0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Top 2
Top 2
ଏବେ କେମିତି ଦିଶୁଛନ୍ତି ରାମାୟଣ କଳାକାର ? ୮୦ ଦଶକରେ ଟିଭି ପରଦାରେ ଆପଣ ଦେଖିଥିବା ରାମ-ସୀତାଙ୍କ ଭଳି ମୁଖ୍ୟ କଳାକାର ବର୍ତ୍ତମାନ କିଭଳି ଦେଖା ଯାଉଛନ୍ତି ? ଦେଖନ୍ତୁ ରାମାୟଣର ଆପଣଙ୍କ ପ୍ରିୟ କଳାକାରଙ୍କ ପରିବର୍ତ୍ତିତ ରୂପକୁ...
By
Ramakrushna Barik
Apr 16, 2020
22:40
IST
ସ୍ପେଶାଲ୍ ରିପୋର୍ଟ
ମାଆ କାନ୍ଦୁଛି ପୁଅ ପାଇଁ... ତାଲାବନ୍ଦ ବେଳେ ଗଡୁନି ଗାଡ଼ି: ପୁଅର ଦୁର୍ଘଟଣା ଖବର ଶୁଣି ସୁନ୍ଦରଗଡ଼ରୁ କେନ୍ଦୁଝର ପରେ କେନ୍ଦୁଝରରୁ କଟକ ଶହ ଶହ କୋଷ କୁନି ଝିଅକୁ ଧରି ଦୌଡ଼ି ଆସିଲା ମାଆ । ବଡ଼ ମେଡ଼ିକାଲରେ ପୁଅକୁ ନପାଇ ଆଖିରୁ ଝରାଉଛି ଯନ୍ତ୍ରଣାର ଝରଣା ।
By
Kanak News Bureau
Apr 14, 2020
23:27
IST
Top 2
ଶୂନଶାନ ରାସ୍ତାରେ ରାହା ଧରି କାନ୍ଦୁଥିଲା କଅଁଳ କଢି । ତତଲା ତାତିରେ ଚିତ୍କାର କରୁଥିଲା, ଜୀବନ ପାଇଁ ନେହୁରା ହେଉଥିଲା । ଡହଡହ ଖରାରୁ କୋଳେଇ ନେଇ ଜୀବନ ବଞ୍ଚାଇଦେଲା ପୋଲିସ । ତାଲାବନ୍ଦ ବେଳେ କଟକରୁ ଆସିଲା ହୃଦୟ ତରଳା କାହାଣୀ...
By
Ramakrushna Barik
Apr 13, 2020
23:32
IST
Top 2
ଚାଲ ଧନ ଅଫିସ ଯିବା... ମୁଁ ମମତା ଦେବି, ମହାମାରୀର ମୁକାବିଲା କରିବି... କୋଳରେ ୨୨ ଦିନର ଛୁଆ ଧରି କରୋନା ଯୁଦ୍ଧର ଯୋଦ୍ଧା ସାଜିଛନ୍ତି ଜଣେ ଆଇଏଏସ ମାଆ । ସଙ୍କଟ ସମୟରେ ସାମ୍ନାକୁ ଆସିଲା ସ୍ନେହ-ସେବା ମଝିରେ ମମତାର ସୁନ୍ଦର କାହାଣୀ...
By
Ramakrushna Barik
Apr 12, 2020
23:09
IST
Top 2
ଡ୍ୟୁଟି ମୋ ପୁଅ ପରି... ଘରେ ମୋର ୨ ମାସର ଛୁଆ କୁଆଁକୁଆଁ କାନ୍ଦୁଛି... ସ୍ନେହ ମମତାକୁ ଚାପି ମୁଁ ସେବା କରୁଛି... ସଙ୍କଟ ସମୟରେ କଅଁଳା ଶିଶୁକୁ ଘରେ ଛାଡି ରାସ୍ତାରେ ଡ୍ୟୁଟି କରୁଛି ପୋଲିସ ମାଆ । ଦେଖନ୍ତୁ, ସେବାର ସାକ୍ଷାତ ଦେବୀଙ୍କୁ...
By
Ramakrushna Barik
Apr 08, 2020
23:24
IST
Top 2
ମା’ ତୋ ଲୁହ ଆଗରେ ଲକଡାଉନ କଣ...? ତାଲାବନ୍ଦ ହେଉ କି ତତଲା ଖରା... ମୋ ଟ୍ରଲି ଅଛି ତୁ ଟେନସନ ନେ ନା... ଗାଡି ଗଡୁ ନଥିବାରୁ ବୃଦ୍ଧା ମାଆକୁ ଟ୍ରଲିରେ ଟାଣିଟାଣି ମେଡିକାଲ ନେଲା ପୁଅ । ସଙ୍କଟ ସମୟରେ ମମତାର ମୂଲ ବୁଝାଇଦେଲା ସୁନାପୁଅ..
By
Ramakrushna Barik
Apr 07, 2020
23:00
IST
Top 2
ସ୍ନେହଶ୍ରଦ୍ଧା ମଝିରେ ଅପେକ୍ଷାର ପାଚେରୀ । ବାରଣ୍ଡାରେ ବାପା, କବାଟ ପାଖରେ କୁନି ଝିଅ... ଗୋଟିଏ ଫଟୋରେ ‘କରୋନା’ର କୋଟିଏ କାହାଣୀ...
By
Ramakrushna Barik
Apr 06, 2020
23:28
IST
Top 2
ଅତୀତରେ ଯେମିତି, ଏବେବି ସେମିତି... ପୁରୁଣା ହେଲେ ବି ନୂଆନୂଆ ଲାଗୁଛି ୮୦ ଦଶକର ରାମାୟଣ । ଲକଡାଉନ ବେଳେ ପୁଣି ଲୋକଙ୍କ ପ୍ରିୟ ପାଲଟିଲା, ଟେଲିଭିଜନ ଜଗତରେ ପାଞ୍ଚ ବର୍ଷର ରେକର୍ଡ ଭାଙ୍ଗିଲା
By
Ramakrushna Barik
Apr 04, 2020
23:57
IST
Top 2
ପଞ୍ଚମ କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ କଲେ ସରକାର । ଆକ୍ରାନ୍ତଙ୍କ ନାମ ପ୍ରଦୀପ୍ତ ଦଳବେହେରା । ଘର ସୂର୍ଯ୍ୟନଗର । ମାର୍ଚ୍ଚ ପରେ ଉକ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ ସଙ୍ଗରୋଧରେ ରହିବାକୁ ସରକାରଙ୍କ ନିର୍ଦ୍ଦେଶ
By
Ramakrushna Barik
Apr 02, 2020
19:30
IST
Top 2
ଅପେକ୍ଷା କର ମୁଁ ଆସୁଛି... ରାମାୟଣ-ମହାଭାରତ ପରେ ପୁଣି ଟିଭି ପରଦାକୁ ଫେରିପାରେ ପିଲାଙ୍କ ପ୍ରିୟ ସିରିଏଲ ‘ଶକ୍ତିମାନ’ । ଭିଡିଓ ବାର୍ତ୍ତାରେ ଆସିବାର ଆଭାସ ଦେଲେ ପିଲାଦିନର ସୁପର ହିରୋ...
By
Ramakrushna Barik
Mar 29, 2020
22:54
IST
Prev
1
...
56
57
58
Next
Advertisment
ସବସ୍କ୍ରାଇବ କରନ୍ତୁ