Browsing Category

ଦେଶ ବିଦେଶ

ଶାନ୍ତି ପାଇଁ ଭାଇ ଏକାଠି ! ମୁସଲମାନ୍ ପୁଲିସ୍ ନମାଜ୍ ପଢୁଥିବା ବେଳେ ଜଗିଛନ୍ତି ହିନ୍ଦୁ ଯବାନ୍

କୁହାଯାଏ ଗୋଟିଏ ଫଟୋ କୋଟିଏ କଥା ବୟାନ୍ କରିଥାଏ । ଠିକ୍ ସେମିତି ଏକ ଫଟୋ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଏହି ଫଟୋରେ ଦେଖିବାକୁ ମିଳିଛି ଜଣେ ପୁଲିସକର୍ମୀ ବସିଛନ୍ତି ଆଉ ଯବାନ୍ ତାଙ୍କ ନିକଟରେ ଛିଡା ହୋଇଛନ୍ତି । ଏବେ ଆପଣ ଭାବୁଥିବେ ଏଥିରେ ଭାଇରାଲ୍ ହେବା ପରି କଣ ଅଛି…
Read More...

‘ମନକି ବାତ୍ କାର୍ଯ୍ୟକ୍ରମ’ ! ଭାରତୀୟ ମହିଳା କ୍ରିକେଟ୍ ଦଳର ସଫଳତା କଥା ଉଠାଇଲେ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନକି ବାତ୍ କାର୍ଯ୍ୟକ୍ରମ’ରେ ଦେଶକୁ ସମ୍ବୋଧିତ କରିଛନ୍ତି । ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବନ୍ୟା, ଜିଏସଟି ସମେତ ଭାରତ ଛୋଟ ଆନ୍ଦୋଳନର ସଂକଳ୍ପ କଥା ଉଠାଇଛନ୍ତି । ଏଥିସହ ଅଗଷ୍ଟ ୧୫ରେ ସେ ଦେବାକୁ ଥିବା ଭାଷଣରେ କଣ କହିବେ ସେ ନେଇ…
Read More...

ବଦଳିଲା ଇତିହାସ ! ଦୀର୍ଘ ୪୪୧ ବର୍ଷ ପରେ ମହାରାଣା ପ୍ରତାପଙ୍କଠାରୁ ପରାସ୍ତ ହେଲେ ଯୋଦ୍ଧା ଆକବର

ଇତିହାସକୁ ନେଇ ରାଜସ୍ତାନରେ ବର୍ତ୍ତମାନ ଦେଖାଦେଇଛି ଗରମାଗରମ ପରିସ୍ଥିତି । ହଦଳୀଘାଟିଠାରେ ହୋଇଥିବା ଯୁଦ୍ଧ ପ୍ରସଙ୍ଗରେ ରାଜସ୍ତାନ ବୋର୍ଡ ସ୍କୁଲର ପୁସ୍ତକରେ ନୁଆ ଦାବି କରାଯିବାର ମାମଲା ଏବେ ସାମ୍ନାକୁ ଆସିଛି । ପୁସ୍ତକରେ ହଳଦୀଘାଟିଠାରେ ମହାନ ପ୍ରତାପି ଆକବର ଏବଂ ମହାରାଣା ପ୍ରତାପଙ୍କ…
Read More...

ପୁଣି ଦମ୍ ଦେଖାଇଲା ଚୀନ୍ ! ପ୍ୟାରେଡ଼ ବାହାନାରେ କଲା ଶକ୍ତି ପ୍ରଦର୍ଶନ

ଚୀନ ସହ କଥାବାର୍ତ୍ତା ହୋଇ ସୀମା ବିବାଦର ସମାଧାନ ପାଇଁ ଭାରତର ପ୍ରୟାସ ପୁଣି ଥରେ ବିଫଳ ହୋଇଛି । ବ୍ରିକ୍ସ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶ ବୈଠକରେ ଭାଗ ନେବା ପାଇଁ ପହଞ୍ଚିଥିବା ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କ ମଧ୍ୟରେ…
Read More...

କମ୍ବଳ ନଦେଇ ତାପମାତ୍ରା ବଢ଼ାଇବ ରେଳ !

କନକ ବ୍ୟୁରୋ: ରେଳଯାତ୍ରୀଙ୍କୁ ପରିଷ୍କାର ପରିଚ୍ଛନ୍ନ ନଥିବା ବେଡସିଟ୍, କମ୍ବଳ, ତକିଆ ଖୋଳ ଏବଂ ମୁହଁପୋଛା ତଉଲିଆ ଦିଆଯାଉଛି ବୋଲି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି) ଧରିବା ପରେ ଆଗାମୀ ଦିନରେ କମ୍ବଳ ଯୋଗାଇ ନଦେବା ନେଇ ରେଳବାଇ ଚିନ୍ତା କରୁଛି । ଏସି ବଗିରେ…
Read More...

ରକ୍ଷାବନ୍ଧନରେ ଭଉଣୀଙ୍କୁ ଉପହାରରେ ଶୌଚାଳୟ ପ୍ରଦାନ କଲେ ଭାଇ ହେବେ ସମ୍ମାନିତ

ଦେଶରେ ସ୍ଵଚ୍ଛତାର ତାଲିକାରେ ସବୁଠାରୁ ନିମ୍ନରେ ଥିବା ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାକୁ ସଫା ସୁତୁରା କରିବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି । ଅପରିଷ୍କାର ସ୍ଥାନରେ ଧାର୍ମିକ ମହତ୍ଵ ରଖୁଥିବା ବୃକ୍ଷ ରୋପଣ ପରେ ଏବେ ଜିଲ୍ଲା ପ୍ରଶାସନ ଏକ ଭିନ୍ନ ଧରଣର ପଦକ୍ଷେପ ଉଠାଇଛନ୍ତି । ସୂଚନା…
Read More...

ଶାହିଦ ଖାକାନ ଅବାସୀ ହେବେ ପାକିସ୍ତାନର ମଧ୍ୟବର୍ତ୍ତିକାଳୀନ ପ୍ରଧାନମନ୍ତ୍ରୀ

କନକ ବ୍ୟୁରୋ: ପାନାମା ପେପର୍ସ ଲିକ୍ ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ପାକ୍ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ କ୍ଷମତାଚ୍ୟୁତ ହେବାପରେ ତାଙ୍କ ସାନଭାଇ ସେହବାଜ ସରିଫ୍ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବେ ବୋଲି ପାକିସ୍ତାନ ମୁସଲିମ୍ ଲିଗ୍-ନଓ୍ଵାଜ ଦଳର ଏକ…
Read More...

ଚାକିରୀରୁ ଇସ୍ତଫା ଦେଇ ପାରନ୍ତି ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି !

କନକ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଖେଳାଳିଙ୍କ ପାଇଁ ଖରାପ ଖବର । ବିସିସିଆଇ ଏବେ ଖେଳାଳିମାନଙ୍କ ପାଇଁ ଏକ ନୂଆ ଫରମାନ ଜାରି କରିଛି । ଯାହା ଫଳରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଚାକିରୀରୁ ଇସ୍ତଫା ଦେବାକୁ ପଡିପାରେ । ସୁପ୍ରିମକୋର୍ଟର କ୍ରିକେଟ ପ୍ରଶାସକ ସମିତି ବା ସିଓଏ…
Read More...

କ୍ୟାବିନେଟରେ ସ୍ଥାନ ନମିଳିବାରୁ ପାସୱାନଙ୍କୁ ଟାର୍ଗେଟ୍ କଲେ ଜିତନରାମ ମାଂଝି ! କହିଲେ, କେନ୍ଦ୍ରମନ୍ତ୍ରୀଙ୍କ ଶେଷ…

କନକ ବ୍ୟୁରୋ: ନୀତୀଶ କ୍ୟାବିନେଟରେ ସ୍ଥାନ ନମିଳିବାରୁ ମାଂଝି ଅସନ୍ତୁଷ୍ଟ । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚାର ସଭାପତି ଜିତନରାମ ମାଂଝି ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ କ୍ୟାବିନେଟରେ ସ୍ଥାନ ପାଇ ନଥିବାରୁ କ୍ଷୁବ୍ଧ ହୋଇଛନ୍ତି । ମାଂଝି ନିଜ ଅସନ୍ତୋଷକୁ…
Read More...

ଟ୍ରେନରେ ଏସି ଖରାପ ହେତୁ ଭାରତୀୟ ରେଳବାଇ ଯାତ୍ରୀଙ୍କୁ ଦେବ ୧୨,୦୦୦ଟଙ୍କାର କ୍ଷତିପୂରଣ

କର୍ଣ୍ଣାଟକ ରାଜ୍ୟ ଉପଭୋକ୍ତା ଅଭିଯୋଗ ନିବାରଣ ଆୟୋଗ ରେଳରେ ଏସି ଖରାପ ହେବା ହେତୁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣେ ୫୮ବର୍ଷିଅ ଯାତ୍ରୀଙ୍କୁ ୧୨,୦୦୦ଟଙ୍କା କ୍ଷତିପୂରଣ ଦେବା ପାଇଁ ଭାରତୀୟ ରେଳକୁ ନିର୍ଦ୍ଦେଶ ଦେଇଛନ୍ତି । ଦକ୍ଷିଣ-ପଶ୍ଚିମ ରେଲେଓ୍ଵ ଏହି କ୍ଷତିପୂରଣ ବାବଦକୁ ୧୦,୦୦୦…
Read More...