ଦେଶରେ ସାମାନ୍ୟ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଂଟାରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ହଜାର ୭୫୪ ମୃତ; ଏପଟେ ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା, ଗୋଟିଏ ଦିନରେ ୧୦ ହଜାର ୩୧ ସଂକ୍ରମିତ ଚିହ୍ନଟ, ୧୭ ମୃତ

13