କନକ ବ୍ୟୁରୋ: ଗୁଜରାଟରେ ବଡ଼ ଦୁର୍ଘଟଣା ପରେ ବଢିଲା ଚିନ୍ତା । କମିଲା ଧବଳେଶ୍ୱର ଝୁଲାପୋଲର କ୍ଷମତା । କୋଲକାତା ବିଶେଷଜ୍ଞ ଟିମ୍ର ଯାଂଚ ପରେ କ୍ଷମତା କମାଇଲା ଜିଲ୍ଲା ପ୍ରଶାସନ ।
ଏବେ ଝୋଲାପୋଲରେ ଏକକାଳୀନ ୨୦୦ ଶ୍ରଦ୍ଧାଳୁ ଯିବା ଆସିବା କରିପାରିବେ । ଦର୍ଶନ ପାଇଁ କେବଳ ବଡ଼ଓଷା ବ୍ରତଧାରୀମାନେ ଆସିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସାଧାରଣ ଭକ୍ତ ନଆସିବା ପାଇଁ ନିବେଦନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/19-21.jpg)