Advertisment

ସ୍ପେଶାଲ୍ ରିପୋର୍ଟ

ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ । ୨୨ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ, ପାକ୍ ଅନୁପ୍ରବେଶକାରୀଙ୍କୁ ବିତାଡିତ କରି ଟାଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ଯବାନ । post image

ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ । ୨୨ ବର୍ଷ ତଳେ ପାକିସ୍ତାନକୁ ଧୂଳି ଚଟାଇଥିଲା ଭାରତ, ପାକ୍ ଅନୁପ୍ରବେଶକାରୀଙ୍କୁ ବିତାଡିତ କରି ଟାଇଗର ହିଲରେ ତ୍ରିରଙ୍ଗା ଉଡାଇଥିଲେ ଭାରତୀୟ ଯବାନ ।

ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି ପତ୍ନୀ, ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ମାଆ । post image

ବାହାଘରର ମାସକ ପରେ ଭାଗ୍ୟ ଭାଙ୍ଗିଦେଲା ଶଙ୍ଖା, ମଥାରୁ ଲିଭିଗଲା ସିନ୍ଦୂର । ସ୍ୱାମୀର ଚିତାକୁ ବାହୁନି କାନ୍ଦୁଛି ପତ୍ନୀ, ଭେଣ୍ଡିଆ ପୁଅକୁ ହରାଇ କୋହ ସମ୍ଭାଳି ପାରୁନି ମାଆ ।

କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା । post image

କୋଟି କୋଟି ଟଙ୍କାର ଫରାରୀ କାରରେ ସୁନା ଚଢାଇଲେ ଯୁବକ । ଟ୍ୱିଟ୍ କରି କିଛି ଏମିତି କହିଲେ ଆନନ୍ଦ ମହିନ୍ଦ୍ରା ।

୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍, ତାପରେ କିଛି ଏମିତି ଘଟିଲା... post image

୫ ପଇସା ଦେଲେ ପେଟପୂରା ବିରିୟାନୀ ଖାଇବାକୁ ଦେବାକୁ ଘୋଷଣା କଲେ ଷ୍ଟଲ ମାଲିକ । ଦୋକାନ ଆଗରେ ଲାଗିଗଲା ଲୋକଙ୍କ ଲମ୍ବା ଲାଇନ୍, ତାପରେ କିଛି ଏମିତି ଘଟିଲା...

ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ କରୁଛନ୍ତି । ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଶ୍ରୀଧର ମଉସା । post image

ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ କରୁଛନ୍ତି । ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଶ୍ରୀଧର ମଉସା ।

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ ପରିବାର କହୁଛି, ଡିଏଫଓଙ୍କ ସହ ସମ୍ପର୍କ ରଖୁଥିଲେ ବିଦ୍ୟାଭାରତୀ । ସେପଟେ ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଲେ ପତ୍ନୀ । post image

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ ପରିବାର କହୁଛି, ଡିଏଫଓଙ୍କ ସହ ସମ୍ପର୍କ ରଖୁଥିଲେ ବିଦ୍ୟାଭାରତୀ । ସେପଟେ ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଲେ ପତ୍ନୀ ।

ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର ସ୍ୱତନ୍ତ୍ରତା । post image

ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର ସ୍ୱତନ୍ତ୍ରତା ।

ପର କରିଦେଲା ପରିବାର...ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି । ଅସ୍ତରଙ୍ଗର ଏହି ଆତ୍ମନିର୍ଭରଶୀଳ କାହାଣୀ ଆପଣଙ୍କୁ ବି କନ୍ଦାଇଦେବ । post image

ପର କରିଦେଲା ପରିବାର...ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି । ଅସ୍ତରଙ୍ଗର ଏହି ଆତ୍ମନିର୍ଭରଶୀଳ କାହାଣୀ ଆପଣଙ୍କୁ ବି କନ୍ଦାଇଦେବ ।

ଚାଷ କରିବାକୁ ନଥିଲା ଟଙ୍କା । ପୁଅର ଭଙ୍ଗା ସାଇକେଲକୁ ବିଲରେ ଟାଣି ଟାଣି ହଳ କଲା ଗରିବ ବାପା । କରୋନା ଭିତରେ ଆସିଲା ଆର୍ଥିକ ଅନଟନର ଅକୁହା କାହାଣୀ । post image

ଚାଷ କରିବାକୁ ନଥିଲା ଟଙ୍କା । ପୁଅର ଭଙ୍ଗା ସାଇକେଲକୁ ବିଲରେ ଟାଣି ଟାଣି ହଳ କଲା ଗରିବ ବାପା । କରୋନା ଭିତରେ ଆସିଲା ଆର୍ଥିକ ଅନଟନର ଅକୁହା କାହାଣୀ ।

ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ । post image

ଗ୍ୟାସ ଠାରୁ କ୍ଷୀର ଯାଏଁ ସବୁ ହେଲା ମହଙ୍ଗା । ପକେଟ୍ ଉପରେ ମାଡ଼ କରିବ ଜୁଲାଇ ମାସ ।

ସବସ୍କ୍ରାଇବ କରନ୍ତୁ