Advertisment

Top 2

କ୍ୟାନସର କବଜାରେ ବାପା, ନେହୁରା ହେଉଛି କୁନିପୁଅ... ବାପା ଭଲ ହୋଇଗଲେ ଆମେ ପାଠ ପଢିବା, ଆମ ପେଟକୁ ଦାନା ଗଣ୍ଡେ ଯିବ...

ପୂରା ବିଶ୍ୱ ପାଳୁଛି ନୂଆବର୍ଷ, କିନ୍ତୁ ୭ ବର୍ଷ ପଛରେ ରହିଛି ଏହି ଦେଶ । ବିଶ୍ୱ ୨୦୨୧କୁ ସ୍ୱାଗତ କରୁଥିବା ବେଳେ ଇଥିଓପିଆରେ ଚାଲିଛି ୨୦୧୪ । ଜାଣନ୍ତୁ ଏମିତି କାହିଁକି ?

ମାହୁନ୍ତ ଡାକୁଛି, ହାତୀ ହଁ ମାରୁଛି... ମଣିଷ ପ୍ରଶ୍ନର ଉତ୍ତର ଦେଉଛି ପଶୁ । ସିନେମା ନୁହେଁ ଏ ସତ କାହାଣୀ ।

ରାତି ହେଲେ ଶୀତ ସାଜୁଛି ଶତ୍ରୁ । ହାଡଭଙ୍ଗା ଜାଡ ନା ଶୋଇବାକୁ ଦେଉଛି ନା ବଞ୍ଚିବାକୁ । ମାନସିକ ବିକାରଗ୍ରସ୍ତ ବୋଲି ରାସ୍ତାକଡେ ବିତୁଛି ଜୀବନ, ନଜର ଦେଉନି ପ୍ରଶାସନ ।

ମଦ ଦେଲାନି ବୋଲି ସାଙ୍ଗ ସାଜିଲା ସୈତାନ । ବାହାଘର ଦିନ ଛୁରୀ ଭୁସି ବରକୁ କଲେ ହତ୍ୟା । ଛି ! ମଦ ପାଇଁ ଏ କି ମାନସିକତା...

ସକାଳର ସବାରୀରେ ଶୀତ ଆସିଛି ସୋନପୁର... ଶୀତ ଏଠି ଚା’ ପିଉଛି, କୁହୁଡି ଏଠି କବିତା ଲେଖୁଛି... ସୁବର୍ଣ୍ଣପୁରର ଶୀତଳ ସ୍ପର୍ଶ ଭାରି ରୋମାଣ୍ଟିକ ରୋମାଣ୍ଟିକ ଲାଗୁଛି...

୫୦ କିଲୋମିଟର ଦୂରରୁ ବି ଖସି ପାରିବେନି ଶତ୍ରୁ । ଆତଙ୍କୀଙ୍କ ପାଇଁ ଆତଙ୍କ ସାଜି ଆସୁଛି ‘ଆର୍ଟିଲାରୀ ଗନ୍’ । ପାକିସ୍ତାନ-ଚୀନ ସୀମାରେ ସେନା କରିବେ ଶତ୍ରୁ ସଂହାର...

ଲକଡାଉନ ପାଇଁ ଘଟଗାଁ ପହଞ୍ଚି ପାରୁନଥିଲା ମାନସିକ ନଡିଆ । ରାସ୍ତାରେ ଗଡୁଥିଲା, ବସଷ୍ଟାଣ୍ଡରେ ପଚୁଥିଲା । ତାରିଣୀଙ୍କ ପାଖେ ନଡିଆ ଗାଡି ପହଞ୍ଚାଇଲେ ସବ୍ୟସାଚୀ ।

ମହାଦେବଙ୍କ ନାଁରେ ମାଡ ପରେ ମାଡ... ମାଟି ତଳୁ ମହାଦେବ ବାହାରିବା କ୍ଷଣି ଥରି ଉଠିଲେ ବ୍ୟକ୍ତି । ଯୁବକଙ୍କ ଗାଲରେ ମାରିଲେ ଚାପୁଡା ପରେ ଚାପୁଡା ।

ବଂଶୀ ବଜାଉଛି ମୁଁ ରିକ୍ସାବାଲା... ଅଭାବ ମଣିଷକୁ କିଛି ବି ସଜେଇଦିଏ । କଳାକୁ ମିଳିଲାନି ସମ୍ମାନ, ପେଟ ପୋଷିବାକୁ କାଳିଆ ଦୂଆରେ ରିକ୍ସାବାଲା ସାଜିଲେ ବଂଶୀବାଦକ ।

ସବସ୍କ୍ରାଇବ କରନ୍ତୁ