0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Top 2
Top 2
ମାଆ ଲଢୁଥିଲା କରୋନା ଯୁଦ୍ଧ, ଝିଅ ହାରିଗଲା ଜୀବନ ଯୁଦ୍ଧ । କର୍କଟ-କରୋନା ମଝିରେ ମୃତ୍ୟୁର ମହାନାଟକ । ଡ୍ୟୁଟି କଲାବେଳେ ମାଆ ଶୁଣିଲା କୁନି ଝିଅର ମୃତ୍ୟୁ ଖବର । ପଢ଼ନ୍ତୁ...କରୋନା ଯୋଦ୍ଧାଙ୍କ କୋହଭରା କାହାଣୀ...
By
Kanak News Bureau
May 03, 2020
23:56
IST
Top 2
ମେ ୩: କନ୍ଦାଇଥିଲା ଫୋନି, କଲବଲ କରୁଛି କରୋନା । କ୍ୟାଲେଣ୍ଡରରେ ବର୍ଷଟିଏ ବଦଳିଛି କିନ୍ତୁ ସେହି ତାରିଖ ଶୂନ୍ୟତାର ସମାନ ଫର୍ଦ୍ଦ ଲେଉଟାଇଛି । ଦେଖନ୍ତୁ ଫୋନି-କରୋନାର ଖାଁ ଖାଁ ଖେଳ...
By
Ramakrushna Barik
May 02, 2020
23:11
IST
Top 2
ସନ୍ଦେହ ମାରିଦେଲା ମୋ ବାପାଙ୍କୁ... ବମିଖାଲରୁ ଆସିଥିଲୁ ବୋଲି ଚିକିତ୍ସା କଲେନି କି ଦୟା ଦେଖାଇଲେନି ଦ୍ୱିତୀୟ ଭଗବାନ । ଅବହେଳା ପାଇଁ ଅଧବାଟରେ ଆଖି ବୁଜିଥିବା ବାପାଙ୍କୁ ବି ଭଡା ଘରେ ପୂରାଇ ଦେଲେନି ଘର ମାଲିକ । ସାରା ରାତି ବାପାଙ୍କ ଶବକୁ ଧରି ଶ୍ମଶାନରେ ରାତି କାଟିଲା ଅସହାୟ ଝିଅ...
By
Ramakrushna Barik
May 01, 2020
23:15
IST
Top 2
ଶ୍ରମିକର ସୁନେଲୀ ସ୍ୱପ୍ନ ଆଗରେ ଲକଡାଉନ ଟାଣିଛି ଲକ୍ଷ୍ମଣରେଖା । ତାଲା ଫିଟିବ, ତତଲା ଖରାରେ ସିଝି ସିଝି ପୁଣି ସ୍ୱପ୍ନର ତାଜମହଲ ତୋଳିବ । ଶ୍ରମିକ ଦିବସରେ ଦେଖନ୍ତୁ କରୋନାର କାନ୍ଥ ପଛରେ ଲୁଚିଥିବା ଶ୍ରମିକଙ୍କ ସଂଘର୍ଷମୟ କାହାଣୀ
By
Ramakrushna Barik
Apr 30, 2020
23:57
IST
Top 2
ହାତ ହାଣିଦେଲେ, ହେଲେ ହାରିଲେନି ହରଜିତ୍ । ମହାମାରୀ ମୁକାବିଲା ବେଳେ ଆକ୍ରମଣରେ ହାତ ହରାଇଥିଲେ କରୋନା ହିରୋ । ଡାକ୍ତରଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ସୁସ୍ଥ ହେଲେ । ଘରକୁ ଫେରିଲା ପରେ ଫୁଲ ଫିଙ୍ଗି ଦୁଆର ମୁହଁରେ କରୋନା ଯୋଦ୍ଧାଙ୍କୁ ଦିଆଗଲା ଭବ୍ୟ ସମ୍ମାନ
By
Ramakrushna Barik
Apr 30, 2020
23:24
IST
Top 2
ଇରଫାନ୍ ତୁମକୁ ଝୁରୁଛି ଦେଶ...ଝୁରୁଛନ୍ତି ଦର୍ଶକ କର୍କଟ ଯୁଦ୍ଧରେ ଜିତିଲେ, ଜୀବନ ଯୁଦ୍ଧରେ ହାରିଗଲେ । ବଲିଉଡରୁ ହଲିଉଡ ହିରୋ ନୁହେଁ ହୀରା ପରି ଚମକିଥିଲେ । ଜୀବନ ଦୀପ ଲିଭିବା ପୂର୍ବରୁ ଶେଷ ଚିଠି କ’ଣ ଲେଖିଥିଲେ ଇରଫାନ୍ ? ଯାହାକୁ ପଢ଼ିଲେ ଆପଣଙ୍କ ଆଖି ଛଳଛଳ ହୋଇଯିବ...
By
Kanak News Bureau
Apr 29, 2020
23:33
IST
Top 2
ସେମାନେ ଖରାବର୍ଷାରେ ଖଟୁଛନ୍ତି ବୋଲି ଆମେ ଅଚିନ୍ତା ନିଦରେ ଶୋଉଛୁ... ଭୟ ଭିତରେ ଭରସା ଦେଇ ଏସି ରୁମରେ ନୁହେଁ ଫୁଙ୍ଗୁଳା ମାଟି ଉପରେ, ମୁକୁଳା ଆକାଶ ତଳେ ଆରାମ କରୁଛନ୍ତି କରୋନା ଯୋଦ୍ଧା । ଦେଖନ୍ତୁ ସଙ୍କଟ ସମୟର ଅସଲ ହିରୋଙ୍କ ଆଖିଭିଜା କାହାଣୀ...
By
Ramakrushna Barik
Apr 25, 2020
23:41
IST
Top 2
ସେବା ପାଇଲେ, ସ୍ନେହ ବାଣ୍ଟିଲେ: ବାହାର ରାଜ୍ୟର ଶ୍ରମିକଙ୍କୁ ଅଣଦେଖା କଲେନି, ଆପଣାଇ ନେଲେ । ପେଟ କଥା ବୁଝିଥିବା ଗାଁ ଲୋକଙ୍କ ସ୍ନେହର ମୂଲ ସୁଝିଦେଲେ । ନିଜେ ରହୁଥିବା ସଙ୍ଗରୋଧ କେନ୍ଦ୍ରକୁ ସ୍ୱଚ୍ଛ କରି ନୂଆ ସମ୍ପର୍କର ରଙ୍ଗ ମାରିଲେ... କ୍ୱାରେଣ୍ଟାଇନ କେନ୍ଦ୍ରରେ ଲେଖା ହେଲା ଭାଇଚାରାର ନୂଆ କାହାଣୀ ।
By
Ramakrushna Barik
Apr 22, 2020
23:14
IST
Top 2
ସନ୍ଦେହ ପାଇଁ ଶବକୁ ବି ମିଳିଲାନି ସମ୍ମାନ । ମେଡିକାଲରୁ ମଶାଣି ଆଣିବାକୁ ସିଧାସିଧା ମନାକଲେ, ଦାହ ସଂସ୍କାର କଲେ ବାସନ୍ଦ କରିବାକୁ ଧମକ ଦେଲେ ଗାଁ ଲୋକେ... ସୋରରୁ ଆସିଲା କରୋନା ସଂକ୍ରମଣ ସନ୍ଦେହର ସାଙ୍ଘାତିକ କାହାଣୀ
By
Ramakrushna Barik
Apr 17, 2020
22:46
IST
Top 2
ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଅଭିଜ୍ଞଙ୍କ ଭବିଷ୍ୟବାଣୀ । ଏହା କେତେ ସତ ଓ କେତେ ମିଛ? ଭାଇରାଲ ଭବିଷ୍ୟବାଣୀର ସତ କଣ? ଥରେ ନଜର ପକାଇ ନିଅନ୍ତୁ ଏହି ରିପୋର୍ଟ ଉପରେ?
By
Kanak News Bureau
Apr 17, 2020
16:57
IST
Prev
1
...
55
56
57
Next
Advertisment
ସବସ୍କ୍ରାଇବ କରନ୍ତୁ