Browsing Category

ନ୍ୟୁଜ୍

ଆଉ ଜଣେ ଜଳଦୂତ ଢେଙ୍କାନାଳର ବିଭୁ ରଥ

ଶଗଡରେ ବୁହାଯାଉଛି ପାଣି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି  ଢେଙ୍କାନାଳ ର ଗଦାଶିଳା ଗାଁରେ । ଜିଲ୍ଲାର ସମସ୍ତ ବ୍ଲକରେ ପାଣି ପାଇଁ ଲୋକେ ଡହଳ ବିକଳ ହେଉଥିବା ବେଳେ ଜଳଦୂତ ସାଜିଛନ୍ତି ଗଦାଶିଳା ଗାଁର ବିଭୁ ରଥ । ପାଣି ଟୋପେ ପାଇଁ ଲୋକଙ୍କୁ ଆଉ ଚାଲିଚାଲି ଯିବାକୁ ପଡିବନି ମାଇଲ ମାଇଲ…
Read More...

ଥଣ୍ଡା ଥଣ୍ଡା କୁଲ କୁଲ : ଗ୍ରୀଷ୍ମତାପରେ ବ୍ରହ୍ମପୁର ବାସୀଙ୍କ ପସନ୍ଦ ପାଲଟିଛି ସୋଡା

ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଆଉଟପାଉଟ ହେଉଛନ୍ତି ରେଶମ ସହରର ବାସିନ୍ଦା ,ଖରା ତାତିରୁ ତ୍ରାହି ପାଇଁ ବ୍ରହ୍ମପୁରବାସୀଙ୍କର ପ୍ରଥମ ପସନ୍ଦ ପାଲଟିଛି ସୋଡା । ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ସହରର ଗଳି କନ୍ଦିରେ ଖୋଲିଛି ବାଟି ସୋଡାର ପସରା । ଲେମ୍ବୁ, ଲୁଣ ଓ ଗ୍ୟାସ ମିଶ୍ରିତ ସୋଡା ପିଇବାର…
Read More...

ନେତା ବନିବେ ଡିଜି ସଂଜୀବ ମାରିକ

ନେତା ବନିବେ ମାରିକ୍ । ଝାଡଖଂଡ ମୁକ୍ତି ମୋର୍ଚାରେ ଯୋଗ ଦେଇଛନ୍ତି ଓଡିଶାର ପୂର୍ବତନ ପୋଲିସ ଡିଜି ସଂଜୀବ ମାରିକ । ଜେଏମ୍ଏମ୍ ମୁଖ୍ୟ ଶିବୁ ସୋରେନ୍ଙ୍କ ଉପସ୍ଥିତିରେ  ଦଳରେ ଯୋଗ ଦେଇଥିବା ନେଇ  କନକ ନୁ୍ୟଜକୁ ଫୋନରେ ସୂଚନା ଦେଇଛନ୍ତି ମାରିକ ।  ପୂର୍ବରୁ ସେ ଓଡିଶାର ପୋଲିସ ଡିଜି ଭାବେ…
Read More...

ଆହୁରି ଦୁଇ ସପ୍ତାହ ଲାଗିରହିବ ତାତି

ଲଗାତର ଦୁଇ ସପ୍ତାହ ଧରି ରାଜ୍ୟରେ ରହିଛି ତାତିର ରାଜୁତି । ଆଂଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ପୁଣି ଆଗାମୀ ଦୁଇ ସପ୍ତାହ ଯାଏଁ ଏଭଳି ତାତି ଜାରି ରହିବ । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମତାପ କମିବାର ସମ୍ଭାବନା ନଥିବା କହିଛି ପାଣିପାଗ ବିଭାଗ । ଆସନ୍ତାକାଲିଠାରୁ ପଶ୍ଚିମ ଓ…
Read More...

ଗାଁ ଲୋକଙ୍କ କବଳରେ ୧୨ ଘଂଟା ବନ୍ଦୀ ପୁଲିସ

ନୟାଗଡ : ପୁଲିସ୍ ଭ୍ୟାନକୁ ଅଟକ ରଖିଲେ ଗାଁ ଲୋକ । ପ୍ରାୟ ୧୨ ଘଂଟା କାଳ ଉତ୍ୟକ୍ତ ଗାଁ ଲୋକଙ୍କ କବଳରେ ବନ୍ଦୀ ରହିଲେ ପୋଲିସ କର୍ମଚାରୀ । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ପରିଡା ଗାଁରେ । ତେବେ ଗାଁ ଲୋକଙ୍କ ଏଭଳି କରିବା ପଛର କାରଣ ହେଉଛି, ଗାଁର ଜଣେ ଯୁବତୀଙ୍କୁ…
Read More...

ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ, ଭୁବନେଶ୍ୱର ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର : ଭୁବନେଶ୍ୱର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସୁରକ୍ଷାକୁ ନେଇ ଉଠୁଛି ବଡ ପ୍ରଶ୍ନ । ବାରମ୍ବାର ନଜରକୁ ଆସୁଛି ରନ୍ ୱେରେ ଜୀବଜନ୍ତୁଙ୍କ ଉତ୍ପାତ । ଆଜି  ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର ପଛପଟୁ  ଧରାପଡିଲା ବିଲୁଆ । ପୁରୁଣା ଟର୍ମିନାଲରୁ ବିଲୁଆଟିକୁ ଧରାଯାଇଥିବା…
Read More...

ବିଜେଡିରେ ବରିଷ୍ଠ ବନାମ କନିଷ୍ଠ ପ୍ରସଙ୍ଗ

ଦାମ ଙ୍କ ସପକ୍ଷରେ ବାହାରିଲେ ବିଜୟଶ୍ରୀ । ଜୋର୍ ଧରିଲା ବିଜେଡିରେ ବରିଷ୍ଠ ବନାମ କନିଷ୍ଠ ପ୍ରସଙ୍ଗ । ଆଉ ଏହି ଚର୍ଚ୍ଚାକୁ ଆହୁରି ଖୋରାକ୍ ଯୋଗାଇଛି ବିଜୟଶ୍ରୀ ରାଉତରାୟ ଓ ପ୍ରସନ୍ନ ଆଚାର୍ଯ୍ୟଙ୍କ ବୟାନ । ବିଜେଡି ରାଜନୀତିକୁ କରିଛି ସରଗରମ ।
Read More...

ରାଜରାସ୍ତାରେ ନିଆଁର ରାଜ

ହୁତୁ ହୁତୁ ହୋଇ ଜଳୁଛି ଟ୍ୟାଙ୍କର ।  ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ୫ ନମ୍ବର ଜାତୀୟ ରାଜପଥରେ ହଠାତ ଜଳି ଉଠିଥିଲା ଏଲପିଜି ଗ୍ୟାସ୍ ଟ୍ୟାଙ୍କର । ଆଜି ସାଢେ ୧୧ଟା ବେଳେ ହଠାତ୍ ଗ୍ୟାସ୍ ଟ୍ୟାଙ୍କରରେ ନିଆଁ ଲାଗିବାରୁ ରାସ୍ତାର ଉଭୟ ପାଶ୍ୱର୍ରୁ ଆସୁଥିବା ଗାଡିଗୁଡିକୁ ଅଟକାଇ…
Read More...

କୁହୁଳୁଛି ସଂଜୟ-ତଥାଗତ ବିବାଦ

ବିଜେଡି ବିଜୁ ଶତବାର୍ଷିକୀ ସମନ୍ୱୟ କମିଟି ବୈଠକରେ ଯୋଗ ଦେଲେନି ମନ୍ତ୍ରୀ ସଂଜୟ ଦାସବର୍ମା । କମିଟି ଆବାହକ ତଥା ସାଂସଦ ତଥାଗତ ଶତପଥିଙ୍କ ଘରେ ଚାଲିଥିବା ବୈଠକରେ ସେହି କମିଟିର ସଦସ୍ୟ ସଂଜୟ ଯୋଗ ନ ଦେବା ଘଟଣା ଏବେ ବିବାଦୀୟ ମୋଡ ନେଇଛି । ଚର୍ଚ୍ଚା ହେଉଛି, ପାଜେରୋ ପ୍ରସଙ୍ଗରେ ଛନ୍ଦି…
Read More...

ସନାତନ ମହାକୁଡ ବୋହୂ ବିବାଦ ମାମଲା, ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ପଙ୍କଜ ମହାକୁଡ

ସନାତନ ମହାକୁଡଙ୍କ ବୋହୂ ବିବାଦ ମାମଲା । ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେଲେ ବିଧାୟକ ସନାତନଙ୍କ ପୁଅ ପଙ୍କଜ ମହାକୁଡ । ୧୬୪ ଧାରାରେ ତାଙ୍କ ବୟାନ ରେକର୍ଡ କରିଛି ପୋଲିସ । କବିତା ମହାକୁଡ ନାମକ ଜଣେ ମହିଳା ପଙ୍କଜ ମହାକୁଡଙ୍କ ସ୍ତ୍ରୀ ବୋଲି ଦାବି କରି ଅଭିଯୋଗ କରିଥିଲେ । ଏନେଇ…
Read More...