ଅନୁଗୁଳୁ କଲେଜ ବସରେ ନିଁଆ ,ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ।

293

କନକବ୍ୟୁରୋ: ଅନୁଗୁଳୁ କଲେଜ ବସରେ ନିଁଆ ଲାଗିଛି । ଘରୋଇ ବିଗ୍ୟାଂନ କଲେଜରେ ଛାତ୍ରଛାତ୍ରୀ ବସରେ ରହିଥିବା ବେଳେ ନିଁଆକୁ ଦେଖି ଜୀବନ ବିକଳରେ ଓହ୍ଲାଇଲେ ଛାତ୍ରଛାତ୍ରୀ । ବସରେ ନିଁଆ ଲାଗିଥିବା ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ବସରେ ଥିବା ଛାତ୍ରଛାତ୍ରୀ । ପରେ ଅଗ୍ନିଶମ ବାହିନୀ ନିଁଆକୁ ଆୟତ୍ତକରିଥିଲେ । ବସରେ ନିଁଆ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।