ରାଜସ୍ଥାନ ରାଜନୀତିରେ ହଇଚଇ । ମନ୍ତ୍ରୀପଦରୁ ଇସ୍ତଫା ଦେଲେ କିରୋଡିଲାଲ ମୀଣା

676

କନକକବ୍ୟୁରୋ: ରାଜସ୍ଥାନ ସରକାରର କୃଷି ଓ ଗ୍ରାମୀଣ ମନ୍ତ୍ରୀ କିରୋଡିଲାଲ ମୀଣା ଇସ୍ତଫା ଦେଇଛନ୍ତି । ସେ ୧୦ ଦିନ ଆଗରୁ ଏହି ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । କିନ୍ତୁ ଆଜି ସେ ସବସମ୍ମୁଖରେ ତାହା ପ୍ରକାଶ କରିଛନ୍ତି । ସୁଚନା ଅନୁଯାୟୀ କଂଗ୍ରେସ ନେତାଙ୍କ କହିବ ଅନୁଯାୟୀ ଆଗରୁ ସେ ନିଜେ ମତ ଦେଇଥିଲେ ବିଜେପି ୭ ସିଟରୁ ଗୋଟିଏ ବି ସିଟ ହାରେ ତେବେ ସେ ଇସ୍ତଫା ପ୍ରଦାନ କରିବେ । ତେବେ ସେ କହିବା ଅନୁଯାୟୀ ଆଜି ସେ ଇସ୍ତଫା ପ୍ରଦାନ କରଛନ୍ତି ।