Browsing Category

ନ୍ୟୁଜ୍

ଧର୍ମାନ୍ତୀକରଣକୁ ନେଇ ସୁପ୍ରିମକୋର୍ଟ ବଡ ଟିପ୍ପଣୀ। କୋର୍ଟ କହିଲେ, ଗମ୍ଭୀର ପ୍ରସଙ୍ଗକୁ ନେଇ ନକରାଯାଉ ରାଜନୀତି।

କନକ ବ୍ୟୁରୋ: ଧର୍ମ ପରିବର୍ତନ ଏକ ଗୁରୁତ୍ୱପୂର୍ଣ୍ଣ ଜଟିଳ ବିଷୟ ଏହାକୁ ରାଜନୈତିକ ରଙ୍ଗ ଦେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ ବୟାନ ଦେଇଛନ୍ତି । ଧର୍ମ ପରିବର୍ତନକୁ ରାଜନୀତିରେ ସମ୍ପୃକ୍ତ କରିବା ଠିକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ସୂଚନା ଅନୁସାରେ ସୁପ୍ରିମକୋର୍ଟରେ ଏକ…
Read More...

ପୁରୀରେ ମିଳିବ ପେଟ୍ରୋଲ! ଖନନ ପାଇଁ ଆସିଲା ମେସିନ ।

କନକ ବ୍ୟୁରୋ: ପୁରୀ ଜିଲ୍ଲା ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସ୍ ସନ୍ଧାନ ମିଳିବା ପରେ ଖନନ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ଟି ରାଜ୍ୟରୁ ୧୧ଟି ଅତ୍ୟାଧୁନିକ ମେସନ ସହ ଖନନ ପାଇଁ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚିଛି । ଆଗକୁ ଆହୁରି ମେସନ୍ ଆସିବ । ମାସେ ଭିତରେ କୁଶୁପୁରର ଚିହ୍ନଟ ଅଞ୍ଚଳରୁ ମେସିନ…
Read More...

ମାଷ୍ଟରସେଫରେ ଓଡିଶାର ‘କ୍ଷୀର ଗଇଁଠା’ । ଜାତୀୟ ସ୍ତରରେ ପୁଣି ଚମକିଲେ ଓଡିଆ

କନକ ବ୍ୟୁରୋ: ଓଡିଶାର ଏକ ପାରମ୍ପରିକ ଖାଦ୍ୟ କ୍ଷୀର ଗଇଁଠାକୁ ଜାତୀୟ ସ୍ତରରେ ଉପସ୍ଥାପିତ କରି ନିଜ ପାଇଁ ପରିଚୟ ତିଆରି କରିଛନ୍ତି ଅବିନାଶ ପଟ୍ଟନାୟକ । ଟିଭି ରିଆଲିଟି ସୋ ମାଷ୍ଟରସେଫର ସେ ଏବେ ଜଣାଶୁଣା ଚେହେରା । ଟପ ୧୬ରେ ସ୍ଥାନ ପାଇବା ପରେ ଆଗକୁ ଓଡିଶାର ପାରମ୍ପରିକ ଖାଦ୍ୟ କିଭଳି…
Read More...

ପାକିସ୍ତାନରେ ଖାଦ୍ୟ ପାଇଁ ହାହାକାର । ସିନ୍ଧ ପ୍ରଦେଶରେ ଅଟା ପାଇଁ ଦଳଚକଟା

କନକ ବ୍ୟୁରୋ: ପଡୋଶୀ ପାକିସ୍ତାନରେ ଅଟା ପାଇଁ ହାହାକାର ଖେଳିଯାଇଛି । ସରକାର ଯୋଗାଉଥିବା ଅଟା ପାଇଁ ଲୋକେ ଡହଳବିକଳ । ଟ୍ରକରେ ଅଟା ବସ୍ତା ଗଦା ଦେଖି ଅଟା ପାଇବାକୁ ଲୋକଙ୍କ ଭିଡରେ ଆରମ୍ଭ ହୋଇଥିବା ଠେଲାପେଲା କ୍ରମେ ଦଳାଚକଟାର ରୂପ ନେଉଛି । ଆଉ ଏହି ଦଳାଚକଟାରେ ଜଣେ ୪୦ ବର୍ଷ ବୟସ୍କ…
Read More...

ପରିବା ଫଳାଇ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ । ଉଠୁନି ଅମଳ ଖର୍ଚ୍ଚ, ବିଲରେ ବଡ଼ି ରହିଛି କୋବି ଓ ପନିପରିବା । ଶୀତଳ…

କନକ ବ୍ୟୁରୋ: ମୁଣ୍ଡରେ ହାତ ଦେଇ ବସିଛନ୍ତି ପରିବା ଚାଷୀ । ଅଭାବୀ ବ୍ରିକି ଯୋଗୁଁ ନା’ ମିଳୁଛି ଉଚିତ ପାଉଣା । ନା’ ସାଇତି ରଖିବା ପାଇଁ ରହିଛି ଶୀତଳ ଭଣ୍ଡାର ବ୍ୟବସ୍ଥା । କୋବି ପିଛା ୨ରୁ ୫ ଟଙ୍କାରେ ବିକ୍ରି କରିବା ଅପେକ୍ଷା ବିଲରେ ପରିବା ଉଜାଡ଼ି ଦେଉଛି ଚାଷୀ । ନିଆଳି ଓ ଆଠଗଡ଼ରୁ ଆସିଛି…
Read More...

ନିଟରେ ସଫଳ ଛାତ୍ରଛାତ୍ରୀଙ୍କୁ ଜ୍ଞାନ ବିକାଶ ଶିକ୍ଷାନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧନା। ସମ୍ବର୍ଦ୍ଧିତ ହେଲେ କୃତୀ…

କନକ ବ୍ୟୁରୋ: ଜ୍ଞାନ ବିକାଶ ଶିକ୍ଷାନୁଷ୍ଠାନର ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିରେ ଅନୁଷ୍ଠାନର କୃତୀ ନିଟ୍ ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । କୃତୀ ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସରକାରୀ ଡାକ୍ତରଖାନାରେ ନାମ ଲେଖାଇଛନ୍ତି । ନିଟ ପରୀବାରେ…
Read More...

ମହିଳା ସ୍ୱରରେ ପୁରୁଷ କରୁଥିଲେ ଟଙ୍କା ଲୁଟ । ଜଗତସିଂହପୁରରୁ ଠକାମୀର ଜାଲ୍ ବିଛାଇଥିଲା ରଜନୀକାନ୍ତ ।

କନକ ବ୍ୟୁରୋ: ମହିଳା ସ୍ୱରରେ ପୁରୁଷ କରୁଥିଲେ ଟଙ୍କା ଲୁଟ୍ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଜଗତସିଂହପୁରରୁ ଠକାମୀର ଜାଲ୍ ବିଛାଇଥିଲା ରଜନୀକାନ୍ତ । ଯିଏ ପଞ୍ଚମ ଯାଏ ପାଠ ପଢିଥିଲା । ବେଙ୍ଗାଲୁରୁରେ ରୋଷେୟା ଭାବେ କାମ କରୁଥିଲା । ହେଲେ ମହିଳାଙ୍କ ସ୍ୱର ବଦଳାଇ ପାରୁଥିବା ଆପ ଡାଉନଲୋଡ କରି…
Read More...

ଭୁବନେଶ୍ୱରରେ ରକ୍ତଚରିତ୍ର । ରାତିଅଧରେ ଆତଙ୍କରାଜ ଚଳାଉଥିବା ୩୪ ଅଭିଯୁକ୍ତ ଗିରଫ

କନକ ବ୍ୟୁରୋ: ନିଶାଶକ୍ତ ଅବସ୍ଥାରେ କ୍ଲବରେ ପଶି ପାରିଲେନି । ଆଉ ରାଜଧାନୀରେ ମଝି ରାତିରେ ଆତଙ୍କ ଖେଳାଇଲେ । ଏହି ମାମଲାରେ ୩୪ ଅଭିଯୁକ୍ତଙ୍କୁ ବାନ୍ଧିଛି ପୋଲିସ । ତେବେ ମୁଖ୍ୟ ଅଭିଯୁକ୍ତକୁ ଏଯାଏଁ ପୋଲିସ ଧରିବାରେ ବିଫଳ ହୋଇଛି । ଶନିବାର ରାତିରେ ଏହି ଗ୍ୟାଙ୍ଗ ଚନ୍ଦ୍ରଶେଖରପୁର ଅଞ୍ଚଳରେ…
Read More...

କ୍ୟାନସର ରୋଗରେ ଶଯ୍ୟାସାୟୀ ସୁରେନ୍ଦ୍ର ସାହୁ। ପରିବାର ଚଳାଉଛି ସପ୍ତମ ଶ୍ରେଣୀରେ ପଢ଼ୁଥିବା କୁନି ଝିଅ।

କନକ ବ୍ୟୁରୋ: କଅଁଳ ବୟସରେ ପରିବାରର ବୋଝ । ଖେଳକୁଦ ଓ ପାଠପଢ଼ା ବୟସରେ ପର ଘରେ ମୂଲ ଲାଗିବା ସହ ଜଙ୍ଗଲରୁ କାଠ ଆଣି ପରିବାର ଚଳଉଛି ସପ୍ତମ ଶ୍ରେଣୀରେ ପାଠପଢ଼ୁଥିବା କୁନି ଝିଅ ରିଙ୍କି । କାରଣ ବାପା ସୁରେନ୍ଦ୍ର ସାହୁଙ୍କୁ ଲିଭର କ୍ୟାନସର । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ କୁରୁମ ଆଦିବାସୀ…
Read More...

ସହାୟ ସଂଗଠନ ଯୋଗାଉଛି ସହାୟତା । ୪୨ଜଣ ଅସହାୟ ବୃଦ୍ଧାଙ୍କ ପାଇଁ ସାଜିଛି ଆଶାବାଡି ।

କନକ ବ୍ୟୁରୋ: ଅସହାୟଙ୍କୁ ସହାୟତା ଯୋଗାଉଛି ସହାୟ ସଂଗଠନ । ଜଟଣୀ ଛତାବରରେ ଥିବା ଏହି ସଂଗଠନରେ ୪୨ଜଣ ଅସହାୟ ବୃଦ୍ଧା ଅଛନ୍ତି । ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାରେ ରହୁଥିବା ଅସହାୟ ମଣିଷଙ୍କ ସହାୟତାର ଆଶାବାଡ଼ି ପାଲଟିଛି ଏହି ସଂଗଠନ । ସୂଚନା ଅନୁସାରେ ଆଶ୍ରମର କିଛି ବୃଦ୍ଧାଙ୍କ ଆଖିରେ ପରଳ…
Read More...