Advertisment

Ramakrushna Barik

ସଂକ୍ରମଣ ସୀମା ଡେଇଁଲା, ରାଜ୍ୟରେ କଟକଣା ଲାଗିଲା । କରୋନା କମାଇବାକୁ ନାଇଟ କର୍ଫ୍ୟୁ ଲଗାଇଲେ ସରକାର । ଆଜି ଠାରୁ ୧୦ ଜିଲ୍ଲାରେ ଜାରି ରାତ୍ରୀକାଳୀନ କର୍ଫ୍ୟୁ ।

ଚିନ୍ତା ବଢାଇଲା ଭୁବନେଶ୍ୱର ବିମାନବନ୍ଦର । ଆଜି ୧୦ ଜଣ ବାହାର ରାଜ୍ୟ ଫେରାନ୍ତ ପଜିଟିଭ ଚିହ୍ନଟ ।

ଓଡିଶାରେ ହେବନି ଦିନକର୍ଫ୍ୟୁ । ରାଜ୍ୟରେ ଏବେ ଲାଗୁ ହେବାର ନାହିଁ ଦିନକର୍ଫ୍ୟୁ । ସ୍ପଷ୍ଟ କଲେ SRC । ଦିନକର୍ଫ୍ୟୁ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଥିଲେ ବାଚସ୍ପତି ।

ଦୁନିଆ ନ ଦେଖୁଣୁ ଆରପାରିକୁ ଚାଲିଗଲା ମାଆ । ବାପା ମାନସିକ ବିକାରଗ୍ରସ୍ତ । ଏ ଦୁନିଆରେ କେମିତି ବଞ୍ଚିବ କୁନି ଝିଅ ଚୁମାଲି ? କିଏ ଗଢିବ ତା ଭବିଷ୍ୟତ ? ଶୁଣ ସରକାର...

ଯାହା ପାରିଲାନି ପୋଲିସ- ପ୍ରଶାସନ, ତାହା କରିଦେଲେ ଯୁବକ । ପ୍ରଶାସନ ନଶୁଣିବାରୁ ନିଜ ଖର୍ଚ୍ଚରେ ସହର ସାରା ଯୁବକ ଲଗାଇଲେ ସିସିଟିଭି । ଚର୍ଚ୍ଚାରେ ମାଲକାନଗିରିର ବିନୋଦ ।

ପକ୍ଷୀପ୍ରେମରେ ପୂର୍ବତନ ସରପଞ୍ଚ । ବେସାହାରା ଚଢେଇଙ୍କ ପାଇଁ ଗାଁ ସାରା ବୁଲି ବୁଲି ଗଛରେ ବସା ବାନ୍ଧୁଛନ୍ତି ଭଦ୍ରକର ପକ୍ଷୀପ୍ରେମୀ ସୁଶାନ୍ତ ।

ମହାମାରୀ ସହ ଲଢେଇ କରି ବଳିଦାନ ଦେଲେ ସେମାନେ, ମୃତ୍ୟୁର ଆଁରୁ ଅଳ୍ପକେ ବଞ୍ଚିଗଲୁ ଆମେ... କିଏ ବାପା ହରାଇଲା, କିଏ ସ୍ୱାମୀ ହରାଇଲା । ଜାତି ଭୁଲିବନି ଯୋଦ୍ଧାଙ୍କ ତ୍ୟାଗ...

ଆରପାରିକୁ ଚାଲିଗଲେ, ଆଖି ଦାନ କରି ଅମର ହେଲେ । ମୃତ୍ୟୁ ପରେ ଅନ୍ୟଆଖିରେ ବଞ୍ଚି ରହିବେ କାର୍ତ୍ତିକ ।

ଆଉ ଟ୍ରେନରେ କରିହେବନି ଚାର୍ଜିଂ । ରାତିରେ କାମ କରିବନି ଚାର୍ଜ ପଏଣ୍ଟ । ମୋବାଇଲ, ଲାପଟପ ଚାର୍ଜିଂରେ କଟକଣା ।

ତତଲା ତାଓ୍ୱାରେ ଭାଜି ହେଲା ଓଡିଶା । ଆଜି ବି ନାଲିଆଖି ଦେଖାଇଲା ତାତି । ୧୫ ସହରର ପାରଦ ୪୦ ଡିଗ୍ରୀ ପାର୍ ।

ତତଲା ତାଓ୍ୱାରେ ଭାଜି ହେଲା ଓଡିଶା । ଆଜି ବି ନାଲିଆଖି ଦେଖାଇଲା ତାତି । ୧୫ ସହରର ପାରଦ ୪୦ ଡିଗ୍ରୀ ପାର୍ ।

Advertisment
ସବସ୍କ୍ରାଇବ କରନ୍ତୁ