Advertisment

ସ୍ପେଶାଲ୍ ରିପୋର୍ଟ

ବାର ଦୁଆର ସୁଣ୍ଡିପିଣ୍ଡା କରିଛି ସରକାରୀ ବ୍ୟବସ୍ଥା । ପେନସନ୍ ଅପେକ୍ଷାରେ ଅବସରପ୍ରାପ୍ତ ଶିକ୍ଷକ । ଯେଉଁ ହାତ ଦିନେ ସଜାଡ଼ିଥିଲା ଅନେକଙ୍କ ଭବିଷ୍ୟତ, ଆଜି ଭିକ ମାଗିଲେ ପୂରୁଛି ପେଟ । ୨୦ ବର୍ଷ ହେବ ପ୍ରଫୁଲ୍ଲ ସାରଙ୍କ ପାଖରେ ପହଁଚି ପାରୁନାହାନ୍ତି ସରକାର । post image

ବାର ଦୁଆର ସୁଣ୍ଡିପିଣ୍ଡା କରିଛି ସରକାରୀ ବ୍ୟବସ୍ଥା । ପେନସନ୍ ଅପେକ୍ଷାରେ ଅବସରପ୍ରାପ୍ତ ଶିକ୍ଷକ । ଯେଉଁ ହାତ ଦିନେ ସଜାଡ଼ିଥିଲା ଅନେକଙ୍କ ଭବିଷ୍ୟତ, ଆଜି ଭିକ ମାଗିଲେ ପୂରୁଛି ପେଟ । ୨୦ ବର୍ଷ ହେବ ପ୍ରଫୁଲ୍ଲ ସାରଙ୍କ ପାଖରେ ପହଁଚି ପାରୁନାହାନ୍ତି ସରକାର ।

ଆସୁଛି ରାଫେଲର ବାଜଆଖି , ଚର୍ଚ୍ଚାରେ ରାଫେଲର ତୀକ୍ଷ୍ଣ କ୍ୟାମେରା : ଅମ୍ବାଲା ମାଟିରେ ଆଜି ଓହ୍ଲାଇବ ରାଫେଲ୍ , ରାଫେଲରେ ଲାଗିଛି ଏକ ଟନ୍ ଓଜନର କ୍ୟାମେରା ; ମାଛର ଆଖିକୁ ତୀର ମାରିଲା ଭଳି ତୀକ୍ଷ୍ଣ ଏହାର ଲକ୍ଷ୍ୟଭେଦ post image

ଆସୁଛି ରାଫେଲର ବାଜଆଖି , ଚର୍ଚ୍ଚାରେ ରାଫେଲର ତୀକ୍ଷ୍ଣ କ୍ୟାମେରା : ଅମ୍ବାଲା ମାଟିରେ ଆଜି ଓହ୍ଲାଇବ ରାଫେଲ୍ , ରାଫେଲରେ ଲାଗିଛି ଏକ ଟନ୍ ଓଜନର କ୍ୟାମେରା ; ମାଛର ଆଖିକୁ ତୀର ମାରିଲା ଭଳି ତୀକ୍ଷ୍ଣ ଏହାର ଲକ୍ଷ୍ୟଭେଦ

କୃତ୍ରିମ ପୋଖରୀରେ ବାଲଟି ସାହାଯ୍ୟରେ ମୋତିଚାଷ କରି ମାଲାମାଲ୍ ଏହି ପ୍ରଫେସର୍ ଚାଷୀ : ବିଦେଶକୁ ରପ୍ତାନୀ ହେଉଛି ମୂଲ୍ୟବାନ ମୋତି । post image

କୃତ୍ରିମ ପୋଖରୀରେ ବାଲଟି ସାହାଯ୍ୟରେ ମୋତିଚାଷ କରି ମାଲାମାଲ୍ ଏହି ପ୍ରଫେସର୍ ଚାଷୀ : ବିଦେଶକୁ ରପ୍ତାନୀ ହେଉଛି ମୂଲ୍ୟବାନ ମୋତି ।

ଶୁଣିଲେନି ସରକାର, ଶୁଣିଲାନି ପ୍ରଶାସନ । ଶେଷରେ ଶ୍ରମିକଙ୍କ ଭଗବାନଙ୍କୁ ଦୁଃଖ ଶୁଣିବାକୁ ଗୁହାରୀ କଲା କୁନି ଝିଅ । ସୋନୁ କହିଲେ, ତୁ ବ୍ୟସ୍ତ ହଅନା, ଆଜିଠୁ ଦୂର ହୋଇଯିବ ସବୁ ଦୁଃଖ । post image

ଶୁଣିଲେନି ସରକାର, ଶୁଣିଲାନି ପ୍ରଶାସନ । ଶେଷରେ ଶ୍ରମିକଙ୍କ ଭଗବାନଙ୍କୁ ଦୁଃଖ ଶୁଣିବାକୁ ଗୁହାରୀ କଲା କୁନି ଝିଅ । ସୋନୁ କହିଲେ, ତୁ ବ୍ୟସ୍ତ ହଅନା, ଆଜିଠୁ ଦୂର ହୋଇଯିବ ସବୁ ଦୁଃଖ ।

ମଶା କାହିଁକି ପିଏ ମଣିଷ ରକ୍ତ ? ମଣିଷ ରକ୍ତ ପ୍ରତି ମଶା ଆକୃଷ୍ଟ ହେବାର କାରଣ କ’ଣ ? ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ । post image

ମଶା କାହିଁକି ପିଏ ମଣିଷ ରକ୍ତ ? ମଣିଷ ରକ୍ତ ପ୍ରତି ମଶା ଆକୃଷ୍ଟ ହେବାର କାରଣ କ’ଣ ? ଜାଣନ୍ତୁ କ’ଣ କହିଲେ ବୈଜ୍ଞାନିକ ।

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ । post image

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଖବର । ବଦଳିବାକୁ ଯାଉଛି ବାଇକରେ ବସିବାର ତରିକା । ସରକାର ଆଣିଲେ ନୂଆ ନିୟମ, ଜାଣନ୍ତୁ କ’ଣ ହେଲା ପରିବର୍ତ୍ତନ ।

ଗୋଡ଼ ଅକାମ ହେଲେ ବି ହାତ ସାଜିଛି ହତିଆର : ଉଦ୍ଦେଶ୍ୟ ଗୋଟିଏ କିଭଳି ହ୍ରଦରୁ ମିଟିବ ପ୍ଲାଷ୍ଟିକର ନାଁ , ପ୍ଲାଷ୍ଟିକ୍ ନାଶ ଅଭିଯାନରେ ୬ ବର୍ଷ ହେଲାଣି ଲାଗିପଡ଼ିଛନ୍ତି ଏହି ପକ୍ଷାଘାତ ରୋଗୀ । post image

ଗୋଡ଼ ଅକାମ ହେଲେ ବି ହାତ ସାଜିଛି ହତିଆର : ଉଦ୍ଦେଶ୍ୟ ଗୋଟିଏ କିଭଳି ହ୍ରଦରୁ ମିଟିବ ପ୍ଲାଷ୍ଟିକର ନାଁ , ପ୍ଲାଷ୍ଟିକ୍ ନାଶ ଅଭିଯାନରେ ୬ ବର୍ଷ ହେଲାଣି ଲାଗିପଡ଼ିଛନ୍ତି ଏହି ପକ୍ଷାଘାତ ରୋଗୀ ।

ବ୍ୟସ୍ତବହୁଳ ସଡ଼କ ଭିତରୁ ଆସିଲା ସୁନ୍ଦର ଦୃଶ୍ୟ : ବୁଲାକୁକୁରକୁ ସଡ଼କ ପାର୍ କରିବା ପାଇଁ ଟ୍ରାଫିକକୁ ରୋକିଦେଲେ ପୋଲିସବାବୁ , ବାଃ ବାଃ କଲା ସୋସିଆଲ୍ ମିଡ଼ିଆ । ଦେଖନ୍ତୁ ଭିଡ଼ିଓ post image

ବ୍ୟସ୍ତବହୁଳ ସଡ଼କ ଭିତରୁ ଆସିଲା ସୁନ୍ଦର ଦୃଶ୍ୟ : ବୁଲାକୁକୁରକୁ ସଡ଼କ ପାର୍ କରିବା ପାଇଁ ଟ୍ରାଫିକକୁ ରୋକିଦେଲେ ପୋଲିସବାବୁ , ବାଃ ବାଃ କଲା ସୋସିଆଲ୍ ମିଡ଼ିଆ । ଦେଖନ୍ତୁ ଭିଡ଼ିଓ

ପାହାଡ଼ ଚଢିଲେ ପଢିବୁ ପାଠ , ଅନଲାଇନ୍ କ୍ଲାସ୍ ପାଇଁ କସରତ : କିଏ ଗଛରେ ଚଢିଲାଣି ତ ଆଉ କିଏ ପାହାଡ଼ ଉପରେ ଚଉକି ପକାଇ ବସିଲାଣି । କଷ୍ଟ ହେଲେ ବି ଶିକ୍ଷା ପାଇଁ ସାଲିସ୍ ନାହିଁ । post image

ପାହାଡ଼ ଚଢିଲେ ପଢିବୁ ପାଠ , ଅନଲାଇନ୍ କ୍ଲାସ୍ ପାଇଁ କସରତ : କିଏ ଗଛରେ ଚଢିଲାଣି ତ ଆଉ କିଏ ପାହାଡ଼ ଉପରେ ଚଉକି ପକାଇ ବସିଲାଣି । କଷ୍ଟ ହେଲେ ବି ଶିକ୍ଷା ପାଇଁ ସାଲିସ୍ ନାହିଁ ।

ମା’କୁ କାବୁ କରିଥିଲା କରୋନା ମହାମାରୀ : ଏପଟେ ମା’ର ଟିକେ ଝଲକ ଦେଖିବାପାଇଁ ପ୍ରତିଦିନ ପୁଅ ଚଢୁଥିଲା ହସ୍ପିଟାଲ୍ କାନ୍ଥ ; ଝରକା ପାଖେ ଘଣ୍ଟା ଘଣ୍ଟା ଧରି ବସୁଥିଲା , ମା’କୁ ଚାହିଁ ରହୁଥିଲା । ହେଲେ ... post image

ମା’କୁ କାବୁ କରିଥିଲା କରୋନା ମହାମାରୀ : ଏପଟେ ମା’ର ଟିକେ ଝଲକ ଦେଖିବାପାଇଁ ପ୍ରତିଦିନ ପୁଅ ଚଢୁଥିଲା ହସ୍ପିଟାଲ୍ କାନ୍ଥ ; ଝରକା ପାଖେ ଘଣ୍ଟା ଘଣ୍ଟା ଧରି ବସୁଥିଲା , ମା’କୁ ଚାହିଁ ରହୁଥିଲା । ହେଲେ ...

ସବସ୍କ୍ରାଇବ କରନ୍ତୁ