Monthly Archives

December 2017

ଓଡ଼ିଶାରେ ଜିରୋ ନାଇଟ୍ ସେଲିବ୍ରେସନ୍ ପାଇଁ କାଉଂଟଡାଉନ୍ ଆରମ୍ଭ : ହୋଟେଲ ଏବଂ କ୍ଲବରେ ବ୍ୟାପକ ପ୍ରସ୍ତୁତି

କନକ ବ୍ୟୁରୋ : ଜିରୋ ନାଇଟ୍ । ବିଦାୟ ଓ ସ୍ୱାଗତର ମିଳନ ଘଡି । ଅପେକ୍ଷା ସେହି ମୁହୂର୍ତକୁ । ଯେଉଁ ମୁହୂର୍ତରେ ପାଦ ଦେବ, ଆଉ ଏକ ଆଶା ଓ ସଂଭବାନାର ନୂଆ ବର୍ଷ । କାଉଂଟଡାଉନ୍ ବି ଆରମ୍ଭ ହୋଇ ସାରିଛି । ଚିକିମିକି ଲାଇଟ୍ ଆଲୁଆ ଭିତରେ ପୁଣି ଧୁମଧଡ଼ାକା ଡିଜେ ଗୀତ । ବର୍ଷ ୨୦୧୮କୁ ସ୍ୱାଗତ…

ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆସିଗଲା ନୂଆ ବର୍ଷ : ସୁନ୍ଦର ଆତସବାଜି ଏବଂ ଆଲୋକମାଳାରେ ଝଲସିଲା ୨୦୧୮

କନକ ବ୍ୟୁରୋ : ସାରା ଦୁନିଆ ୨୦୧୭ରୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି । ଏହାରି ଭିତରେ ନ୍ୟୁଜିଲାଣ୍ଡରେ ଆସିଯାଇଛି ନୂଆବର୍ଷ । ଅକଲାଣ୍ଡରେ ପଦାର୍ପଣ କରି ସାରିଛି ବର୍ଷ ୨୦୧୮ । ଜିରୋ ନାଇଟ୍ କାଉଂଟ ଡାଉନ ସହ ସ୍ୱାଗତ କରିଛନ୍ତି ଅକଲାଣ୍ଡବାସୀ । ଆତସବାଜି…

ଭାଇ ଚାହିଁଲା ଭାଇର ମୁହଁ । ଦିଲ୍ଲୀ ଏମ୍ସ ପକ୍ଷରୁ ଜାରି ହେଲା ଜଗାବଳିଆଙ୍କ ସାକ୍ଷାତ ଫଟୋ

କନକ ବ୍ୟୁରୋ : ଏକ ବିରଳ ମୂହୁର୍ତର ଫଟୋଗ୍ରାଫ । ଯେତେବେଳେ ଜଗା ଆଉ ବଳିଆ ପରସ୍ପରକୁ ଭେଟିଛନ୍ତି । ଦିନେ ପରସ୍ପର ସହ ଯୋଡି ହୋଇ ରହିଥିବା ଏହି ଦୁଇ ଯାଆଁଳା ଶିଶୁ ଅଲଗା ଅଲଗା ହେବା ପରେ ଦୁହେଁ ଦୁହିଁକୁ ଭେଟୁଥିବାର ଚିତ୍ର । ପାଖରେ ଅଛନ୍ତି ଜଗା-ବଳିଆର ବାପା ଓ ମାଆ । ଅପରେସନର ଠିକ ୪ ମାସ…

ଆରପାରିରେ ନାଟ୍ୟକାର ! ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ଅନନ୍ତ ଓଝାଙ୍କ ପରଲୋକ

ଆଉ ନାହାଁନ୍ତି ଓଡିଶା ଯାତ୍ରା ଜଗତର ବିଶିଷ୍ଟ ନାଟ୍ୟକାର ଓ ନିର୍ଦ୍ଦେଶକ ଅନନ୍ତ ଓଝା । ବାଙ୍ଗାଲୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ଦୀର୍ଘଦିନ ଧରି ମୁଖ ଗହ୍ୱର କର୍କଟ ରୋଗରେ ଆକ୍ରାନ୍ତ ହୋଇ ବାଙ୍ଗାଲୋରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।…

ଉପ-ନିର୍ବାଚନ ପୂର୍ବରୁ ମୋଦିଙ୍କ ମନ କି ବାତ ଜରିଆରେ ଲୋକଙ୍କ ପାଖରେ ପହଂଚିଲା ବିଜେପି । ବିଜେଡି କହିଲା,ମନକୁ…

କନକ ବ୍ୟୁରୋ : ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପୂର୍ବରୁ ମୋଦିଙ୍କ ମନ୍ କି ବାତ୍ ଜରିଆରେ ଲୋକଙ୍କ ପାଖରେ ପହଂଚିବାକୁ ଉଦ୍ୟମ କରିଛି ଭାରତୀୟ ଜନତା ପାର୍ଟି । ପ୍ରଥମ ଥର ପାଇଁ ଓଡ଼ିଶାର କୌଣସି ନିର୍ବାଚନ ମଣ୍ଡଳିରେ ମୋଦିଙ୍କୁ ଶୁଣାଇବା ପାଇଁ ଦଳ ପକ୍ଷରୁ ଏଭଳି ଏକ ବ୍ୟାପକ ଆୟୋଜନ…