Advertisment
Tusar Samantaray profile image

Tusar Samantaray

ଉତ୍କଳ ବିଶ୍ୱବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣ ଯୋଗାଯୋଗରେ ସ୍ନାତକୋତ୍ତର ପାସ୍ କରିବା ପରେ ୨୦୨୦ ମସିହାରୁ କନକ ନ୍ୟୁଜରେ କାର୍ଯ୍ୟରତ । ରାଜନୀତି ସମ୍ପର୍କିତ ଖବର, ସ୍ପେଶାଲ ରିପୋର୍ଟ, ବ୍ରେକିଂ ଖବର ସହ ରହିବାକୁ ପସନ୍ଦ । ସବୁବେଳେ କିଛି ନୂଆ ଲେଖିବାର ପ୍ରୟାସରେ.....

ମନମୋହନଙ୍କ ବଡ଼ ନିଷ୍ପତ୍ତି ; ଆଧାରରୁ RTI

ମନମୋହନଙ୍କ କିଛି ଐତିହାସିକ ନିଷ୍ପତ୍ତି । ନିଜ କାର୍ଯ୍ୟକାଳରେ ନେଇଥିଲେ କଠୋର ଓ ବଡ଼ ବଡ଼ ନିଷ୍ପତ୍ତି ।

ମନ୍ତ୍ରୀଙ୍କ ହାତରେ ଜିଲ୍ଲାର ଭାଗ୍ୟ

ମୋହନ ସରକାରଙ୍କ ନୂଆ ଶାସନ ଷ୍ଟାଇଲ । ଜିଲ୍ଲା ଦାୟିତ୍ବ ନେବେ ‘ପ୍ରଭାରୀ ମନ୍ତ୍ରୀ’ । ତେଜିଲା ରାଜନୀତି

ରାଜନୀତିର ପଶାପାଲିରେ ଚାଷୀ

ରାଜନୀତିର ପଶାପାଲିରେ ଚାଷୀ । ଚାଷୀଟିଏ ଆଖି ବୁଜିବା ପରେ, ଗାଁରେ ଲାଗିଲା ନେତାଙ୍କ ଭିଡ଼ ।

ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତାରେ ଚାଷୀ

ମଣ୍ଡିରୁ ଉଠୁନି ଧାନ, ରାଜରାସ୍ତାରେ ଚାଷୀ । ଗଜା ଧାନ ଧରି କ୍ଷତିପୂରଣ ଦାବି କଲେ ଚାଷୀ, ଘେରିଲେ ତହସିଲ ଅଫିସ୍ ।

ପୁଣି ଆସୁଛି ବର୍ଷା

ବିଲରୁ ପାଣି ଶୁଖିନି, ପୁଣି ଆସୁଛି ବର୍ଷା । ପଶ୍ଚିମାଝଡ ପ୍ରଭାବରେ ଆସନ୍ତା ଦୁଇ ଦିନ ବର୍ଷା ଆଶଙ୍କା

ଅର୍ଥନୀତିରୁ ରାଜନୀତି ପଞ୍ଜାବରୁ ପ୍ରଧାନମନ୍ତ୍ରୀ

ଅର୍ଥନୀତିରୁ ରାଜନୀତି....ପଞ୍ଜାବରୁ ପ୍ରଧାନମନ୍ତ୍ରୀ । ଏମିତି ଥିଲା ମନମୋହନ ସିଂହଙ୍କ ରାଜନୈତିକ ଜୀବନ । ଲଗାତାର ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ ନେଇଥିଲେ ଶପଥ ।

କଳି ଲଗାଇଲେ କେନ୍ଦ୍ରମନ୍ତ୍ରୀ

ନବୀନଙ୍କୁ ଭାରତ ରତ୍ନ ପ୍ରଦାନ ଦାବିରେ ଗିରିରାଜଙ୍କ ବୟାନକୁ ନେଇ କଳି । ସ୍ବର ମିଳାଇଲା ବିଜେଡି । କଂଗ୍ରେସ କହିଲା, ବିଜେଡି-ବିଜେପି ଏକାଠି

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ ଭୁବନେଶ୍ବରରୁ ଭଞ୍ଜନଗର ସବୁଠି ବିଦ୍ରୋହ

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗୁଛି ଶଙ୍ଖ । ପ୍ରତିଷ୍ଠା ଦିବସରେ ଦୋହଲିଗଲା ବିଜେଡି । ଭୁବନେଶ୍ୱରରୁ ଭଞ୍ଜନଗର ସବୁଠି ବିଦ୍ରୋହ

ପରାଜୟର କାରଣ କହିଲେ ନବୀନ

୨୪ ବର୍ଷର ସରକାର କାହିଁକି ହାରିଲା ? ପ୍ରତିଷ୍ଠା ଦିବସରେ ଖୋଲି କହିଦେଲେ ନବୀନ

ଆସନ୍ତା ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ

ପୁଣି ବାହାରିବେ ଛାତ୍ର ନେତା । ଆସନ୍ତା ଶିକ୍ଷାବର୍ଷରୁ ଛାତ୍ର ସଂସଦ ନିର୍ବାଚନ

ସବସ୍କ୍ରାଇବ କରନ୍ତୁ