Advertisment

Rasmita Nayak

ଗାଁରେ ମାଙ୍କଡ ପଲଙ୍କ ଦୌରାତ୍ମ୍ୟ । ଲୋକଙ୍କୁ ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ । ବାଲେଶ୍ୱର ରଘୁନାଥପୁର ପଂଚାୟତର ବିଭିନ୍ନ ଗାଁରେ ୧୫ରୁ ଅଧିକ ଆହତ । post image

ଗାଁରେ ମାଙ୍କଡ ପଲଙ୍କ ଦୌରାତ୍ମ୍ୟ । ଲୋକଙ୍କୁ ଗୋଡେଇ ଗୋଡେଇ କରୁଛନ୍ତି ଆକ୍ରମଣ । ବାଲେଶ୍ୱର ରଘୁନାଥପୁର ପଂଚାୟତର ବିଭିନ୍ନ ଗାଁରେ ୧୫ରୁ ଅଧିକ ଆହତ ।

ରାଜଧାନୀରେ ନିଶାଖୋର ଯୁବକଙ୍କ ଅମାନବୀୟ କାଣ୍ଡ । ଗାଡ଼ି ଭଙ୍ଗାରୁଜା ସହ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୈତ୍ରୀବିହାର ଥାନାରେ ଯୁବତୀଙ୍କ ଅଭିଯୋଗ । post image

ରାଜଧାନୀରେ ନିଶାଖୋର ଯୁବକଙ୍କ ଅମାନବୀୟ କାଣ୍ଡ । ଗାଡ଼ି ଭଙ୍ଗାରୁଜା ସହ ମରଣାନ୍ତକ ଆକ୍ରମଣ କରିଥିବା ନେଇ ମୈତ୍ରୀବିହାର ଥାନାରେ ଯୁବତୀଙ୍କ ଅଭିଯୋଗ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ହେବ ସୁରକ୍ଷା ବ୍ୟବସ୍ଥା ଯାଂଚ । post image

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା । ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ହେବ ସୁରକ୍ଷା ବ୍ୟବସ୍ଥା ଯାଂଚ ।

ନାମାଙ୍କନ ବେଳେ ପୁଣି ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ସାଲେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଓ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ନାରାବାଜି । post image

ନାମାଙ୍କନ ବେଳେ ପୁଣି ମୁହାଁମୁହିଁ ବିଜେଡି-ବିଜେପି କର୍ମୀ । ସାଲେପୁର ଆସନ ପାଇଁ ବିଜେପି ପ୍ରାର୍ଥୀ ଅରିନ୍ଦମ ରାୟ ଓ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ସମର୍ଥକଙ୍କ ମଧ୍ୟରେ ନାରାବାଜି ।

ଆସନ୍ତାକାଲି ଟ୍ୱିନ୍ ସିଟିରେ ବର୍ଷା ସମ୍ଭାବନା । ଖୋର୍ଦ୍ଧା, କଟକ ସମେତ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ । post image

ଆସନ୍ତାକାଲି ଟ୍ୱିନ୍ ସିଟିରେ ବର୍ଷା ସମ୍ଭାବନା । ଖୋର୍ଦ୍ଧା, କଟକ ସମେତ ୧୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ବୈଠକ ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ବଡ଼ ବୟାନ । କହିଲେ, ଉପଯୁକ୍ତ ସମୟରେ ଖୋଲାଯିବ ରତ୍ନଭଣ୍ଡାର । post image

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ତଦାରଖ କମିଟି ବୈଠକ ଅଧ୍ୟକ୍ଷ ଅରଜିତ ପଶାୟତଙ୍କ ବଡ଼ ବୟାନ । କହିଲେ, ଉପଯୁକ୍ତ ସମୟରେ ଖୋଲାଯିବ ରତ୍ନଭଣ୍ଡାର ।

ପ୍ରେସମିଟ କରି ବର୍ଷିଲେ ରାଜପରିବାରର ବୋହୂ । ଶାଶୂଘର ଲୋକଙ୍କୁ କାହିଁକି ଟିକେଟ ମିଳିଲା ପ୍ରଶ୍ନ କଲେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ । post image

ପ୍ରେସମିଟ କରି ବର୍ଷିଲେ ରାଜପରିବାରର ବୋହୂ । ଶାଶୂଘର ଲୋକଙ୍କୁ କାହିଁକି ଟିକେଟ ମିଳିଲା ପ୍ରଶ୍ନ କଲେ ଅର୍କେଶଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ।

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି । post image

ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି ।

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା । ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା । post image

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସାମ୍ବାଦିକ ସମ୍ମିଳନୀରେ ସୂଚନା । ବିଜେପି ସରକାରକୁ ଆସିଲେ ମିଳିବ ସବୁ ସୁବିଧା ।

ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା, ନିଜ ଏକ୍ସରେ ଇସ୍ତଫା ନେଇ ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ post image

ଓଭରସିଜ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ ପିଟ୍ରୋଡା, ନିଜ ଏକ୍ସରେ ଇସ୍ତଫା ନେଇ ସୂଚନା ଦେଲେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ

ସବସ୍କ୍ରାଇବ କରନ୍ତୁ