛି ସିଂହଳୀ ଦଳ । ୮୭ ରନରେ ପୂରା ଦଳ ଚିତପଟାଙ୍ଗ ମାରିଛି । ଭାରତର…

ଡାକ୍ତର ସୁସ୍ମିତା ମହାନ୍ତିଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ ! ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବେ କରିବେ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମର ଅଧ୍ୟକ୍ଷା ଭାବେ ଡକ୍ଟର ସୁସ୍ମିତା ମହାନ୍ତିଙ୍କୁ ଘୋଷଣା କରାଯାଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡକ୍ଟର ସୁସ୍ମିତା ମହାନ୍ତିଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମର ନିଯୁକ୍ତ କରାଯାଇଥିବା ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ…

ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼- ୨୦୧୮! ସଫଳ ଉଦ୍ୟୋଗୀଙ୍କୁ ସମ୍ମାନିତ କରିବାକୁ ସମ୍ବାଦ ଗ୍ରୁପର ନୂଆ ପ୍ରୟାସ,…

କନକ ବ୍ୟୁରୋ : ଦୈନିକ ଖବର କାଗଜ ସମ୍ବାଦ ପକ୍ଷରୁ ବ୍ରାଣ୍ଡ ଅଫ ଓଡ଼ିଶା ପ୍ରାଇଡ଼ ଅଫ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସିଲେନସ ଆୱାର୍ଡ଼ର ୨୦୧୮ର ଲୋଗୋ ଉନ୍ମଚିତ ହୋଇଯାଇଛି । ହୋଟେଲ ନିଉ ମାରିୟନ ଠାରେ ଲୋଗୋ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଏମଏସଏମଇ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସମ୍ବାଦ…

କଂଗ୍ରେସର ଜିଦ ଯୋଗୁଁ ରାଗିଲେ ଭେଙ୍କିୟା ! କହିଲେ, ମନମୋହନଙ୍କୁ ମୋଦି କ୍ଷମା ମାଗିବାର ପ୍ରଶ୍ନ ଉଠୁନାହିଁ

ଗୁଜରାଟର ଏକ ନିର୍ବାଚନୀ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଥିଲେ ମୋଦି । ସେ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଓ ଅନ୍ୟ କଂଗ୍ରେସ ନେତା ପାକିସ୍ତାନର ପୂର୍ବତନ ସାମରିକ ଅଧିକାରୀଙ୍କ ସହ ଏକ ଗୁପ୍ତ ବୈଠକ କରି ବିଜେପିକୁ ହରାଇବା ପାଇଁ…

ଦାମଙ୍କୁ ଅଭିଶାପ ଦେଲେ ଲିଙ୍ଗରାଜ ସେବାୟତ ! କହିଲେ, କ୍ଷମା ନ ମାଗିଲେ, ୨୦୧୯ ନିର୍ବାଚନରେ ସତ୍ତା ରହିବନି

କନକ ବ୍ୟୁରୋ : ଦାମଙ୍କୁ ମହଙ୍ଗା ପଡ଼ିଛି ବିବାଦୀୟ ମନ୍ତବ୍ୟ । ବ୍ରାହ୍ମଣ ଜାତି ସଂପର୍କରେ ଦେଇଥିବା ବୟାନକୁ ପ୍ରତିବାଦ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପ୍ରତିବାଦ କରାଯାଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ବ୍ରାହ୍ମଣଜାତିକୁ ଅପମାନିତ କରିଥିବାରୁ କ୍ଷମାମାଗିବାକୁ ଦାବି…