ମୁନ୍ ମିଶନରେ ବାଲେଶ୍ୱର ଝିଅ ସଞ୍ଜନା । ଚନ୍ଦ୍ରଯାନ ଅଭିଯାନରେ ରହିଛି ପରୋକ୍ଷ ଅବଦାନ

521

କନକ ବ୍ୟୁରୋ: ମହାକାଶ ବିଜ୍ଞାନୀ ସଞ୍ଜନା ନାୟକ, ବାଲେଶ୍ୱର ଜିଲ୍ଲା ବେତଡ଼ା ଗାଁର ନିବାସୀ । ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ସେ ଚନ୍ଦ୍ରଯାନ-୩ ଅଭିଯାନ ପାଇଁ କାମ କରିଛନ୍ତି । ସଂଜନା ନାୟକ ଦିଲ୍ଲୀ ସ୍ଥିତ ସ୍ପେସ୍ ଇଣ୍ଡିଆ କମ୍ପାନୀରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ ଅଛନ୍ତି । ଆଉ ଏହି କମ୍ପାନୀ ଇସ୍ରୋ ପାଇଁ କାମ କରେ ।