Advertisment

Rasmita Nayak

ଇତିହାସ ଭାଙ୍ଗିବେ କି ମୋଦୀ ?ଏବେ କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କ ନଜର । post image

ଇତିହାସ ଭାଙ୍ଗିବେ କି ମୋଦୀ ?ଏବେ କିଏ ମାରିବ ବାଜି ତାହା ଉପରେ ସମସ୍ତଙ୍କ ନଜର ।

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା । post image

ଖରାପ ପ୍ରଦର୍ଶନକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସରେ ମତଭେଦ । ଜାତୀୟ ଗଣମାଧ୍ୟମର ରିପୋର୍ଟକୁ ନେଇ ବଢିଲା ଚର୍ଚ୍ଚା ।

ହଲଚଲ ହେଉଛି ହରିଆଣା ରାଜନୀତି । ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ବିଜେପି ଗ୍ରହଣ କଲା ଚ୍ୟାଲେଞ୍ଜ । post image

ହଲଚଲ ହେଉଛି ହରିଆଣା ରାଜନୀତି । ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା । ବିଜେପି ଗ୍ରହଣ କଲା ଚ୍ୟାଲେଞ୍ଜ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍ ମିଳିବ କି ନାହିଁ । ଆସନ୍ତାକାଲି ସୁପ୍ରିମକୋର୍ଟ ଦେଇପାରନ୍ତି ରାୟ । post image

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ୍ ମିଳିବ କି ନାହିଁ । ଆସନ୍ତାକାଲି ସୁପ୍ରିମକୋର୍ଟ ଦେଇପାରନ୍ତି ରାୟ ।

କାଲି ଦିନ ୨ଟାରୁ ଜନପଥରେ ଗାଡି ଚଳାଚଳ ଉପରେ କଟକଣା । ଅକ୍ଷୟ ତୃତୀୟା ହୋଇଥିବାରୁ ପ୍ରଭାବିତ ହୋଇପାରେ ସୁନା କାରବାର । post image

କାଲି ଦିନ ୨ଟାରୁ ଜନପଥରେ ଗାଡି ଚଳାଚଳ ଉପରେ କଟକଣା । ଅକ୍ଷୟ ତୃତୀୟା ହୋଇଥିବାରୁ ପ୍ରଭାବିତ ହୋଇପାରେ ସୁନା କାରବାର ।

ଦକ୍ଷିଣ ଓଡିଶା ପରେ ଉପକୂଳରେ ବଡ ଲଢ଼େଇ । କାଲି ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଟକ୍କର ଦେବାକୁ ରଣନୀତି କରୁଛି ବିଜେଡି । post image

ଦକ୍ଷିଣ ଓଡିଶା ପରେ ଉପକୂଳରେ ବଡ ଲଢ଼େଇ । କାଲି ଭୁବନେଶ୍ୱରରେ ରୋଡ ସୋ କରିବେ ପ୍ରଧାନମନ୍ତ୍ରୀ । ଟକ୍କର ଦେବାକୁ ରଣନୀତି କରୁଛି ବିଜେଡି ।

ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରୁଛନ୍ତି ଢେଙ୍କାନାଳର ଅଜୟ ସାମଲ । ସେପଟେ ଜଙ୍ଗଲରୁ ଶାଳ-ସାଗୁଆନ ଗଛ କାଟି ନେଉଛନ୍ତି ମାଫିଆ । post image

ପରିବେଶ ସୁରକ୍ଷା ପାଇଁ ଜଙ୍ଗଲ ସୃଷ୍ଟି କରୁଛନ୍ତି ଢେଙ୍କାନାଳର ଅଜୟ ସାମଲ । ସେପଟେ ଜଙ୍ଗଲରୁ ଶାଳ-ସାଗୁଆନ ଗଛ କାଟି ନେଉଛନ୍ତି ମାଫିଆ ।

ବାଲେଶ୍ୱର ସହରରେ ପାଇପରୁ ବାହାରୁଛି ଗୋଳିଆ ପାଣି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦୁର୍ଗନ୍ଧ ପାଣି ପିଉଛନ୍ତି ପ୍ରାୟ ୧ ହଜାର ପରିବାର । post image

ବାଲେଶ୍ୱର ସହରରେ ପାଇପରୁ ବାହାରୁଛି ଗୋଳିଆ ପାଣି । ବିକଳ୍ପ ବ୍ୟବସ୍ଥା ନଥିବାରୁ ବାଧ୍ୟ ହୋଇ ଦୁର୍ଗନ୍ଧ ପାଣି ପିଉଛନ୍ତି ପ୍ରାୟ ୧ ହଜାର ପରିବାର ।

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ନାମାଙ୍କନ । ନାମାଙ୍କନ ପୂର୍ବରୁ ସମର୍ଥକଙ୍କୁ ନେଇ କଲେ ଶକ୍ତି ପ୍ରଦର୍ଶନ । post image

ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଚାଲିଛି ନାମାଙ୍କନ । ନାମାଙ୍କନ ପୂର୍ବରୁ ସମର୍ଥକଙ୍କୁ ନେଇ କଲେ ଶକ୍ତି ପ୍ରଦର୍ଶନ ।

ଭଞ୍ଜନଗରରେ ସରୁନି ଦାଦନ ଦୁଃଖ । ନିର୍ବାଚନ ବେଳେ ଦାଦନ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି ନେତା । ମାସେ ଭିତରେ ଗଲାଣି ୪ ଜୀବନ । post image

ଭଞ୍ଜନଗରରେ ସରୁନି ଦାଦନ ଦୁଃଖ । ନିର୍ବାଚନ ବେଳେ ଦାଦନ ସମସ୍ୟାକୁ ପ୍ରସଙ୍ଗ କରୁଛନ୍ତି ନେତା । ମାସେ ଭିତରେ ଗଲାଣି ୪ ଜୀବନ ।

ସବସ୍କ୍ରାଇବ କରନ୍ତୁ