Advertisment

Ramakrushna Barik

ଭାରତର ପଳାତକ ବ୍ୟବସାୟୀ ମେହୁଲ ଚୌକସି ପ୍ରତ୍ୟର୍ପଣ ଉଦ୍ୟମକୁ ଝଟକା । କୋର୍ଟ କହିଲା ଆଣ୍ଟିଗୁଆକୁ ଫେରାଯାଇପାରିବ । ଖସିଯିବା ବେଳେ ଡୋମିନିକାରେ ଧରାପଡିଥିଲା ମେହୁଲ ଚୌକସି ।

ଏବେବି ରୁଷିଛନ୍ତି ଦିଦି ? ମୋଦିଙ୍କ ବାତ୍ୟା ସମୀକ୍ଷା ବୈଠକକୁ ୩୦ ମିନିଟ ବିଳମ୍ବରେ ଆସିଲେ ମମତା । କ୍ଷୟକ୍ଷତିର କାଗଜ ଦେଇ ମିଟିଂ ଛାଡି ଚାଲିଗଲେ ଦିଦି ।

ଟୋକନ୍ ଅବଧି ବଢ଼ାଇବା ଦାବିରେ ଚାଷୀଙ୍କ ହଙ୍ଗାମା । ସମ୍ବଲପୁରରେ ସରକାରୀ ଅଫିସରେ ତାଲା ପକାଇଲେ ଚାଷୀ । ଆଲୋଚନା ପରେ ହଟିଲା ଆନ୍ଦୋଳନ ।

ରାଜ୍ୟରେ କମୁଛି କରୋନାର ୨ୟ ଲହର । ତଳମୁହାଁ ହେଉଛି ସଂକ୍ରମଣର ଟ୍ରେଣ୍ଡ । ଟୀକାକରଣ ପରାମର୍ଶଦାତା କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।

ଅଭାବ ଦେଖାଇଲା ଆତ୍ମହତ୍ୟାର ବାଟ । ଲକଡାଉନ୍ ଯୋଗୁଁ ବନ୍ଦ ରହିଲା ପାନ ଦୋକାନ । ଦାରିଦ୍ର୍ୟତା ଭିତରେ ଆତ୍ମହତ୍ୟା କଲେ ବଲାଙ୍ଗୀର ପାନ ଦୋକାନୀ ।

ଜଗତସିଂହପୁରରେ ଅଭାବନୀୟ ଘଟଣା । ୩୬ କୋଟିର କ୍ଷୟକ୍ଷତି ନେଇ ବିଡିଓ ଦେଲେ ରିପୋର୍ଟ, ଜିଲ୍ଲାପାଳଙ୍କ ତାଗିଦ ପରେ ପୁଣି ବଦଳିଗଲା ରିପୋର୍ଟ । ସଂଶୋଧିତ ରିପୋର୍ଟରେ ଅଛି ଶୂନ୍ୟ କ୍ଷୟକ୍ଷତି ।

ବାତ୍ୟା ଗଲା, ବନ୍ୟା ଆସିଲା ! ଚାଲିଗଲା ବାତ୍ୟା, ଦୁଃଖ ଦେଇଗଲା ବର୍ଷା । ଉପକୂଳର ଅନେକ ଗାଁ ଏବେ ବି ଜଳବନ୍ଦୀ,  ବାଲେଶ୍ୱର ଓ ଭଦ୍ରକ ସମେତ ୪ ଜିଲ୍ଲାର ବହୁ ଗାଁରେ ପାଣି କରୁଛି କଲବଲ...

ପଶ୍ଚିମବଙ୍ଗରେ ମୋଦିଙ୍କ ସମୀକ୍ଷା ବୈଠକକୁ ୩୦ ମିନିଟ୍ ବିଳମ୍ବରେ ଆସି, ତୁରନ୍ତ ପଳାଇଲେ ଦିଦି । ମୋଦି କହିଲେ, ଝାଡଖଣ୍ଡ- ପଶ୍ଚିମବଙ୍ଗକୁ ମିଳିବ ସର୍ତମୂଳକ ଅନୁଦାନ, କ୍ଷୟକ୍ଷତି ହୋଇଥିଲେ ହିଁ ଦିଆଯିବ ସହାୟତା ।

ଆକାଶମାର୍ଗରୁ ଓଡ଼ିଶାର ବାତ୍ୟା ସ୍ଥିତିର ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ମୋଦି । ସମୀକ୍ଷା ବୈଠକରେ ନବୀନ କହିଲେ, ଦରକାର ନାହିଁ ବାତ୍ୟା କ୍ଷୟକ୍ଷତି ସହାୟତା, ବାତ୍ୟା ମୁକାବିଲା ଦୀର୍ଘମିଆଦୀ ସହାୟତା ଦେଉ କେନ୍ଦ୍ର ।

ମାଡ଼ି ଆସୁଥିଲା ବାତ୍ୟା, କଳାଠାକୁରକୁ କୋଳେଇ ନେଲା ଭକ୍ତ । ଭରା ପାଣିରେ ଭଗବାନ ଭାସିବେନି ବୋଲି ଭକ୍ତ କଲା ପ୍ରାଣମୂର୍ଚ୍ଛା ଉଦ୍ୟମ। ଭୟଙ୍କର ବାତ୍ୟା ଭିତରେ ଭାଇରାଲ ହେଲା ଭାବର ଫଟୋ ।

ସବସ୍କ୍ରାଇବ କରନ୍ତୁ