0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ପୂଜା ନହଲେ ମୂର୍ତ୍ତି କିଣିବ କିଏ ? ଆଗକୁ ଗଣେଶ ପୂଜା । ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ ସରକାରଙ୍କ ନିର୍ଦ୍ଦେଶ । ପୂଜା ଉପରେ କଟକଣା ଲାଗିବା ପରେ ମୂର୍ତ୍ତି ବିକ୍ରିକୁ ନେଇ ଚିନ୍ତାରେ କାରିଗର
By
Pranjna Parimita Behera
Aug 17, 2020
17:12
IST
ନ୍ୟୁଜ୍
ସରକାରଙ୍କ ବନ୍ୟା ସତର୍କତା । ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ । ଏସଆରସି କହିଲେ, ବନ୍ୟା ନେଇ ଅଛୁ ସତର୍କ । ସେପଟେ ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର
By
Pranjna Parimita Behera
Aug 17, 2020
15:20
IST
ନ୍ୟୁଜ୍
ଭୋକାଲ ଫର୍ ଲୋକାଲ୍ । ମହାମାରୀ ଆଣିଲା ସୁଯୋଗ । ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଦିବ୍ୟାଂଶୁ ମିତ୍ତଲ୍
By
Pranjna Parimita Behera
Aug 17, 2020
14:53
IST
ନ୍ୟୁଜ୍
ଫୁଲୁଛି ଗୋଦାବରୀ । ଆକଶ ମାର୍ଗରୁ ଗୋଦାବରୀ ନଦୀର ଚିତ୍ର । ଡ୍ରୋନରେ କଏଦ ହେଲା ମାଲକାନଗିରି ବନ୍ୟା ବିଭୀଷିକାର ଦୃଶ୍ୟ । ରାସ୍ତା ଉପରେ ଚାଲୁଛି ପାଣି
By
Pranjna Parimita Behera
Aug 17, 2020
14:28
IST
ନ୍ୟୁଜ୍
ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲେ ସୁଶାନ୍ତ ସିଂହ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରୀକ୍ଷା କରିବା ସହ ସଂଗରୋଧ ରହିବା ପାଇଁ ପରାମର୍ଶ ଦେଲେ ସୁଶାନ୍ତ
By
Pranjna Parimita Behera
Aug 17, 2020
14:04
IST
ନ୍ୟୁଜ୍
ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ପାଲଟିଛି କରୋନା ଭୂତାଣୁ । କୌଣସି ସାମଗ୍ରୀ ଛୁଇଁଲେ ଲାଗୁଛି ଡର, ସାମାଜିକ ଦୂରତା ଯୋଗୁଁ ଜୀବନଯାପନରେ ସୃଷ୍ଟି ହେଉଛି ଭୀଷଣ ସମସ୍ୟା । ଏପଟେ ଡାକ୍ତର ଦୃଷ୍ଟିହୀନଙ୍କୁ ଅଧିକ ସଚେତନ ରହିବାକୁ ଦେଲେ ପରାମର୍ଶ
By
Pranjna Parimita Behera
Aug 15, 2020
19:13
IST
ନ୍ୟୁଜ୍
ଯୋଦ୍ଧାଙ୍କ ପାଇଁ ଆସିଗଲା ଏସିଯୁକ୍ତ ପିପିଇ କିଟ୍ । ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା । ଯୋଦ୍ଧାଙ୍କୁ ୫ରୁ୬ ଘଣ୍ଟା ଥଣ୍ଡା ଥଣ୍ଡା କୁଲ କୁଲ୍ ରଖିବ ସ୍ୱତନ୍ତ୍ର କିଟ୍ ।
By
Pranjna Parimita Behera
Aug 15, 2020
18:30
IST
ନ୍ୟୁଜ୍
ଗୋଟିଏ ନୁହେଁ ତିନି ତିନୋଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଋଷିମୁନି ପରି ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି । ଭ୍ୟାକ୍ସିନ ଆସିଲେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚାଇବାକୁ ହେବ ବ୍ୟବସ୍ଥା । ସବୁଜ ସଂକେତ ପରେ ପରବର୍ତ୍ତୀ ପଦକ୍ଷେପ ।
By
Pranjna Parimita Behera
Aug 15, 2020
18:00
IST
ନ୍ୟୁଜ୍
ରାଜ୍ୟରେ ଅନଲାଇନ ଶିକ୍ଷାରୁ ୪୦ଲକ୍ଷ ପିଲା ବଞ୍ଚିତ । ମାତ୍ର ୨୨ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ ଶିକ୍ଷା । ଚଳିତ ଶିକ୍ଷାବର୍ଷରେ ୬୬ଲକ୍ଷ ପିଲା ରହିଛନ୍ତି । ନେଟୱର୍କ ସମସ୍ୟା ପାଇଁ କେନ୍ଦ୍ର ସରକାରକୁ ଚିଠି ଲେଖାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା
By
Pranjna Parimita Behera
Aug 15, 2020
16:30
IST
ନ୍ୟୁଜ୍
ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ଆଠଗଡ ବନଖଣ୍ଡ ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଛି ବେଆଇନ୍ ଦେଶି ମଦ ଭାଟି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସବୁ ଦେଖି ଆଖି ବୁଝି ଦେଇଛି ଅବକାରୀ ବିଭାଗ
By
Pranjna Parimita Behera
Aug 14, 2020
13:49
IST
Prev
1
...
3
4
5
Next
ସବସ୍କ୍ରାଇବ କରନ୍ତୁ