Advertisment

Rasmita Nayak

ମରଣଯନ୍ତା ପାଲଟିଛି ଭୁବନେଶ୍ୱରର ପଳାଶୁଣୀ ଛକ । ରାସ୍ତା ପାର ହେଉଥିବା ବେଳେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଧାରେ ରହିଗଲା ଦମ୍ପତ୍ତିଙ୍କ ଜଗା ଦର୍ଶନ । post image

ମରଣଯନ୍ତା ପାଲଟିଛି ଭୁବନେଶ୍ୱରର ପଳାଶୁଣୀ ଛକ । ରାସ୍ତା ପାର ହେଉଥିବା ବେଳେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଧାରେ ରହିଗଲା ଦମ୍ପତ୍ତିଙ୍କ ଜଗା ଦର୍ଶନ ।

ଯୁକ୍ତ ୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧୁ ସାଜିଥିଲା ବିଶ୍ୱାସଘାତକ ,୫ ଜଣଙ୍କୁ ବାନ୍ଧିଲା ବ୍ରହ୍ମପୁର ପୁଲିସ । post image

ଯୁକ୍ତ ୨ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧୁ ସାଜିଥିଲା ବିଶ୍ୱାସଘାତକ ,୫ ଜଣଙ୍କୁ ବାନ୍ଧିଲା ବ୍ରହ୍ମପୁର ପୁଲିସ ।

ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଘରୋଇ ହିଂସା ମାମଲାର ଶୁଣାଣି କରି ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଏପଟେ ଆଗକୁ ବଢୁନି ରାଜନୈତିକ କ୍ୟାରିୟର । post image

ବଢିଲା ସାଂସଦ ଅନୁଭବ ମହାନ୍ତିଙ୍କ ଅଡୁଆ । ଘରୋଇ ହିଂସା ମାମଲାର ଶୁଣାଣି କରି ଚାର୍ଜଫ୍ରେମ ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ । ଏପଟେ ଆଗକୁ ବଢୁନି ରାଜନୈତିକ କ୍ୟାରିୟର ।

ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, ବିଜେଡିରେ ଏତେ ଡର ଏବେ କାହିଁକି ? post image

ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ କହିଲେ, ବିଜେଡିରେ ଏତେ ଡର ଏବେ କାହିଁକି ?

ଭୁବନେଶ୍ୱର ବିମାନବନ୍ଦରରେ ଜବତ ହେଲା ବେଆଇନ ସୁନା । ସୁନାର ଆନୁମାନିକ ମୂଲ୍ୟ ୨କୋଟି ୭୯ଲକ୍ଷ୍ୟ । ୪ ଗିରଫ । post image

ଭୁବନେଶ୍ୱର ବିମାନବନ୍ଦରରେ ଜବତ ହେଲା ବେଆଇନ ସୁନା । ସୁନାର ଆନୁମାନିକ ମୂଲ୍ୟ ୨କୋଟି ୭୯ଲକ୍ଷ୍ୟ । ୪ ଗିରଫ ।

ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । କହିଲେ,ବିଜେପି ଯାହା କୁହେ ତାହା କରେ ।ସେପଟେ ଭବାନୀପାଟଣାରେ ପ୍ରଚାରବେଳେ କଳାହାଣ୍ଡିକୁ ଅଭାବୀର ଭୂଖଣ୍ଡ କହିଲେ ପ୍ରତିରକ୍ଷା ମନ୍ତ୍ରୀ । post image

ରାୟଗଡାରେ ରାଜନାଥ ସିଂହଙ୍କ ଦମ୍ଭୋକ୍ତି । କହିଲେ,ବିଜେପି ଯାହା କୁହେ ତାହା କରେ ।ସେପଟେ ଭବାନୀପାଟଣାରେ ପ୍ରଚାରବେଳେ କଳାହାଣ୍ଡିକୁ ଅଭାବୀର ଭୂଖଣ୍ଡ କହିଲେ ପ୍ରତିରକ୍ଷା ମନ୍ତ୍ରୀ ।

ବିଜେଡି ନେତା ଭିକେ ପାଣ୍ଡିଆନ ଖୋଲିଲେ ୯ସଂଖ୍ୟାର ରହସ୍ୟ ।କହିଲେ,‘୯’ନମ୍ବରରେ ବିଜେଡି ବିଶ୍ୱାସ ରଖେ! । post image

ବିଜେଡି ନେତା ଭିକେ ପାଣ୍ଡିଆନ ଖୋଲିଲେ ୯ସଂଖ୍ୟାର ରହସ୍ୟ ।କହିଲେ,‘୯’ନମ୍ବରରେ ବିଜେଡି ବିଶ୍ୱାସ ରଖେ! ।

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜନସଭାକୁ ସମ୍ଭୋଧନ । କହିଲେ କଳାହାଣ୍ଡି ହେଉଛି ଅଭାବୀର ଭୂଖଣ୍ଡ  । ବିଜେପିକୁ ସୁଯୋଗ ଦେଲେ ବଦଳିବ କଳାହାଣ୍ଡିର ବାସ୍ତବ ଚିତ୍ର । post image

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜନସଭାକୁ ସମ୍ଭୋଧନ । କହିଲେ କଳାହାଣ୍ଡି ହେଉଛି ଅଭାବୀର ଭୂଖଣ୍ଡ । ବିଜେପିକୁ ସୁଯୋଗ ଦେଲେ ବଦଳିବ କଳାହାଣ୍ଡିର ବାସ୍ତବ ଚିତ୍ର ।

କେନ୍ଦ୍ର ନେତୃତ୍ୱଙ୍କ ଘନ ଘନ ଗସ୍ତ ବେଳେ କଂଗ୍ରେସର ଓଡିଶା ପ୍ଲାନ । ଖୁବଶୀଘ୍ର ଓଡିଶା ଆସିବେ କଂଗ୍ରେସର ଅନ୍ୟ ଷ୍ଟାର ପ୍ରଚାରକ । post image

କେନ୍ଦ୍ର ନେତୃତ୍ୱଙ୍କ ଘନ ଘନ ଗସ୍ତ ବେଳେ କଂଗ୍ରେସର ଓଡିଶା ପ୍ଲାନ । ଖୁବଶୀଘ୍ର ଓଡିଶା ଆସିବେ କଂଗ୍ରେସର ଅନ୍ୟ ଷ୍ଟାର ପ୍ରଚାରକ ।

ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ  । ୪ ହଜାର ଭୋଟରେ ବିଜୟୀ ହେବା ନେଇ କଲେ ଦମ୍ଭୋକ୍ତି ପ୍ରକାଶ । post image

ବାଲେଶ୍ୱର ଲୋକସଭା ଆସନ ପାଇଁ ସ୍ୱାଧୀନ ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଖାରବେଳ ସ୍ୱାଇଁ । ୪ ହଜାର ଭୋଟରେ ବିଜୟୀ ହେବା ନେଇ କଲେ ଦମ୍ଭୋକ୍ତି ପ୍ରକାଶ ।

ସବସ୍କ୍ରାଇବ କରନ୍ତୁ