Daily Archives

December 6, 2017

ବିରାଟଙ୍କ ହାତ ଧରିବେ ଅନୁଷ୍କା ! ଭାରତ ବାହାରେ ବିବାହ ପାଇଁ ଚାଲିଛି ପ୍ରସ୍ତୁତି

ଭାରତୀୟ ଟିମ୍ କ୍ୟାପଟେନ ବିରାଟ କୋହଲି ଏବଂ ବଲିଉଡ ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ହେବାକୁ ଯାଉଅଛି । ବିଶେଷ ସୂତ୍ରରୁ ପ୍ରକାଶ ଯେ ଏହି ଷ୍ଟାର ଭାରତ ବାହାରେ ବିବାହ କରିବା ଲାଗି ନିଷ୍ପତ୍ତି ନେଇଛନ୍ତି । କିଛି ଦିନ ପୂର୍ବରୁ ବ୍ୟକ୍ତିଗତ କାରଣରୁ କିକ୍ରେଟ କଂଟ୍ରୋଲ…

ବିଶ୍ୱ ହକି ଲିଗ୍ : ବେଲଜିୟମକୁ ହରାଇ ସେମିଫାଇନାଲରେ ଭାରତ

କନକ ବ୍ୟୁରୋ : ବିଶ୍ୱ ହକି ଲିଗ୍ ଫାଇନାଲର ସେମିଫାଇନାଲରେ ଟିମ୍ ଇଣ୍ଡିଆ । ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିଅମରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ବେଲଜିଅମକୁ ସଡନ ଡେଥରେ ପରାସ୍ତ କରିଛି ଭାରତୀୟ ହକି ଦଳ । ଦୁଇ ଦଳ ମଧ୍ୟରେ କଡା ସଂଘର୍ଷପୂର୍ଣ୍ଣ ମ୍ୟାଚ ଆଜି ଦେଖିବାକୁ…

ବାବ୍ରି ମସଜିଦ୍ ଭଙ୍ଗା ଘଟଣାକୁ ୨୫ ବର୍ଷ ପୂରିଲା : ମସଜିଦ୍ ଭଙ୍ଗା ଘଟଣାରେ ସାମିଲ ଓଡିଆ ବିଜେପି ନେତା ରଖିଲେ ମତ

କନକ ବ୍ୟୁରୋ : ବିବାଦୀୟ ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ଘଟଣାକୁ ଆଜି ୨୫ ବର୍ଷ ପୂରିଯାଇଛି । ତେବେ ଏହି ଘଟଣା ପାଇଁ ଗର୍ବ ଅନୁଭବ କରୁଥିବା କହିଛନ୍ତି ଓଡ଼ିଶାର ବିଜେପି ନେତା । ବାବ୍ରି ମସଜିଦ୍ ଢାଂଚା ଭାଙ୍ଗିବା ପାଇଁ କରସେବକ ଭାବେ ଯୋଗ ଦେଇଥବା ବିଜେପି ନେତା ପ୍ରତାପ ଷଡଙ୍ଗୀ…

୪୮ ଘଂଟା ଭିତରେ ଗଭୀର ଅବପାତର ରୂପନେବ ଲଘୁଚାପ : ଆନ୍ଧ୍ରପ୍ରଦେଶର ଉପକୂଳରେ ସ୍ଥଳଭାଗ ଛୁଇଁବା ସମ୍ଭାବନା

କନକ ବ୍ୟୁରୋ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରର ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଏହି ଲଘୁଚାର ଧିରେ ଧିରେ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଏବେ ଏହା ଆନ୍ଧ୍ରପ୍ରଦେଶର ମଛିଲିପଟ୍ଟନମର ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୧୧୨୦ କିଲୋମିଟର ଏବଂ ଗୋପାଳପୁରଠାରୁ ପ୍ରାୟ ୧୨୦୦…

ଚାକିରୀ ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ : ନ୍ୟାସନାଲ୍ ହେଲଥ ମିଶନରେ କ୍ୱାଲିଟି ମ୍ୟାନେଜର ପଦରେ ନିଯୁକ୍ତି ଘୋଷଣା :…

ନ୍ୟାସନାଲ୍ ହେଲଥ ମିଶନରେ କ୍ୱାଲିଟି ମ୍ୟାନେଜର ପଦ ସହ ଅନ୍ୟ ପଦରେ ନିଯୁକ୍ତି ଦିଆଯାଉଛି । ଏଥିପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି । ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପଦ ସବୁ ଅଲଗା ଅଲଗା ରହିଛି । ନ୍ୟାସନାଲ୍ ହେଲଥ ମିଶନ , ଉତ୍ତର ପ୍ରଦେଶ ପଦର ବିବରଣୀ : ଆସିଷ୍ଟାଣ୍ଟ , ଡାଟା ଆକାଉଣ୍ଟାଟ…