Advertisment

Top 2

ମାଓବାଦୀଙ୍କ ମୃତ୍ୟୁ ସାଜି ଆସୁଛନ୍ତି ମହିଳା କମାଣ୍ଡୋ । ଘଞ୍ଚ ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ କରିବେ ନିପାତ । ମାଟି ମାଆର ସୁରକ୍ଷା ପାଇଁ ସିଏଆରପିଏଫରେ ସାମିଲ ହେଲା ନାରୀଶକ୍ତି ।

ଗୋଟିଏ ହାତ ନାହିଁ, ଅନ୍ୟଟି ଅଚଳ । ଅକ୍ଷମତା ସତ୍ୱେ ଘାରିଛି ପାଠ ପଢିବାର ନିଶା । ପାଦରେ ଲେଖି ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତ ହେଉଛନ୍ତି ମହେଶ ।

ପୋଲିଓ ଖାଇ ୨୦ ଦିନର ଶିଶୁପୁତ୍ରର ମୃତ୍ୟୁ ଅଭିଯୋଗ । ତିନି ଝିଅ ପରେ ହୋଇଥିଲା ପୁଅ । ଅଧାରେ ରହିଲା ଏକୋଇର ବୋଳା ବିଶିକେଶନର ଏକୋଇଶିଆ । ରାଜନଗରରୁ ଆସିଲା ଆଖିଭିଜା ଘଟଣା...

ଅଧାରେ ଅଟକିଲା ଗରିବ ଝିଅର ପୋଲିସ ହେବାର ସ୍ୱପ୍ନ । ବ୍ରେନ ଟ୍ୟୁମର ପରେ ବଦଳିଗଲା ଜୀବନର ମୋଡ, ଯନ୍ତ୍ରଣାର ବିଛଣାରେ ବିତୁଛି ଜୀବନ ।

ଜଣେ ଥିଲେ ସୁଶାନ୍ତ...ଆଜି ସୁଶାନ୍ତଙ୍କ ଜନ୍ମବାର୍ଷିକୀ । ଅଫେରା ରାଇଜରେ ଏବେବି ଅପେକ୍ଷା କରିଛନ୍ତି ‘ରାଜପୁତ' ! କେବେ ଖୋଲିବ ମୃତ୍ୟୁ ମିଷ୍ଟ୍ରି ? କେବେ ମିଳିବ ନ୍ୟାୟ ?

୫୦ ବର୍ଷ ପରେ ସତ ହେଲା ବାଇଡେନଙ୍କ ସ୍ୱପ୍ନ । ଜୀବନରେ ଥରେ ରାଷ୍ଟ୍ରପତି ହେବାକୁ ସ୍ୱପ୍ନ ଦେଖିଥିଲେ ଜୋ । ସଫଳତା ଦେଲା ବାପାଙ୍କ ସୂତ୍ର...

ଗୋଟିଏ ଗୋଡରେ ଛକା ଚୌକା ବର୍ଷା । ଦମ୍ ଦେଖାଉଛନ୍ତି ଦିବ୍ୟାଙ୍ଗ କ୍ରିକେଟର । ଗାଁ ଗ୍ରାଉଣ୍ଡରେ ଗୋଟିଏ ଗୋଡରେ ଖେଳି ପାଲଟିଛନ୍ତି ଗାଁର ହିରୋ ।

ଅଷ୍ଟ୍ରେଲିଆ ମାଟିରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୩୨ ବର୍ଷ ପରେ ବ୍ରିସବେନରେ ହାରିଲା ଅଷ୍ଟ୍ରେଲିଆ, ୨-୧ରେ ଟେଷ୍ଟ ସିରିଜକୁ କଙ୍ଗାରୁ ହାତରୁ ଛଡେଇ ନେଲା ଭାରତ ।

ସଂକ୍ରମଣଠୁ ବଳିଗଲା ସହିଦଙ୍କ କାହାଣୀ । ଗୋଟିଏ ବର୍ଷରେ ଭାରତ ମାତା ହରାଇଛି ଶହେ ସାହସୀ ପୁଅ । ବର୍ଷ ୨୦୨୦ରେ ଖାଲି ହୋଇଛି ଦେଶ ମାତୃକାର କୋଳ...

ଅନ୍ଧାର ରାତିରେ କୁକୁର ଉପରେ କାର ଚଢାଇ ଦେଲା ମଣିଷ । ଭାଙ୍ଗିଗଲା ଅଣ୍ଟା, ଅକାମୀ ହୋଇଗଲା ଗୋଡ । ପଶୁର ପ୍ରଶ୍ନ, ହେ ମଣିଷ ! ମୋର କି ଦୋଷ...?

ସବସ୍କ୍ରାଇବ କରନ୍ତୁ