Browsing Category

ନ୍ୟୁଜ୍

ଆଠଗଡ ତୋଟାପାଡ ନିକଟରେ ଦୁର୍ଘଟଣା : ପୋଲ ତଳକୁ ଖସିଲା ବସ୍

ଆଠଗଡ : ଆଠଗଡ ତୋଟାପାଡ ନିକଟରେ ଦୁର୍ଘଟଣା । ପୋଲ ତଳକୁ ଖସିଲା ବସ୍। ବସ ତଳେ ଚାପି ହୋଇ କଂଡକ୍ଟରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
Read More...

ନଖରାସ୍ଥିତ ଡିପିସ ସ୍କୁଲ ନିକଟରେ ଦୁର୍ଘଟଣା : କାରକୁ ଧକ୍କା ଦେଲା ମିନିଟ୍ରକ

କଟକ ବ୍ୟୁରୋ, କନକ ନ୍ୟୁଜ୍ : ନଖରାସ୍ଥିତ ଡିପିସ ସ୍କୁଲ ନିକଟରେ ଦୁର୍ଘଟଣା। କାରକୁ ଧକ୍କା ଦେଲା ମିନିଟ୍ରକ । କାରରେ ସ୍କୁଲକୁ ଯାଉଥିଲେ ମା ଏବଂ ପୁଅ । ଘଟଣାସ୍ଥଳରେ ଜଣେ ଏବଂ ଏସସିବିରେ ଦୁଇ ଜଣଙ୍କ ମୃତ୍ୟୁ । ଉତ୍ୟକ୍ତ ଲୋକଙ୍କ କଟକ ଏବଂ ନିଆଳି ରାସ୍ତାରୋକ । ନ୍ୟୁଜ ସହ ଦେଖନ୍ତୁ ଏହି…
Read More...

ଭୁବନେଶ୍ୱର ଗ୍ୟାରେଜ ଛକରେ ଭାଙ୍ଗିଲା କେନାଲ ବନ୍ଧ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱର ଗ୍ୟାରେଜ ଛକରେ କେନାଲ ବନ୍ଧ ଭାଙ୍ଗି କେଦାରଗୈାରୀ ଆପାର୍ଟମେଂଟରେ ପଶିଲା ପାଣି । ଭୁବନେଶ୍ୱର ମେୟର ଏବଂ ମନ୍ତ୍ରୀ ଅଶୋକ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।
Read More...

ଲଘୁଚାପ ବର୍ଷାରେ ଭିଜିବ ସାରା ଓଡିଶା : ଆଂଚଳିକ ପାଣିପାଗ କେନ୍ଦ୍ରର ସତର୍କବାଣୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ୱେଲମାର୍କ ଲୋ ପ୍ରେସରରେ ପରିଣତ ହୋଇଛି । ଆଜିି ଏହା ଡିପ୍ରେସନର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତର ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଲଘୁଚାପ…
Read More...

ବାଣପୁରରେ ବିଷାକ୍ତ ଚକୋଲେଟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ବାଣପୁର : ଚକୋଲେଟ ଖାଇ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ। ୪୯ ଜଣଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଏମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଥିବା ଜଣାପଡିଛି । ବାଣପୁର ମାଣିକପୁର ଅଂଚଳରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବାର୍ଥ ଡେ ପାର୍ଟି ଚାଲିଥିବାବେଳେ ଏହି ଅଘଟଣ…
Read More...

ମହାନଦୀ ପ୍ରସଙ୍ଗରେ ମହାବନ୍ଦ : ସାରା ରାଜ୍ୟରେ କଂଗ୍ରେସ୍ ଜାରି କଲା କର୍ଫ୍ୟୁ

କନକ ବ୍ୟୁରୋ : ମହାନଦୀ ପ୍ରସଙ୍ଗରେ କଂଗ୍ରେସର ମହାବନ୍ଦ । ୧୨ ଘଂଟା ପାଇଁ ଅଚଳ ହୋଇପଡିଲା ସାରା ଓଡିଶା । ହେଲେ କାହାପାଇଁ ଏ ବନ୍ଦ । ଛତିଶଗଡକୁ ତାଗିଦ କରିବାକୁ ନା ରାଜ୍ୟ ସରକାରଙ୍କୁ ଚେତାଇ ଦେବାକୁ, ତା ଉତ୍ତର କାହା ପାଖରେ ନଥିଲା । ତେବେ ବନ୍ଦ ନାଁରେ କଂଗ୍ରେସ କର୍ମୀ କରିଥିଲେ…
Read More...

ରାଜ୍ୟ ସରକାରଙ୍କ ଓଡିଆ ପ୍ରେମ ! ଇଂରାଜୀରେ ଆସିଲା ଓଡିଆ ଭାଷା ଆଇନର ନିୟମାବଳୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଆକୁ ସରକାରୀ ଭାଷା କରିବା ପାଇଁ ଅଂଟା ଭିଡିଛନ୍ତି ଓଡିଶା ସରକାର। ଗତ ୧୨ ତାରିଖରେ ଏନେଇ ବିଜ୍ଞପ୍ତି ବି ପ୍ରକାଶ ପାଇଛି । ସରକାର କହୁଛନ୍ତି, ଓଡିଆକୁ ସରକାରୀ ଭାଷା କରିବା ପାଇଁ ସମସ୍ତ ଉଦ୍ୟମ କରାଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି…
Read More...

ଓଡିଶା ବନ୍ଦ ସଫଳ ହୋଇଛି : ପ୍ରସାଦ ହରିଚନ୍ଦନ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ବନ୍ଦ ସଫଳ ହୋଇଛି ବୋଲି କହିଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ । ଏହା ସହ ଏହି ସଫଳତାର ଶ୍ରେୟ ସେ ଓଡିଶାବାସୀଙ୍କୁ ଦେଇଛନ୍ତି । ତେବେ ପ୍ରାୟ ୩୫୦୦ କଂଗ୍ରେସ କର୍ମୀ ଗିରଫ ହୋଇଛନ୍ତି ବୋଲି ପ୍ରେସ୍ ମିଟରେ ସୂଚନା ଦେଇଛନ୍ତି ପିସିସି ସଭାପତି…
Read More...

ବିଶ୍ୱାସର ଭଗବାନ : କଟକ ଗୋପୀନାଥପୁରର ଶ୍ରୀଶ୍ରୀ ମାଧବାନନ୍ଦ ପୀଠ

ସାଲେପୁର :ବିଶ୍ୱାସ ରହିଛି ଯେ ଭଗବାନ କେବଳ ମଣିଷଙ୍କ ମନସ୍କାମନା ପୂରଣ କରନ୍ତି । ହେଲେ ସତ କଥା ହେଉଛି ଇଶ୍ୱର ତ ପଶୁ, ପକ୍ଷୀ, କୀଟ ପତଙ୍ଗ ସମସ୍ତଙ୍କ ପାଇଁ । ଓଡିଶାରେ ହିଁ ରହିଛି ଏପରି ଏକ ମନ୍ଦିର ଯେଉଁଠି ସ୍ମରଣ ମାତ୍ରେ ହିଁ ଗୋରୁ ଗାଈଙ୍କ ସବୁ ରୋଗ ଯନ୍ତ୍ରଣା ଦୂର ହୁଏ । କଟକ…
Read More...

ଉତ୍ତର – ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ : ପ୍ରଭାବରେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ପବନ ସହ ଲଗାଣ ବର୍ଷା

କନକ ବ୍ୟୁରୋ : ଆଜିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପରିମାଣ। ଭୁବନେଶ୍ୱର ଆଚଂଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଆଜିଠାରୁ ୨ ଦିନ ଯାଏଁ କ୍ରମାଗତ ବର୍ଷା ହେବାର ସଂଭାବନା ରହିଛି । ଉତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ରାଜ୍ୟର…
Read More...