Advertisment

Rasmita Nayak

ନିର୍ବାଚନରେ ଅକ୍ଷୟ ତୃତୀୟା । ପାରମ୍ପରିକ ପୋଷାକ ପିନ୍ଧି ଅଖିମୁଠି ଅନୁକୂଳ କଲେ ବଡ଼ ବଡ଼ ନେତା । post image

ନିର୍ବାଚନରେ ଅକ୍ଷୟ ତୃତୀୟା । ପାରମ୍ପରିକ ପୋଷାକ ପିନ୍ଧି ଅଖିମୁଠି ଅନୁକୂଳ କଲେ ବଡ଼ ବଡ଼ ନେତା ।

ଅକ୍ଷି ତୃତୀୟାରେ ନାମାଙ୍କନ ଭରିଲେ ବଡ଼ ନେତା । ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ, ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ post image

ଅକ୍ଷି ତୃତୀୟାରେ ନାମାଙ୍କନ ଭରିଲେ ବଡ଼ ନେତା । ବିରାଟ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ, ଅତନୁ ସବ୍ୟସାଚୀ, ବୈଜୟନ୍ତ ପଣ୍ଡା ଓ ମନମୋହନ ସାମଲ

ଚର୍ଚ୍ଚା ବଢ଼ାଇଛି ପ୍ରତିଶ୍ରୁତିର ବିଜୁଳି । ବିଜେଡି ଇସ୍ତାହାରରେ ୧୦୦ ୟୁନିଟ୍ ମାଗଣା ବିଜୁଳି । ଉଠିଲା ପ୍ରଶ୍ନ, କାହା ଉପରେ ଭରସା କରିବେ ଭୋଟର । post image

ଚର୍ଚ୍ଚା ବଢ଼ାଇଛି ପ୍ରତିଶ୍ରୁତିର ବିଜୁଳି । ବିଜେଡି ଇସ୍ତାହାରରେ ୧୦୦ ୟୁନିଟ୍ ମାଗଣା ବିଜୁଳି । ଉଠିଲା ପ୍ରଶ୍ନ, କାହା ଉପରେ ଭରସା କରିବେ ଭୋଟର ।

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନନେଲେ ସେ ନେଇଯିବେ ରାଜନୀତିରୁ ସନ୍ନ୍ୟାସ । post image

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଆହ୍ୱାନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନନେଲେ ସେ ନେଇଯିବେ ରାଜନୀତିରୁ ସନ୍ନ୍ୟାସ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ ଆଶ୍ୱସ୍ତି । ଜେଲରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ । post image

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ସୁପ୍ରିମ ଆଶ୍ୱସ୍ତି । ଜେଲରୁ ବାହାରିଲେ ଅରବିନ୍ଦ କେଜ୍ରିୱାଲ । ଜୁନ୍ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ପ୍ରଦାନ କଲେ ସର୍ବୋଚ୍ଚ ନ୍ୟାୟାଳୟ ।

ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ଅନୁକୂଳ ହୋଇଛି ରଥକାଠ । post image

ପବିତ୍ର ଅକ୍ଷୟ ତୃତୀୟାରେ ଶ୍ରୀମନ୍ଦିରରୁ ରଥଖଳାକୁ ଆସିଲା ଆଜ୍ଞାମାଳ । ଅନୁକୂଳ ହୋଇଛି ରଥକାଠ ।

ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ସୂଚନା । post image

ଛତିଶଗଡ ବିଜାପୁରରେ ଏନକାଉଣ୍ଟର । ଯବାନଙ୍କ ଗୁଳିରେ ୮ ମାଓବାଦୀ ନିପାତ ସୂଚନା ।

ଆସୁଛନ୍ତି ମୋଦୀ, ରାତିରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ସୋ । ମୋଦୀଙ୍କ ଝଲକ ପାଇଁ ବଢୁଛି ଉତ୍ସାହ । ସୁରକ୍ଷା ବଳୟରେ ରାଜଧାନୀ post image

ଆସୁଛନ୍ତି ମୋଦୀ, ରାତିରେ ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ମେଗା ସୋ । ମୋଦୀଙ୍କ ଝଲକ ପାଇଁ ବଢୁଛି ଉତ୍ସାହ । ସୁରକ୍ଷା ବଳୟରେ ରାଜଧାନୀ

ଟ୍ୱିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା । ୩ ଘଂଣ୍ଟା ମଧ୍ୟରେ ବଜ୍ରପାତ ସହ ଝଡ଼ତୋଫାନ ଆଶଙ୍କା । post image

ଟ୍ୱିନସିଟି ସମେତ ୭ ଜିଲ୍ଲାକୁ କାଳବୈଶାଖୀ ସତର୍କତା । ୩ ଘଂଣ୍ଟା ମଧ୍ୟରେ ବଜ୍ରପାତ ସହ ଝଡ଼ତୋଫାନ ଆଶଙ୍କା ।

ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା, ଆସନ୍ତା ସପ୍ତାହରୁ ବ୍ରିଜରେ ଗଡ଼ିବ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି । post image

ଶେଷ ପର୍ଯ୍ୟାୟରେ ହଂସପାଳ ଓଭରବ୍ରିଜ ନିର୍ମାଣ କାମ । ଏନଏଚଏଆଇ କର୍ତ୍ତୃପକ୍ଷଙ୍କ ସୂଚନା, ଆସନ୍ତା ସପ୍ତାହରୁ ବ୍ରିଜରେ ଗଡ଼ିବ କଟକରୁ ଭୁବନେଶ୍ୱର ଆସୁଥିବା ଗାଡ଼ି ।

ସବସ୍କ୍ରାଇବ କରନ୍ତୁ