Browsing Category

ସ୍ପେଶାଲ୍ ରିପୋର୍ଟ

ସ୍ୱାଦିଷ୍ଟ ଭାବି ଖାଉଥିବା ଇଡଲି ଯେ କେଉଁ ପାଣିରୁ ପ୍ରସ୍ତୁତ ହେଉଛି ଥରେ ନଜର ପକାନ୍ତୁ ! ପ୍ରଥମେ ଭିଡିଓ ଦେଖନ୍ତୁ ,…

ଜଣେ ଇଡଲି ବିକ୍ରେତାଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଯାହାକୁ ଦେଖି ନିତିଦିନିଆ ଖାଦ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସାର୍ବଜନୀନ ସ୍ଥଳରେ ,ରାସ୍ତାକଡରେ , ଗଳିକନ୍ଦିରେ ମିଳୁଥିବା ଖାଇବା ଜିନିଷ କେତେ ସୁରକ୍ଷିତ? ମୁମ୍ବାଇର ବୋରିବଲି ଷ୍ଟେସନ୍ ବାହାରେ ଇଡଲି…
Read More...

ନବଦମ୍ପତିଙ୍କୁ ପରିବେଶ ସୁରକ୍ଷା ଚିନ୍ତା : ଫନିରେ ଉଜୁଡ଼ା ସବୁଜିମାକୁ ସଜାଡ଼ିବାକୁ ନିଆରା ପ୍ରୟାସ, ବିବାହ ଭୋଜିରେ…

କନକ ବ୍ୟୁରୋ : ନବଦମ୍ପତିଙ୍କୁ ପରିବେଶ ସୁରକ୍ଷା ଚିନ୍ତା । ସାମୁଦ୍ରକି ବାତ୍ୟା ଫନିର କରାଳ ରୂପରେ ଭାଙ୍ଗିଯାଇଛି ହଜାର ହଜାର ଗଛ । ଅତି ପ୍ରଳୟଙ୍କରୀ ବାତ୍ୟା ଫନି ଯୋଗୁଁ ପୁରୀ, ଭୁବନେଶ୍ବର, କଟକ ସମେତ ବିଭିନ୍ନ ଗ୍ରାମାଞ୍ଚଳରେ ସବୁଜ ବଳୟ ଲୋପପ୍ରାୟ । ଅଧା ଓଡ଼ିଶାର ପୂର୍ବ ସୌନ୍ଦର୍ଯ୍ୟକୁ…
Read More...

ଟ୍ରେନରେ ନେତାଙ୍କ ନକଲ କରି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଖେଳନା ବିକାଳୀ ଅବିନାଶ ଦୁବେ ! ଏବେ ଗିରଫ କଲା…

ରେଳବାଇ ପୋଲିସ୍ ପକ୍ଷରୁ ଗୁଜୁରାଟର ସୁରତରୁ ଅବିନାଶ ଦୁବେ ନାମକ ସେହି ଖେଳନାବାଲାକୁ ଗିରଫ କରାଯାଇଛି ଯେ କିଛି ଦିନ ହେଲା ସୋସିଆଲ୍ ମିଡିଆରେ ଭିନ୍ନ ଅନ୍ଦାଜରେ ଖେଳନା ବିକ୍ରି କରି ଭାଇରାଲ୍ ହୋଇଥିଲା । ବାରାଣାସୀରେ ରହୁଥିବା ଏହି ଖେଳନାବିକାଳୀ ଟ୍ରେନ୍ ରେ ଖେଳନା ବିକ୍ରି କରୁଥିବା ସମୟରେ…
Read More...

ଯେଭଳି ବାହାଦୂର ଜଣେ ଯବାନ୍ ଥାଆନ୍ତି ସେହିଭଳି ସାହସୀ ତାଙ୍କ ପତ୍ନୀ ମଧ୍ୟ ହୋଇଥାନ୍ତି ! ଯାହାଙ୍କ ଧର୍ଯ୍ୟକୁ ସଲାମ୍…

ଦେଶସେବାରେ ସବୁବେଳେ ନିଜକୁ ନିୟୋଜିତ ରଖୁଥିବା ଯବାନଙ୍କ ଜୀବନ ଯେ କେତେ ଲମ୍ବା ତାହା କେହି ମଧ୍ୟ କହିପାରିବେ ନାହିଁ । କିନ୍ତୁ ଏହି ଯବାନଙ୍କ ବିନା ତାଙ୍କ ପରିବାର ସଦସ୍ୟ ଯେ କିଭଳି ରୁହନ୍ତି ତାହା କେହି କଳ୍ପନା ମଧ୍ୟ କରିପାରିବେ ନାହିଁ । ଖାସ୍ କରି ସହିଦଙ୍କ ପତ୍ନୀ ଯାହାଙ୍କ ଉପରେ…
Read More...

ଧର୍ମ ଆଗରେ ଜିତିଲା ମାନବିକତା ! ଗର୍ଭବତୀ ମହିଳା ସାବିତ୍ରୀଙ୍କ ଜୀବନ ବଚାଂଇବାକୁ ଯାଇ ରୋଜା ଭାଙ୍ଗିଲେ ମୁସଲମାନ୍ ଯୁବକ…

ଭାଇଚାରାର ଦେଶ ଭାବେ ବିଶ୍ୱକୁ ଉଦାହରଣ ଦେଉଥିବା ଦେଶ ହେଉଛି ଭାରତ । ଯେଉଁଠାରେ ଇଦ୍ ହେଉ କି ଦଶହରା କିମ୍ବା ବଡଦିନ ସବୁ ବର୍ଗର ଲୋକେ ଖୁବ୍ ଉଲ୍ଲାସରେ ପର୍ବପର୍ବାଣୀକୁ ମାନିଥାନ୍ତି । ବର୍ତ୍ତମାନ ରମଜାନ୍ ର ପବିତ୍ର ମାସ ଚାଲିଛି । ମୁସଲମାନ୍ ଭାଇଭଉଣୀମାନେ ୩୦ ଦିନ ଧରି ରୋଜା ପାଳନ କରି…
Read More...

ଏଣିକି ଚଳନ୍ତା ଟ୍ରେନରେ ମିଳିବ ଏତଲା ଫର୍ମ ! ଚୋରିର ଅଭିଯୋଗ ପାଇଁ ଯାତ୍ରୀଙ୍କୁ ଯିବାକୁ ପଡିବନି ଥାନା

ଟ୍ରେନରେ ଲୁଟର ଶିକାର ହେଉଥିବା ଯାତ୍ରୀଙ୍କୁ ଅଭିଯୋଗ କରିବାକୁ ଆଉ ଜିଆରପି ଥାନାକୁ ଯିବାକୁ ପଡ଼ିବ ନାହିଁ। ଚଳନ୍ତା ଟ୍ରେନରେ ହିଁ ସେମାନଙ୍କୁ ମିଳିବ ଏତଲା ଫର୍ମ। ରେଳବାଇ ବୋର୍ଡ ଯୋଗାଇ ଦେବ ଏହି ଫର୍ମ। ଲୁଟର ଶିକାର ଯାତ୍ରୀଙ୍କ ଏହି ଅଭିଯୋଗକୁ ଚଳନ୍ତା ଟ୍ରେନରେ ହିଁ ଗ୍ରହଣ କରିବ…
Read More...

ଅଭିନେତାଙ୍କୁ ଆତଙ୍କବାଦୀ ଭାବି ଗିରଫ କରିଥିବା କଥାକୁ ନେଇ ପ୍ରତିକ୍ରିୟା ରଖିଲା ମୁମ୍ବାଇ ପୁଲିସ୍ ! ଖବରକୁ କହିଲା…

ବୁଧବାର ମୁମ୍ବାଇର ବସାଇଠାରେ ଆତଙ୍କବାଦୀ ବୋଲି ସନ୍ଦେହ କରି ପୁଲିସ ଦୁଇ ପାର୍ଶ୍ୱ ଅଭିନେତାଙ୍କୁ ଗିରଫ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଦୁଇ ଯୁବକ ଆତଙ୍କବାଦୀ ଭଳି ପୋଷାକ ପିନ୍ଧିଥିବା ଦେଖି ରାସ୍ତାରେ ଯାଉଥିବା ଲୋକେ ତାଙ୍କୁ ଆତଙ୍କବାଦୀ ବୋଲି ଭାବି ପୁଲିସକୁ ସୂଚନା ଦେଇଥିଲେ ।…
Read More...

ମନ ଜିଣିଲେ ଏହି ଦୁଇ ସାଂସଦ ! ଶପଥ ଗ୍ରହଣ ସମାରୋହରେ ସାଇକେଲରେ ମାରିଲେ ଏଣ୍ଟ୍ରି ।

କନକ ବ୍ୟୁରୋ : ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନେକ ବଡ଼ ବଡ଼ ନେତା, କଳାକାର ଏବଂ ବ୍ୟବସାୟୀମାନେ ସମାରୋହରେ ଯୋଗ ଦେଇଥିଲେ । ତେବେ ୬,୫୦୦ ଅତିଥିଙ୍କ ମଧ୍ୟରେ ଦୁଇ ସାଂସଦଙ୍କ ଏଣ୍ଟ୍ରି ସମସ୍ତଙ୍କଠାରୁ ଭିନ୍ନ ଥିଲା । ସମସ୍ତେ…
Read More...

ଷ୍ଟାର୍ଟଅପ୍ ର‌୍ୟାଙ୍କିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ : ୩୮ଟି ମାନଦଣ୍ଡ ଅନୁଯାୟୀ ମିଳିଲା ମାନ୍ୟନା,ବଡ଼ ସହରରେ…

ଷ୍ଟାର୍ଟଅପ୍ ର‌୍ୟାଙ୍କିଂରେ ଓଡ଼ିଶାର ପ୍ରଦର୍ଶନ ଭଲ ରହିଛି । ୨୦୧୮ରେ ଦେଶର ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନେଇ ପ୍ରସ୍ତୁତ ‌ର‌୍ୟାଙ୍କିଂରେ ଓଡ଼ିଶା ଶ୍ରେଷ୍ଠ ପ୍ରଦର୍ଶନକାରୀ( ଟପ୍ ପର୍‌ଫର୍ମର) ରାଜ୍ୟ ମାନ୍ୟତା ହାସଲ କରିଛି । ସଚିବାଳୟ ସମ୍ମଳନୀ କକ୍ଷରେ ଆଜି ଅନୁଷ୍ଠିତ ରାଜ୍ୟ…
Read More...

ଶପଥ ଗ୍ରହଣ ଉତ୍ସବରେ ପରିବାରକୁ ମିଳିଲାନି ନିମନ୍ତ୍ରଣ ! ଭଉଣୀ କହିଲେ, ରାଷ୍ଟ୍ର ପାଇଁ ସମର୍ପିତ ମୋଦିଙ୍କ ଜୀବନ ।

କନକ ବ୍ୟୁରୋ : ଦ୍ୱିତୀୟ ଥର ପାଇଁ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ନରେନ୍ଦ୍ର ମୋଦି । ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ଦେଶ ଦୁନିଆର ୬୦୦୦ରୁ ଅଧିକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ଏହାରି ଭିତରେ ଏକ ବଡ ଖବର ସାମ୍ନାକୁ ଆସିଛି । ମୋଦିଙ୍କ ଶପଥ…
Read More...