Browsing Category

ରାଜନୀତି

ଦିଲ୍ଲୀରେ ମମତା ବାନାର୍ଜୀଙ୍କ ସ୍ୱାଗତରେ ଲାଗିଲା ପୋଷ୍ଟର : ପୋଷ୍ଟରରେ ଲେଖା ହେଲା ଦିଦି ଟିକେ ହସି ଦିଅନ୍ତୁ, ଆପଣ…

କନକ ବ୍ୟୁରୋ : ଦିଲ୍ଲୀରେ ଲାଗିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାସ୍ୟାତ୍ମକ ପୋଷ୍ଟର । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଖାଇବେ ଦମ । ଏହା ପୂର୍ବରୁ ଦିଲ୍ଲୀରେ ମମତାଙ୍କୁ ସ୍ୱାଗତ କରାଯାଇ ଲାଗିଛି ପୋଷ୍ଟର । ଏହି ପୋଷ୍ଟରରେ ଲେଖାଯାଇଛି, ଦିଦି ଏଇଠି…
Read More...

ଅଡିଓ ଟେପ୍ ବିବାଦ : ଦୁଷ୍କର୍ମ ପୀଡିତାଙ୍କ ସହ ନିଜର ତୁଳନା କଲେ କର୍ଣ୍ଣାଟକ ବିଧାନସଭା ଅଧ୍ୟକ୍ଷ

ମଙ୍ଗଳବାର ଦିନ କର୍ଣ୍ଣାଟକ ବିଧାନସଭାର ବାଚସ୍ପତି କେ ଆର୍ ରମେଶ କୁମାର କହିଲେ କି, ଥରେ ମାତ୍ର ଦୁଷ୍କର୍ମର ସରବ୍ୟ ହୋଇ ଥାଇ ବି ଅଦାଲତରେ ୧୦୦ ଥର ସେହି ଘଟଣାକୁ ଉଜ୍ଜୀବିତ କରାଯାଉଥିବା ଦୁଷ୍କର୍ମ ପୀଡ଼ିତା ଭଳି ତାଙ୍କୁ ଲାଗିଲାଣି। କଂଗ୍ରେସ-ଜେଡିଏସ୍ ସରକାର ଭାଙ୍ଗିବା ପାଇଁ ତାଙ୍କୁ ୫୦…
Read More...

କାହାକୁ ମିଳିବ କଂଗ୍ରେସ ଟିକେଟ୍ ? ଚୂଡାନ୍ତ ତାଲିକା ପ୍ରସ୍ତୁତ କରିବ ସ୍କ୍ରିନିଂ କମିଟି

କନକ ବ୍ୟୁରୋ: ୨୦୧୯ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ପ୍ରାର୍ଥୀ ଚୟନ ତାଲିକା ଯାଂଚ କରିବା ପାଇଁ ଗତକାଲିଠାରୁ ଭୁବନେଶ୍ୱରରେ ପହଂଚିଛନ୍ତି କଂଗ୍ରେସ ସ୍କ୍ରିନିଂ କମିଟି । କେନ୍ଦ୍ରୀୟ ସ୍କ୍ରିନିଂ କମିଟିର ଗସ୍ତକୁ ନେଇ ଏବେ କଂଗ୍ରେସରେ ରାଜନୈତିକ ପାଣିପାଗ ଗରମ ହୋଇଛି । ନେତାଙ୍କ ଛାତି…
Read More...

ନବୀନଙ୍କୁ ମାତ୍ ଦେବାକୁ ମୈଦାନରେ ମାଳ ମାଳ ନେତା ! ସଫଳତା ସାର୍ଟିଫିକେଟ୍ ଦେବେ ଜନତା ।

କନକ ବ୍ୟୁରୋ: ମିଶନ୍ ନବୀନଙ୍କୁ ହଟାଇ ଓଡ଼ିଶାକୁ ଦଖଲ କରିବା । କିନ୍ତୁ ବିଜେଡିର ଗଡ଼ ଦୋହଲାଇବାକୁ ଅଣ୍ଟା ଭିଡ଼ିଥିବା ବିରୋଧୀଙ୍କ ପାଇଁ ନବୀନ ମେଘନାଦ ପାଚେରୀ ଭଳି ଛିଡ଼ା ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି । ଆଉ ସେହି ପାଚେରୀକୁ ଭାଙ୍ଗିବା ପାଇଁ କେତେବେଳେ ବିଜେପିର ଶୀର୍ଷ ନେତା ତ କେତେବେଳେ…
Read More...

ପ୍ରତିପକ୍ଷଙ୍କୁ ମାତ୍ ଦେବାକୁ ନବୀନଙ୍କ ‘ଫର୍ମୁଲା ୪୯’! ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ, ବିଜେଡି ସୁପ୍ରିମୋ ଖେଳିପାରନ୍ତି…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ଅଙ୍କ କଷିଲେଣି ରାଜ୍ୟର ୩ ପ୍ରମୁଖ ଦଳ । ବିଜେଡି ପୁଣିଥରେ ସରକାରକୁ ଫେରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଥିବା ବେଳେ ବିଜେପି ଶାହାଙ୍କ ମିଶନ-୧୨୦ ରଣନୀତି ଉପରେ କାର୍ଯ୍ୟ କରୁଛି । ଆଉ କଂଗ୍ରେସ ଅଣ୍ଟା ସଳଖି ଛିଡା ହେବାକୁ ଜି ଜାନ୍ ଲଗାଇଦେଇଛି ।…
Read More...

ଭୁବନେଶ୍ୱରରେ ମନ ମିଳିଲା, ସୁନ୍ଦରଗଡରେ ଫାଟ ବଢିଲା! ଯୋଗେଶଙ୍କ ରୋଡ ସୋ’ରେ ସାମିଲ ହେଲେନି କୁସୁମ । ବଢିଲା ସୁନ୍ଦରଗଡ…

କନକ ବ୍ୟୁରୋ : ଭୁବନେଶ୍ୱରରେ ମିଶିଲେ, ସୁନ୍ଦରଗଡରେ ଭୁଲିଗଲେ । ସୁନ୍ଦରଗଡର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ମିଶିବା ପୂର୍ବରୁ ଦଳରେ ଯେଉଁଭଳି ଅସନ୍ତୋଷ ଦେଖିବାକୁ ମିଳିଥିଲା ତାହା ଯୋଗେଶ ଦଳରେ ମିଶିବା ପରେ ଉଗ୍ର ରୂପ ଧାରଣ କରିଛି । ଯୋଗେଶ ବିଜେଡିରେ ମିଶିବା ପରେ ସୁନ୍ଦରଗଡରେ…
Read More...

ବିଜେପିର ପ୍ରତିଶ୍ରୁତି ! ସ୍ଥାୟୀ ପଟ୍ଟା ଓ ରୋଜଗାର ଯୋଗାଇ ଦେବାକୁ ବାଣ୍ଟିଲା ଫର୍ମ, ସରକାରକୁ ଆସିଲେ କରିବ ପୂରଣ ।

କନକ ବ୍ୟୁରୋ: ଆଗମୀ ନିର୍ବାଚନୀ ପାଇଁ ବିଜେପିର ପ୍ଲାନ୍ । ଆଜିଠୁ ଗାଁ ଗାଁ ବୁଲି ଲୋକଙ୍କ ନିକଟତର ହେବାକୁ ଆରମ୍ଭହେଲା ବିଜେପିର ପ୍ରତିଶ୍ରୁତି ସମାବେଶ । ଆଜିଠାରୁ ୩ ମାସ ଧରି ରାଜ୍ୟର ପ୍ରତ୍ୟେକ ଗାଁରେ ବିଜେପି କର୍ମୀ ମାନେ ପ୍ରତିଶ୍ରୁତି ଗେରୁଆ ଫର୍ମ ବାଟିଂବେ । ଏହି କାର୍ଯ୍ୟକ୍ରମରେ ୨ଟି…
Read More...

ଟିକେଟ ପାଇ ଜିତିଲେ ଏଇଠି ହେବ ଦେଖା ! ଆଗାମୀ ନିର୍ବାଚନ ପାଇଁ ବିଧାୟକ ଦେଲେ ବିଧାୟକଙ୍କୁ ଶୁଭେଚ୍ଛା

କନକ ବ୍ୟୁରୋ : ସରିଲା ପଞ୍ଚଦଶ ବିଧାନସଭାର ଶେଷ କାର୍ଯ୍ୟ ଦିବସ । ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ସହ ବିଧାୟକ ମାନଙ୍କ କାର୍ଯ୍ୟକାଳ ସରିବାକୁ ନେଇ ମଧ୍ୟ କାଉଣ୍ଟ ଡାଉନ ଆରମ୍ଭ ହୋଇଛି । ତେବେ ଅନ୍ତିମ କାର୍ଯ୍ୟଦିବସ ହୋଇଥିବାରୁ ବିଧାନସଭାରେ ଭାବବିହ୍ୱଳ ପରିସ୍ଥିତି ସୃଷ୍ଟି ହୋଇଛି । କାରଣ…
Read More...

ମୁଁ ପାଇବି ଟିକେଟ? ଶେଷ ଅଧିବେଶନରେ ବିଧାୟକ ଦମ୍ଭ ଦେଖାଇଲେ, ଟିକେଟ ପାଇବି, ନିର୍ବାଚନ ଜିତିବି ।

କନକ ବ୍ୟୁରୋ : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଶେଷ ହେବାକୁ ଆଉ ଦିନ କେଇଟା ବାକି ରହିଛି । ଆଉ ଏହାପରେ ଆରମ୍ଭ ହୋଇଯିବ ନିର୍ବାଚନ ଯୁଦ୍ଧ । ପୁଣିଥରେ ବିଧାନସଭାକୁ କିଏ ଆସିବ ତାହାକୁ ନେଇ ଆରମ୍ଭ ହେବ ରେସ । କାହାକୁ ମିଳିବ ଟିକେଟ, କାହା ମୁଣ୍ଡରେ ସୁନା କଳସ ଢାଳିବେ ଦଳର ସୁପ୍ରିମୋ । ଆଉ…
Read More...

କ୍ରୋଧ ଥମିଗଲା କୁସୁମଙ୍କର! ଭୁବନେଶ୍ୱରକୁ ଆସିଲେ, ନବୀନଙ୍କ ନିଷ୍ପତିରେ ହଁ ମାରିଲେ । ପଦ ପାଇ ଖୁସିରେ ଫେରିଲେ ।

କନକ ବ୍ୟୁରୋ : ବିଜେଡିକୁ ଯୋଗେଶ ଆସିଲେ ଏବଂ କୁସୁମ ମଧ୍ୟ ମାନିଗଲେ । ଆଉ ଏହାକୁ ସମ୍ଭବ କରି ଦେଖାଇଲେ ରାଜନୀତିର ଧୂରନ୍ଧର ନବୀନ ପଟ୍ଟନାୟକ । ବିଜେଡିରେ ଯୋଗେଶ ଯୋଗଦାନକୁ ନେଇ ସୁନ୍ଦରଗଡ ବିଜେଡିରେ ଯେଉଁ ଅସନ୍ତୋଷ ଦେଖାଦେଇଥିଲା ସେଥିରେ ଏକରକମ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଦଳର ସୁପ୍ରିମୋ…
Read More...