Advertisment

ସ୍ପେଶାଲ୍ ରିପୋର୍ଟ

ଆଉ ଆତ୍ମହତ୍ୟା କରିବେନି ଚାଷୀ ! ମୋଦି ସରକାର ଦେବେ ଋଣ , ସଙ୍କଟ କାଳରେ କୃଷକଙ୍କୁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର । ମହାଜନୀ ନିର୍ଯାତନାକୁ ଭୟ ରହିବନି କି ବିଷ ପିଇବେନି ,  ମାତ୍ର ୪ ପ୍ରତିଶତ ସୁଧରେ ସୁନାର ଫସଳ ଫଳାଇ ପାରିବେ ଚାଷୀ । post image

ଆଉ ଆତ୍ମହତ୍ୟା କରିବେନି ଚାଷୀ ! ମୋଦି ସରକାର ଦେବେ ଋଣ , ସଙ୍କଟ କାଳରେ କୃଷକଙ୍କୁ ଶସ୍ତାରେ ଋଣ ଦେବେ କେନ୍ଦ୍ର ସରକାର । ମହାଜନୀ ନିର୍ଯାତନାକୁ ଭୟ ରହିବନି କି ବିଷ ପିଇବେନି , ମାତ୍ର ୪ ପ୍ରତିଶତ ସୁଧରେ ସୁନାର ଫସଳ ଫଳାଇ ପାରିବେ ଚାଷୀ ।

ସଲାମ୍ ସୋନୁ ଭାଇ । ରାକ୍ଷୀ ପୂର୍ଣ୍ଣିମାରେ ସୋନୁଙ୍କ ମହାନତା । ସୋସିଆଲ ମିଡିଆରେ ମହିଳାଙ୍କ ଗୁହାରି ଶୁଣିଲେ ସୋନୁ । ଅୟହାୟ ମହିଳାଙ୍କ ପଲିଥିନ୍ ଘରକୁ ପକ୍କା ଘର କରିଦେବାକୁ ଦେଲେ ପ୍ରତିଶ୍ରୁତି । post image

ସଲାମ୍ ସୋନୁ ଭାଇ । ରାକ୍ଷୀ ପୂର୍ଣ୍ଣିମାରେ ସୋନୁଙ୍କ ମହାନତା । ସୋସିଆଲ ମିଡିଆରେ ମହିଳାଙ୍କ ଗୁହାରି ଶୁଣିଲେ ସୋନୁ । ଅୟହାୟ ମହିଳାଙ୍କ ପଲିଥିନ୍ ଘରକୁ ପକ୍କା ଘର କରିଦେବାକୁ ଦେଲେ ପ୍ରତିଶ୍ରୁତି ।

କୂଅରେ ପଡ଼ି ଛଟପଟ ହେଉଥିଲା ଛୁଆ । ଚିଆଁଚିଆଁ ଶବ୍ଦ କରି ଚିତ୍କାର କଲା ମାଙ୍କଡ଼ ମା’ । ପଶୁ ବୋଲି କେହି ବୁଝିଲେନି ମା’ର ମମତା, ଶେଷ ଯାଏଁ ସଂଘର୍ଷ କରି ମୃତ୍ୟୁ ମୁହଁରୁ କୋଳର ଝୁଲଣାକୁ ଟେକିଆଣିଲା । ମାଙ୍କଡ଼ ମା’ର ମମତା ଭରା ଭିଡ଼ିଓ ଦେଖିଲେ ମା’ କୋଳ କଥା ମନେ ପକାଇବ ମଣିଷ... post image

କୂଅରେ ପଡ଼ି ଛଟପଟ ହେଉଥିଲା ଛୁଆ । ଚିଆଁଚିଆଁ ଶବ୍ଦ କରି ଚିତ୍କାର କଲା ମାଙ୍କଡ଼ ମା’ । ପଶୁ ବୋଲି କେହି ବୁଝିଲେନି ମା’ର ମମତା, ଶେଷ ଯାଏଁ ସଂଘର୍ଷ କରି ମୃତ୍ୟୁ ମୁହଁରୁ କୋଳର ଝୁଲଣାକୁ ଟେକିଆଣିଲା । ମାଙ୍କଡ଼ ମା’ର ମମତା ଭରା ଭିଡ଼ିଓ ଦେଖିଲେ ମା’ କୋଳ କଥା ମନେ ପକାଇବ ମଣିଷ...

କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ ରୋଗୀ ବୋହିବ ରୋବର୍ଟ, ଅସୁବିଧା ହେଲେ ଭିଡିଓ କଲ କରି ଡାକ୍ତରଙ୍କୁ ଜଣାଇବ ଭଲମନ୍ଦ । କରୋନା କାଳରେ କମାଲ୍ କରିଦେଲେ ଓଡିଆ ପୁଅ । post image

କରୋନା ରୋଗୀଙ୍କୁ ଆଉ ଛୁଇଁବାକୁ ପଡିବନି । ମହାମାରୀ ମୁକାବିଲା ପାଇଁ ରୋବର୍ଟ ତିଆରି କଲେ କଲେଜ ଛାତ୍ର । ବିନା ଛୁଆଁରେ ରୋଗୀ ବୋହିବ ରୋବର୍ଟ, ଅସୁବିଧା ହେଲେ ଭିଡିଓ କଲ କରି ଡାକ୍ତରଙ୍କୁ ଜଣାଇବ ଭଲମନ୍ଦ । କରୋନା କାଳରେ କମାଲ୍ କରିଦେଲେ ଓଡିଆ ପୁଅ ।

ନାଁ ରଖିଲା ରାଜମିସ୍ତ୍ରୀ ପୁଅ ।  ମେଧାବୀ ଛାତ୍ର ସମ୍ବିତଙ୍କ ସ୍ୱପ୍ନକୁ ରୋକିପାରିଲାନି ଆର୍ଥିକ ଅନଟନ । ମାଟ୍ରିକ ପରୀକ୍ଷାରେ ଚାନ୍ଦବାଲି ବ୍ଲକର ହେଲେ ଟପ୍ପର, ଡାକ୍ତର ହେବାକୁ କରିଛନ୍ତି ଶପଥ । post image

ନାଁ ରଖିଲା ରାଜମିସ୍ତ୍ରୀ ପୁଅ । ମେଧାବୀ ଛାତ୍ର ସମ୍ବିତଙ୍କ ସ୍ୱପ୍ନକୁ ରୋକିପାରିଲାନି ଆର୍ଥିକ ଅନଟନ । ମାଟ୍ରିକ ପରୀକ୍ଷାରେ ଚାନ୍ଦବାଲି ବ୍ଲକର ହେଲେ ଟପ୍ପର, ଡାକ୍ତର ହେବାକୁ କରିଛନ୍ତି ଶପଥ ।

କାଲିଠୁ ବଦଳିଯିବ ୫ ବଡ ନିୟମ । ନିଶ୍ଚିତ ଭାବରେ ଆପଣ ହେବେ ପ୍ରଭାବିତ, ଜାଣନ୍ତୁ ବଦଳିବ କେଉଁ ନିୟମ ? post image

କାଲିଠୁ ବଦଳିଯିବ ୫ ବଡ ନିୟମ । ନିଶ୍ଚିତ ଭାବରେ ଆପଣ ହେବେ ପ୍ରଭାବିତ, ଜାଣନ୍ତୁ ବଦଳିବ କେଉଁ ନିୟମ ?

ପେଶାରୁ ନିଶା କେବଳ ସେବା ହିଁ ସେବା : ଜଗତସିଂହପୁରର ଆଇନଜୀବୀଙ୍କ ଅଜବ ନିଶା । ଲୋକଙ୍କ ସେବାରେ ଲାଗିବ ଜୀବନ ଯାକର ପୁଞ୍ଜି, ପୁଅ ଥାଇ ଜିଲ୍ଲାପାଳଙ୍କୁ କଲେ ସଂଚିତ ସମ୍ପତ୍ତିର ନୋମିନ  । post image

ପେଶାରୁ ନିଶା କେବଳ ସେବା ହିଁ ସେବା : ଜଗତସିଂହପୁରର ଆଇନଜୀବୀଙ୍କ ଅଜବ ନିଶା । ଲୋକଙ୍କ ସେବାରେ ଲାଗିବ ଜୀବନ ଯାକର ପୁଞ୍ଜି, ପୁଅ ଥାଇ ଜିଲ୍ଲାପାଳଙ୍କୁ କଲେ ସଂଚିତ ସମ୍ପତ୍ତିର ନୋମିନ ।

ଆସିଲାନି ଆମ୍ବୁଲାନ୍ସ । ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ଆକ୍ରାନ୍ତ । ସାରା ବିଶ୍ୱ ଆଗରେ ସୃଷ୍ଟି କଲେ ସଚେତନତାର ଏକ ନୂଆ ବାର୍ତ୍ତା । post image

ଆସିଲାନି ଆମ୍ବୁଲାନ୍ସ । ପିପିଇ କିଟ୍ ପିନ୍ଧି ହସ୍ପିଟାଲରେ ପହଞ୍ଚିଲେ କରୋନା ଆକ୍ରାନ୍ତ । ସାରା ବିଶ୍ୱ ଆଗରେ ସୃଷ୍ଟି କଲେ ସଚେତନତାର ଏକ ନୂଆ ବାର୍ତ୍ତା ।

କ୍ୱାଲକମ ଆଣିଲା କ୍ୱିକ ଚାର୍ଜର ୫ । ମାତ୍ର ୫ ମିନିଟରେ ଆପଣଙ୍କର ମୋବାଇଲ ହୋଇଯିବ ୫୦ ପ୍ରତିଶତ ଚାର୍ଜ, ଆଉ ପୂରା ଚାର୍ଜ ହେବାକୁ ଲାଗିବ ଏତିକି ସମୟ post image

କ୍ୱାଲକମ ଆଣିଲା କ୍ୱିକ ଚାର୍ଜର ୫ । ମାତ୍ର ୫ ମିନିଟରେ ଆପଣଙ୍କର ମୋବାଇଲ ହୋଇଯିବ ୫୦ ପ୍ରତିଶତ ଚାର୍ଜ, ଆଉ ପୂରା ଚାର୍ଜ ହେବାକୁ ଲାଗିବ ଏତିକି ସମୟ

ପ୍ରବାସୀଙ୍କ ମୁହଁରେ ପୁଣି ହସ ଫୁଟାଇଲେ ‘ସୁପରମ୍ୟାନ୍ ସୋନୁ’ । ବାର୍ଥଡେ’ରେ କଲେ ବଡ଼ ଘୋଷଣା, ମନମୁତାବକ ଦେବେ ୩ ଲକ୍ଷ ଚାକିରି । ଜନ୍ମଦିନରେ ଅନ୍ୟର ଜୀବିକା ଚିନ୍ତା କରୁଥିବା ହିରୋଙ୍କୁ ଆସନ୍ତୁ ଜଣାଇବା ହାପି ବାର୍ଥଡେ’ । post image

ପ୍ରବାସୀଙ୍କ ମୁହଁରେ ପୁଣି ହସ ଫୁଟାଇଲେ ‘ସୁପରମ୍ୟାନ୍ ସୋନୁ’ । ବାର୍ଥଡେ’ରେ କଲେ ବଡ଼ ଘୋଷଣା, ମନମୁତାବକ ଦେବେ ୩ ଲକ୍ଷ ଚାକିରି । ଜନ୍ମଦିନରେ ଅନ୍ୟର ଜୀବିକା ଚିନ୍ତା କରୁଥିବା ହିରୋଙ୍କୁ ଆସନ୍ତୁ ଜଣାଇବା ହାପି ବାର୍ଥଡେ’ ।

ସବସ୍କ୍ରାଇବ କରନ୍ତୁ