Daily Archives

December 5, 2017

ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଦେଶରେ ତୃତୀୟ ଓଡିଶା ! ପ୍ରଶ୍ନ, କାହିଁକି ବଢୁଛି ନାରୀ ନିର୍ଯାତନା ଓ ମହିଳା…

କନକ ବ୍ୟୁରୋ : ଆମ ରାଜ୍ୟରେ ମହିଳା କେତେ ସୁରକ୍ଷିତ? ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ରିପୋର୍ଟ କହୁଛି, ମହିଳାଙ୍କ ପ୍ରତି ହିଂସା କ୍ଷେତ୍ରରେ ଓଡିଶା, ଦେଶରେ ତୃତୀୟ । ଦିନକୁ ଦିନ ବୃଦ୍ଧି ପାଉଛି, ମହିଳାଙ୍କ ପ୍ରତି ଅତ୍ୟାଚାର । ଯୌନ ଶୋଷଣ, ଦୁଷ୍କର୍ମ, ଅସଦାଚରଣ ଏବଂ ଯୌତୁକ ନିର୍ଯାତନା ଭଳି…

ରାଉରକେଲାରେ ୨୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୁଲିସ

କନକ ବ୍ୟୁରୋ :  ରାଉରକେଲାରେ ୨୫ ଲକ୍ଷ ଟଙ୍କା ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ପୁଲିସ । ଗତ ୧ ତାରିଖରେ ସିଏମଏସ ସଂସ୍ଥାର କ୍ୟାସ ଭ୍ୟାନରୁ ଲୁଟ୍ ଘଟଣାରେ ୬ଜଣଙ୍କୁ ଗିରଫ କରିଛି ସୁନ୍ଦରଗଡ ପୁଲିସ । ଏସବିଆଇ ଏଟିଏମରେ ଟଙ୍କା ଭର୍ତି କରିବାକୁ ଗଲାବେଳେ ବାରିଲାପେଟାରେ ଦୁଇଟି ବାଇକରେ ଆସି ୪ଜଣ…

ଗୋଟିଏ ହୃଦୟ ଅନେକ ପ୍ରଶ୍ନ : ଗଙ୍ଗା ଯମୁନାଙ୍କ ବାପା କହିଲେ, ଜଣେ ବଂଚିଲେ ଚଳିବ

କନକ ବ୍ୟୁରୋ : ଗଙ୍ଗା-ଯମୁନାଙ୍କ କାହାଣୀ ସ୍ରୋତରେ ଏକ ଏମିତି ମୋଡ ଆସିଛି ଯାହାର ବର୍ଣ୍ଣନା କଷ୍ଟ ଦାୟକ ହୋଇପଡିଛି । ପ୍ରାୟ ୪୦ ଲକ୍ଷ ଜନ୍ମରେ କେବଳ ଗୋଟିଏ କ୍ଷେତ୍ରରେ ଏଭଳି ଗୋଟିଏ ହୃଦୟ ଓ ଗୋଟିଏ ଯକୃତ ନେଇ ଜନ୍ମ ହୋଇଥାଆନ୍ତି ଯାଆଁଳା ଶିଶୁ । ଆଉ ସତ କଥା ହେଉଛି ଏହି ଗଙ୍ଗା-ଯମୁନାଙ୍କୁ…

୩୦ ଫୁଟ କୂଅ ଭିତରେ ୩୦ ମିନିଟ : ଗଭୀର କୂଅରୁ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ସମୟ ପ୍ରାୟ ଦିନ ୨ଟା ୨୦ ହେବ । ବ୍ରହ୍ମପୁର ସ୍ଥିତ ବଡବଜାରର ଚନ୍ଦ୍ରମା ସାହିରେ ଘଟିଛି ଏମିତି ଏକ ଘଟଣା । କୁଅ ଭିତରେ ମହିଳା ଜଣକ ପଡି ରହିଛନ୍ତି । ଆଉ ନିଜ ଜୀବନକୁ ବଂଚାଇବାକୁ ଆପ୍ରାଣ ଉଦ୍ୟମ କରୁଛନ୍ତି । କୁଅ ଭିତରକୁ ଯାଇଥିବା ପାଇପକୁ ଧରି ଲଟକି ରହିଛନ୍ତି । ଯେପରି…

ଢଗ ପକାଇ ବିଜେପି ଉପରେ ବର୍ଷିଲେ ନବୀନ : କହିଲେ ,ବ୍ରାହ୍ମଣୀ ବ୍ରିଜକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଛି ବିଜେପି

କନକ ବ୍ୟୁରୋ :  କଥାରେ ନୁହେଁ କାମରେ କରୁ । ଗୋଟିଏ ଧାଡ଼ି, ସଫା ଉତ୍ତର । ଗଙ୍ଗାଧର ମେହେର ଉଠା ଜଳ ସେଚନ ପ୍ରକଳ୍ପ ନେଇ ବିଜେପି ଆଣୁଥିବା ଅଭିଯୋଗ ଉପରେ କଡ଼ା ଜବାବ୍ ରଖିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି- ୨୦୧୭-୧୮ ବଜେଟରେ ୫୮ଟି ପ୍ରକଳ୍ପ ପାଇଁ ବ୍ୟୟବରାଦ ହୋଇଛି, ଯେଉଁଥିରେ ରହିଛି…