Advertisment

Rasmita Nayak

ରାଜଧାନୀରେ ଦମ୍ଫତ୍ତି ଲୁଟେରାଙ୍କ ରାଜ୍ । ଦୋକାନ କ୍ୟାସ କାଉଁଣ୍ଟରରୁ ଲୁଟ ଉଦ୍ୟମ । ସାମ୍ନାକୁ ଆସିଲା ସିସିଟିଭି ଭିଡିଓର ଫୁଟେଜ । post image

ରାଜଧାନୀରେ ଦମ୍ଫତ୍ତି ଲୁଟେରାଙ୍କ ରାଜ୍ । ଦୋକାନ କ୍ୟାସ କାଉଁଣ୍ଟରରୁ ଲୁଟ ଉଦ୍ୟମ । ସାମ୍ନାକୁ ଆସିଲା ସିସିଟିଭି ଭିଡିଓର ଫୁଟେଜ ।

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ, ବିଜେପି ସରକାର ଆସିଲେ ଦେଶରୁ ଗରିବୀ ହଟିବ । post image

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ, ବିଜେପି ସରକାର ଆସିଲେ ଦେଶରୁ ଗରିବୀ ହଟିବ ।

ପାଣ୍ଡିଆନଙ୍କ ପ୍ରେସମିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଟା ଜବାବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଲେ ପାଣ୍ଡିଆନ କିଏ? post image

ପାଣ୍ଡିଆନଙ୍କ ପ୍ରେସମିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଲଟା ଜବାବ । ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ କହିଲେ ପାଣ୍ଡିଆନ କିଏ?

ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ କୁମାର ପଟ୍ଟନାୟକ । କହିଲେ ବିଜେପି ଦଳରେ ଥିଲି ,କିନ୍ତୁ ଆଖିରେ ମୋର ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା । post image

ବିଜେଡିରେ ସାମିଲ ହେଲେ ଅଭିନେତା ଅଖିଳ କୁମାର ପଟ୍ଟନାୟକ । କହିଲେ ବିଜେପି ଦଳରେ ଥିଲି ,କିନ୍ତୁ ଆଖିରେ ମୋର ଅନ୍ଧ ପୁଟୁଳି ବାନ୍ଧି ଦିଆଯାଇଥିଲା ।

ନବରଙ୍ଗପୁରରେ ଜର୍ମାନି ମିଳିମିଳା ରୁବେଲା ଭାଇରସ ଆତଙ୍କ । ପଡାଲଗୁଡା ଗାଁର ୨ ଶିଶୁ ଆକ୍ରାନ୍ତ । ସ୍ଥିତି ଉପରେ ନଜର ଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । post image

ନବରଙ୍ଗପୁରରେ ଜର୍ମାନି ମିଳିମିଳା ରୁବେଲା ଭାଇରସ ଆତଙ୍କ । ପଡାଲଗୁଡା ଗାଁର ୨ ଶିଶୁ ଆକ୍ରାନ୍ତ । ସ୍ଥିତି ଉପରେ ନଜର ଥିବା କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଓଡ଼ିଶା,ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଙ୍ଗ ସମ୍ଭାଳିଲେ ଶାହା, ନଡ୍ଡା । post image

ପ୍ରଚାରରେ କମ୍ପୁଛି ନିର୍ବାଚନୀ ମଇଦାନ । ଓଡ଼ିଶା,ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରାଲି । ପଶ୍ଚିମବଙ୍ଗ, ତେଲେଙ୍ଗାନାରେ ମଙ୍ଗ ସମ୍ଭାଳିଲେ ଶାହା, ନଡ୍ଡା ।

ରାହୁଲ ଗାନ୍ଧୀଙ୍କୁ ଅଧ୍ୟାପକ, କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଲେଖିଲେ ଖୋଲା ଚିଠି । ରାଜନୀତି ପାଇଁ ମିଥ୍ୟା ପ୍ରଚାର ନକରିବାକୁ ଅପିଲ । post image

ରାହୁଲ ଗାନ୍ଧୀଙ୍କୁ ଅଧ୍ୟାପକ, କୁଳପତିଙ୍କ ସମେତ ୨ଶହ ଶିକ୍ଷାବିତ ଲେଖିଲେ ଖୋଲା ଚିଠି । ରାଜନୀତି ପାଇଁ ମିଥ୍ୟା ପ୍ରଚାର ନକରିବାକୁ ଅପିଲ ।

କୋଟି କୋଟି ଟଙ୍କା ଗଣି ହାଲିଆ ଇଡି ଅଧିକାରୀ । ଝାଡଖଣ୍ଡ ମନ୍ତ୍ରୀ ପିଏଙ୍କ ସହଯୋଗୀ ଓ ସହାୟିକାଙ୍କ ଘରୁ ମିଳିଲା ୩୦କୋଟି ନଗଦ ଟଙ୍କା । post image

କୋଟି କୋଟି ଟଙ୍କା ଗଣି ହାଲିଆ ଇଡି ଅଧିକାରୀ । ଝାଡଖଣ୍ଡ ମନ୍ତ୍ରୀ ପିଏଙ୍କ ସହଯୋଗୀ ଓ ସହାୟିକାଙ୍କ ଘରୁ ମିଳିଲା ୩୦କୋଟି ନଗଦ ଟଙ୍କା ।

ଜମ୍ମୁକାଶ୍ମୀର ଆତଙ୍କୀ ଆକ୍ରମଣକୁ ନେଇ ରାଜନୀତି । ନିର୍ବାଚନୀ ଷ୍ଟଂଟ କହି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ । post image

ଜମ୍ମୁକାଶ୍ମୀର ଆତଙ୍କୀ ଆକ୍ରମଣକୁ ନେଇ ରାଜନୀତି । ନିର୍ବାଚନୀ ଷ୍ଟଂଟ କହି ମୋଦୀ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଜାବ ପୂର୍ବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ ।

କାଲି ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ହେବ ହେଭିୱେଟଙ୍କ ଭାଗ୍ୟପରୀକ୍ଷା । ୧୨ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୪ଆସନରେ ପଡିବ ଭୋଟ । post image

କାଲି ପଡିବ ତୃତୀୟ ପର୍ଯ୍ୟାୟ ଭୋଟ । ହେବ ହେଭିୱେଟଙ୍କ ଭାଗ୍ୟପରୀକ୍ଷା । ୧୨ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ୯୪ଆସନରେ ପଡିବ ଭୋଟ ।

ସବସ୍କ୍ରାଇବ କରନ୍ତୁ