Advertisment

ସ୍ପେଶାଲ୍ ରିପୋର୍ଟ

ଆତଙ୍କୀ ଦେଶରେ ଆତଙ୍କର ରାତି । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୪ ବର୍ଷ । ଅନ୍ଧାର ରାତିରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିଥିଲା ହିନ୍ଦୁସ୍ତାନ । post image

ଆତଙ୍କୀ ଦେଶରେ ଆତଙ୍କର ରାତି । ରକ୍ତର ବଦଲା ରକ୍ତରେ ନେଇଥିଲା ଭାରତ । ଭୟଙ୍କର ସର୍ଜିକାଲ ଷ୍ଟ୍ରାଇକକୁ ପୂରିଲା ୪ ବର୍ଷ । ଅନ୍ଧାର ରାତିରେ ପାକିସ୍ତାନ ମାଟିରେ ପଶି ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିଥିଲା ହିନ୍ଦୁସ୍ତାନ ।

ଏଣିକି ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ । ବିଜୁଳୀ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ପାୱାର । ବିଳମ୍ବରେ ବିଦ୍ୟୁତ୍ ବିଲ୍ ଆସିଲେ ଟଙ୍କା ଛାଡ କରିବ କମ୍ପାନୀ ! ବିନା ସୂଚନାରେ ଲାଇନ କାଟ୍ ହେଲେ ଜରିମାନା ଭରିବେ ସଂସ୍ଥା । post image

ଏଣିକି ପ୍ରତିଟି ଘରେ ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ । ବିଜୁଳୀ ଉପଭୋକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ନୂଆ ପାୱାର । ବିଳମ୍ବରେ ବିଦ୍ୟୁତ୍ ବିଲ୍ ଆସିଲେ ଟଙ୍କା ଛାଡ କରିବ କମ୍ପାନୀ ! ବିନା ସୂଚନାରେ ଲାଇନ କାଟ୍ ହେଲେ ଜରିମାନା ଭରିବେ ସଂସ୍ଥା ।

ସମାଜସେବା ପାଇଁ କାହିଁକି ଆଗେଇ ଆସିଲେ ଓଲିଉଡ କୁଇନ୍ ? ସିନେ ପରଦାରୁ ଲୋକଙ୍କ ସମସ୍ୟା ବୁଝି ଦେଉଛନ୍ତି କି ବଡ ବାର୍ତ୍ତା ? ସମାଜସେବାରେ ଆଗକୁ ବଢି ଚଳାଉଛନ୍ତି କି ନୂଆ ତୀର ? ଅନୁଭବଙ୍କୁ ଦେବେ କି ଚେକ୍ ? post image

ସମାଜସେବା ପାଇଁ କାହିଁକି ଆଗେଇ ଆସିଲେ ଓଲିଉଡ କୁଇନ୍ ? ସିନେ ପରଦାରୁ ଲୋକଙ୍କ ସମସ୍ୟା ବୁଝି ଦେଉଛନ୍ତି କି ବଡ ବାର୍ତ୍ତା ? ସମାଜସେବାରେ ଆଗକୁ ବଢି ଚଳାଉଛନ୍ତି କି ନୂଆ ତୀର ? ଅନୁଭବଙ୍କୁ ଦେବେ କି ଚେକ୍ ?

କେତେ ସୁରକ୍ଷିତ ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ । କେମିତି ଅନ୍ୟମାନଙ୍କଠାରୁ ଲୁଚେଇ ରଖିବେ ଆପଣଙ୍କ ଗୋପନୀୟ ଚାଟ । ଜାଣନ୍ତୁ ଏମିତି କିଛି ପ୍ରଶ୍ନର ଉତ୍ତର post image

କେତେ ସୁରକ୍ଷିତ ଆପଣଙ୍କ ହ୍ୱାଟ୍ସଆପ୍ ଚାଟ୍ । କେମିତି ଅନ୍ୟମାନଙ୍କଠାରୁ ଲୁଚେଇ ରଖିବେ ଆପଣଙ୍କ ଗୋପନୀୟ ଚାଟ । ଜାଣନ୍ତୁ ଏମିତି କିଛି ପ୍ରଶ୍ନର ଉତ୍ତର

ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । ପଇସା ମିଳିଲେ ହାତ ଫେରି ପାଇବେ ଯୁବତୀ । ସୋସିଆଲ ମିଡିଆରେ କାନ୍ଦି କାନ୍ଦି ଗୁହାରୀ କଲେ ପୂରା ପରିବାର । କୁନିଙ୍କ କରୁଣ କାହାଣୀ ଶୁଣି ସାହାଯ୍ୟ କରୁ ସାରା ଓଡିଶା... post image

ଟ୍ୟୁମର ଅପରେସନ ପାଇଁ ପାଖରେ ନାହିଁ ଟଙ୍କା । ପଇସା ମିଳିଲେ ହାତ ଫେରି ପାଇବେ ଯୁବତୀ । ସୋସିଆଲ ମିଡିଆରେ କାନ୍ଦି କାନ୍ଦି ଗୁହାରୀ କଲେ ପୂରା ପରିବାର । କୁନିଙ୍କ କରୁଣ କାହାଣୀ ଶୁଣି ସାହାଯ୍ୟ କରୁ ସାରା ଓଡିଶା...

ମା' ଆସିବେ ବୋଲି... ଧରଣୀରାଣୀ ଘୋଡ଼େଇ ହୋଇଛି ଧଳା ଚାଦର । ଶରତ ଋତୁର ପହିଲି ଛୁଆଁ, କବି ତୁଣ୍ଡେ କାଶତଣ୍ଡୀ କରୁଛି କିମିଆ... post image

ମା' ଆସିବେ ବୋଲି... ଧରଣୀରାଣୀ ଘୋଡ଼େଇ ହୋଇଛି ଧଳା ଚାଦର । ଶରତ ଋତୁର ପହିଲି ଛୁଆଁ, କବି ତୁଣ୍ଡେ କାଶତଣ୍ଡୀ କରୁଛି କିମିଆ...

ଭାରତୀୟ ବଜାରରୁ ହଜି ଯିବ ହାର୍ଲି- ଡେଭିଡସନ ବାଇକ୍ । କେଉଁଠି କରିବେ ସର୍ଭିସ୍ ଓ ମେଣ୍ଟେନାନ୍ସ ଆସନ୍ତୁ ଦେଖିବା ଏହି ରିପୋର୍ଟ post image

ଭାରତୀୟ ବଜାରରୁ ହଜି ଯିବ ହାର୍ଲି- ଡେଭିଡସନ ବାଇକ୍ । କେଉଁଠି କରିବେ ସର୍ଭିସ୍ ଓ ମେଣ୍ଟେନାନ୍ସ ଆସନ୍ତୁ ଦେଖିବା ଏହି ରିପୋର୍ଟ

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡପତ୍ର ମାମଲା ବିଚାରଧୀନ ସମୟରେ ଦ୍ୱିତୀୟ ବିବାହ ଅମାନ୍ୟ ନୁହେଁ : ଜାଣନ୍ତୁ କଣ କହିଲେ କୋର୍ଟ post image

ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଛାଡପତ୍ର ମାମଲା ବିଚାରଧୀନ ସମୟରେ ଦ୍ୱିତୀୟ ବିବାହ ଅମାନ୍ୟ ନୁହେଁ : ଜାଣନ୍ତୁ କଣ କହିଲେ କୋର୍ଟ

ବ୍ୟକ୍ତିଗତ ଗାଡି ଚାଳନା ବେଳେ ଆବଶ୍ୟକ ନାହିଁ ମାସ୍କ ? ନିଜସ୍ୱ ଗାଡିରେ ଯିବା ବେଳେ ମାସ୍କ ପିନ୍ଧିନଥିଲେ ପୋଲିସ କାଟିବନି ଫାଇନ !! ଦିଲ୍ଲୀରୁ ଆସିଲା ଅଜବ ମାମଲା, ଆଇନଜୀବୀଙ୍କ ଉପରେ ଲାଗିଲା ୫୦୦ ଫାଇନ : ୧୦ ଲକ୍ଷ କ୍ଷତିପୂରଣ ଲାଗି ଯାଚିକା ଦାୟର କଲେ ଓକିଲ post image

ବ୍ୟକ୍ତିଗତ ଗାଡି ଚାଳନା ବେଳେ ଆବଶ୍ୟକ ନାହିଁ ମାସ୍କ ? ନିଜସ୍ୱ ଗାଡିରେ ଯିବା ବେଳେ ମାସ୍କ ପିନ୍ଧିନଥିଲେ ପୋଲିସ କାଟିବନି ଫାଇନ !! ଦିଲ୍ଲୀରୁ ଆସିଲା ଅଜବ ମାମଲା, ଆଇନଜୀବୀଙ୍କ ଉପରେ ଲାଗିଲା ୫୦୦ ଫାଇନ : ୧୦ ଲକ୍ଷ କ୍ଷତିପୂରଣ ଲାଗି ଯାଚିକା ଦାୟର କଲେ ଓକିଲ

ଦୂର ହେବ ଭବିଷ୍ୟତ ଚିନ୍ତା । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ପେନସନ୍ ଯୋଜନାରେ ମିଳିବ ବଡ଼ ଫାଇଦା, ପଢ଼ନ୍ତୁ ଏବଂ ଦେଖନ୍ତୁ ବୁଢା ବୟସରେ ଘରେ ବସି କିଭଳି ପାଇବେ ଟଙ୍କା । post image

ଦୂର ହେବ ଭବିଷ୍ୟତ ଚିନ୍ତା । ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ପେନସନ୍ ଯୋଜନାରେ ମିଳିବ ବଡ଼ ଫାଇଦା, ପଢ଼ନ୍ତୁ ଏବଂ ଦେଖନ୍ତୁ ବୁଢା ବୟସରେ ଘରେ ବସି କିଭଳି ପାଇବେ ଟଙ୍କା ।

ସବସ୍କ୍ରାଇବ କରନ୍ତୁ