Daily Archives

December 19, 2017

ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ : ଶ୍ରୀମନ୍ଦିର ପରିସରରେ ସଂପୂର୍ଣ୍ଣ ବାରଣ ହେବ ସ୍ମାର୍ଟଫୋନ

କନକ ବ୍ୟୁରୋ : ନୂଆ ବର୍ଷରୁ ଶ୍ରୀମନ୍ଦିରରେ ଲାଗୁ ହେବ ନୂଆ ନିୟମ । ଶ୍ରୀମନ୍ଦିର ପରିସରରେ ସଂପୂର୍ଣ୍ଣ ବାରଣ ହେବ ସ୍ମାର୍ଟ ଫୋନ । କେବଳ ସେବାୟତଙ୍କ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ଶ୍ରୀମନ୍ଦିର ନୀଳଚକ୍ର ଲୋଗୋ ଥିବା ଫୋନ ମନ୍ଦିରକୁ ଯାଇପାରିବ । ଏହି କଟକଣାକୁ…

ଓଡିଶାରେ ଗୁଜରାଟ ନିର୍ବାଚନ ଫଳାଫଳ ପ୍ରଭାବ ପ୍ରସଙ୍ଗ : ନବୀନଙ୍କ ବୟାନକୁ କାଉଣ୍ଟର କଲେ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ : ଗୁଜରାଟ ନିର୍ବାଚନ ଫଳାଫଳ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଗୁଜରାଟ ନିର୍ବାଚନର ପ୍ରଭାବ ପଡିବ କି ନାହିଁ ତାହା ଲୋକେ କହିବେ । ନିର୍ବାଚନ ଜିତିଥିବା ଦଳ ବାରମ୍ବାର ଜିତିବ…

ପୁଣି ଆସିଲା ଦାମଙ୍କ ବିବାଦୀୟ ମନ୍ତବ୍ୟ ! କହିଲେ, ଭିକ ମାଗନ୍ତି ବ୍ରାହ୍ମଣ

କନକ ବ୍ୟୁରୋ : ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଆଲୋଚନାର ଶୀର୍ଷକ ସାଜୁଥିବା ଦାମ ରାଉତ ଏବେ ଚର୍ଚ୍ଚାରେ । ପୁଣି ଆସିଲା ଦାମଙ୍କ ବିବାଦୀୟ ମନ୍ତବ୍ୟ । ଭିକ ମାଗନ୍ତି ବ୍ରାହ୍ମଣ । କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ଆଦିବାସୀ କେବେବି ଭିକ ମାଗନ୍ତି ନାହିଁ । ଝରଣା ପାଣି ପିଇ…

କପା ଚାଷୀ ମୁହଁରେ ହସ ! ସହାୟତା ମୂଲ୍ୟରୁ ଅଧିକ ଦାମରେ କପା ବିକୁଛନ୍ତି କଳହାଣ୍ଡି ଚାଷୀ

କନକ ବ୍ୟୁରୋ : କଳାହାଣ୍ଡିର କପା କ୍ଷେତକୁ ଦେଖିଲେ ଲାଗିବ ଚାଷୀର ବର୍ଷକ ପରିଶ୍ରମ କ୍ଷେତ ଭିତରେ ଲହଡି ମାରୁଛି । ଭରା କ୍ଷେତକୁ ଚାହିଁଲେ ଜଣା ପଡିଯାଉଛି ଏବର୍ଷ ବେଶ୍ ଭଲ ହୋଇଛି କପା । ଆଉ ପୂର୍ବ ବର୍ଷ ଭଳି ଚାଷୀ ସରକାରଙ୍କ ହାତଟେକାକୁ ଚାହିଁନି, ବରଂ ନିଜ ଭାଗ୍ୟ ନିଜ ହାତରେ ତିଆରି କରିଛି…

କାହିଁକି କାମ ଦେଲାନି ସରକାର ବିରୋଧୀ ହାୱା ? ଷଷ୍ଠଥର ପାଇଁ ଗୁଜରାଟରେ ସରକାର କରିବ ଭାରତୀୟ ଜନତା ପାର୍ଟି

କନକ ବ୍ୟୁରୋ : ଦୀର୍ଘ ୨୨ ବର୍ଷର ବିଜେପି ସରକାର, କ୍ରମାଗତ ୫ଥର ଶାସନ । ଆଉ ଏହାରି ଭିତରେ ସରକାର ବିରୋଧରେ ଜନମତ ସୃଷ୍ଟି କରିବା ପାଇଁ କଂଗ୍ରେସର ଘନଘନ ଆକ୍ରମଣ । ଏହି ସବୁ ପ୍ରତିକୂଳ ସ୍ଥିତିକୁ ଅନାୟାସରେ ଅତିକ୍ରମ କରି ଷଷ୍ଠଥର ପାଇଁ ଗୁଜରାଟରେ ସରକାର କରିବ ଭାରାତୀୟ ଜନତା ପାର୍ଟି ।…