ଆହାର ଉପରେ ପରିବା ପାହାର : ଦର ବଢ଼ିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ

294

କନକ ବୁରୋ : ଆହାର ଉପରେ ପରିବା ପାହାର । ପରିବା ଦର ବଢିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ । ପରିବା ଦର ଯାହା ହେଉ ନା କାହିଁକି ଆହାର ଡାଲମାର ପରିଣାମ ଓ ଗୁଣବତାରେ କୌଣସି ପରିବର୍ତ୍ତନ ହୋଇନାହିଁ ।

ଯାହା ଯେମିତି ପରିବା ଦିଆଯିବା କଥା ସେମିତି ଦିଆଯାଉଛି ତେଣୁ ପ୍ରତିଦିନ କ୍ଷତି ହେଉଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ କହିଛନ୍ତି । ପରିବା ଦର ବଢିବା ସତ୍ତ୍ୱେ ଡାଲମାର ଗୁଣବତା ବଜାୟ ରଖିଛନ୍ତି । ତେବେ ଆଗରୁ ପରିବା ଦର କମ୍ ଥିବା ବେଳେ ଦୁଇ ପଇସା ରୋଜଗାର ହେଉଥିଲା ଏବେ କିନ୍ତୁ କ୍ଷତି ହେଉଥିବା କହିଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ।