Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ଆସନ୍ତା ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ

ପୁଣି ବାହାରିବେ ଛାତ୍ର ନେତା । ଆସନ୍ତା ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ

ପ୍ରତିଦିନ କଥା ବଦଳାଉଛନ୍ତି କୃଷ୍ଣ

୨ ଦିନରେ ଯୋଗାଣ ମନ୍ତ୍ରୀଙ୍କ ୨ଟି କଥା । ମଣ୍ଡି ଅବ୍ୟବସ୍ଥା ନେଇ ମତ ବଦଳାଉଛନ୍ତି ମନ୍ତ୍ରୀ

କ୍ଷୟକ୍ଷତି ଆକଳନକୁ ନେଇ ତାତିଲେ ଚାଷୀ

କ୍ଷୟକ୍ଷତି ଆକଳନକୁ ନେଇ ତାତିଲେ ଚାଷୀ । ଗଜା ଧାନ ଧରି କାର୍ଯ୍ୟାଳୟ ଘେରାଉ

ମାତିଲେ ଚାଷୀ, ମଲମ ଲଗାଇଲେ ମନ୍ତ୍ରୀ

କ୍ଷୟକ୍ଷତି ଆକଳନକୁ ନେଇ ମାତିଲେ ଚାଷୀ । ବୀମା ମଲମ ଲଗାଇ ଆଶ୍ବାସନା ଦେଲେ ରାଜସ୍ବ ମନ୍ତ୍ରୀ । କହିଲେ, ଠକିଲେ ନିସ୍ତାର ନାହିଁ ।

ଉଜୁଡା କ୍ଷେତ ନେଲା  ୨ ଚାଷୀଙ୍କ ଜୀବନ

ରାଜ୍ୟକୁ ପୁଣି ଫେରିଲା ଚାଷୀ ମୃତ୍ୟୁ । ଉଜୁଡା କ୍ଷେତ ଦେଖି ଟଳିପଡିଲେ ଭାବଗ୍ରାହୀ, ଗଞ୍ଜାମ ଛତ୍ରପୁରରେ ଝୁଲିପଡିଲେ ବନମାଳୀ ।

ବଦଳିଲା ନବୀନଙ୍କ କଥା

ନବୀନଙ୍କ ଉତ୍ତରାଧିକାରୀ କିଏ? ସେବେ କହିଥିଲେ ଗୋଟିଏ କଥା, ଏବେ କହିଲେ ଆଉ ଗୋଟିଏ କଥା । ବୟାନ ବଦଳିବା ନେଇ ବଢିଲା ଚର୍ଚ୍ଚା...

ବିଜେପିକୁ ଯିବେ କି ବିଜେଡି କର୍ପୋରେଟର ଅମରେଶ ଜେନା?

ବିଜେପିକୁ ଯିବେ କି ବିଜେଡି କର୍ପୋରେଟର ଅମରେଶ ଜେନା? କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା ।

ଆଜି, କାଲି ମେଘୁଆ ପାଗ

ଆଜି ଓ ଆସନ୍ତାକାଲି ମେଘୁଆ ପାଗ । ୪୮ ଘଣ୍ଟା ଯାଏଁ ରାତିର ତାପମାତ୍ରାରେ ହେବ ନାହିଁ ବିଶେଷ ପରିବର୍ତ୍ତନ ।

krushna chandra patra

ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ । ତେଲ ଟାଙ୍କିରେ ହେଉଛି ଗଫଲତି । ୩୭୧ ଟାଙ୍କିରେ ଆସୁଛି କମ ତେଲ

ଇଭିଏମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ

ଇଭିଏମକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ । ବିଜେଡିର ଅଭିଯୋଗ, ବିଜେପିର ଜବାବ ।

ସବସ୍କ୍ରାଇବ କରନ୍ତୁ