Advertisment

Pranjna Parimita Behera

ପୂଜା ନହଲେ ମୂର୍ତ୍ତି କିଣିବ କିଏ ?  ଆଗକୁ ଗଣେଶ ପୂଜା । ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ ସରକାରଙ୍କ ନିର୍ଦ୍ଦେଶ । ପୂଜା ଉପରେ କଟକଣା ଲାଗିବା ପରେ ମୂର୍ତ୍ତି ବିକ୍ରିକୁ ନେଇ ଚିନ୍ତାରେ କାରିଗର post image

ପୂଜା ନହଲେ ମୂର୍ତ୍ତି କିଣିବ କିଏ ? ଆଗକୁ ଗଣେଶ ପୂଜା । ସଂକ୍ରମଣ ଭୟରେ ପାର୍ବଣ ଋତୁରେ ସାମୂହିକ ପୂଜା ନକରିବାକୁ ସରକାରଙ୍କ ନିର୍ଦ୍ଦେଶ । ପୂଜା ଉପରେ କଟକଣା ଲାଗିବା ପରେ ମୂର୍ତ୍ତି ବିକ୍ରିକୁ ନେଇ ଚିନ୍ତାରେ କାରିଗର

ସରକାରଙ୍କ ବନ୍ୟା ସତର୍କତା । ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ । ଏସଆରସି କହିଲେ, ବନ୍ୟା ନେଇ ଅଛୁ ସତର୍କ । ସେପଟେ  ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର post image

ସରକାରଙ୍କ ବନ୍ୟା ସତର୍କତା । ବନ୍ୟା ସ୍ଥିତି ୧୦ ଜିଲ୍ଲାର ଜିଲ୍ଳାପାଳଙ୍କ ସହ ଆଲୋଚନା କଲେ ମୁଖ୍ୟ ଶାସନ ସଚିବ । ଏସଆରସି କହିଲେ, ବନ୍ୟା ନେଇ ଅଛୁ ସତର୍କ । ସେପଟେ  ଜିଲ୍ଳାପାଳଙ୍କୁ ବନ୍ୟାଜନିତ କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର

ଭୋକାଲ ଫର୍ ଲୋକାଲ୍ । ମହାମାରୀ ଆଣିଲା ସୁଯୋଗ । ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଦିବ୍ୟାଂଶୁ ମିତ୍ତଲ୍  post image

ଭୋକାଲ ଫର୍ ଲୋକାଲ୍ । ମହାମାରୀ ଆଣିଲା ସୁଯୋଗ । ମୋଦିଙ୍କ ସ୍ୱପ୍ନକୁ ସାକାର କଲେ ଦିବ୍ୟାଂଶୁ ମିତ୍ତଲ୍ 

ଫୁଲୁଛି ଗୋଦାବରୀ । ଆକଶ ମାର୍ଗରୁ ଗୋଦାବରୀ ନଦୀର ଚିତ୍ର । ଡ୍ରୋନରେ କଏଦ ହେଲା ମାଲକାନଗିରି ବନ୍ୟା ବିଭୀଷିକାର ଦୃଶ୍ୟ । ରାସ୍ତା ଉପରେ ଚାଲୁଛି ପାଣି post image

ଫୁଲୁଛି ଗୋଦାବରୀ । ଆକଶ ମାର୍ଗରୁ ଗୋଦାବରୀ ନଦୀର ଚିତ୍ର । ଡ୍ରୋନରେ କଏଦ ହେଲା ମାଲକାନଗିରି ବନ୍ୟା ବିଭୀଷିକାର ଦୃଶ୍ୟ । ରାସ୍ତା ଉପରେ ଚାଲୁଛି ପାଣି

ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲେ ସୁଶାନ୍ତ ସିଂହ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରୀକ୍ଷା କରିବା ସହ ସଂଗରୋଧ ରହିବା ପାଇଁ ପରାମର୍ଶ ଦେଲେ ସୁଶାନ୍ତ post image

ରାଜ୍ୟ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ । ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଲେ ସୁଶାନ୍ତ ସିଂହ । ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ପରୀକ୍ଷା କରିବା ସହ ସଂଗରୋଧ ରହିବା ପାଇଁ ପରାମର୍ଶ ଦେଲେ ସୁଶାନ୍ତ

ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ପାଲଟିଛି କରୋନା ଭୂତାଣୁ । କୌଣସି ସାମଗ୍ରୀ ଛୁଇଁଲେ ଲାଗୁଛି ଡର, ସାମାଜିକ ଦୂରତା ଯୋଗୁଁ ଜୀବନଯାପନରେ ସୃଷ୍ଟି ହେଉଛି ଭୀଷଣ ସମସ୍ୟା  । ଏପଟେ ଡାକ୍ତର ଦୃଷ୍ଟିହୀନଙ୍କୁ ଅଧିକ ସଚେତନ ରହିବାକୁ ଦେଲେ ପରାମର୍ଶ  post image

ଦୃଷ୍ଟିହୀନଙ୍କ ପାଇଁ ସମସ୍ୟା ପାଲଟିଛି କରୋନା ଭୂତାଣୁ । କୌଣସି ସାମଗ୍ରୀ ଛୁଇଁଲେ ଲାଗୁଛି ଡର, ସାମାଜିକ ଦୂରତା ଯୋଗୁଁ ଜୀବନଯାପନରେ ସୃଷ୍ଟି ହେଉଛି ଭୀଷଣ ସମସ୍ୟା । ଏପଟେ ଡାକ୍ତର ଦୃଷ୍ଟିହୀନଙ୍କୁ ଅଧିକ ସଚେତନ ରହିବାକୁ ଦେଲେ ପରାମର୍ଶ 

ଯୋଦ୍ଧାଙ୍କ ପାଇଁ ଆସିଗଲା ଏସିଯୁକ୍ତ ପିପିଇ କିଟ୍ । ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା । ଯୋଦ୍ଧାଙ୍କୁ ୫ରୁ୬ ଘଣ୍ଟା ଥଣ୍ଡା ଥଣ୍ଡା କୁଲ କୁଲ୍ ରଖିବ ସ୍ୱତନ୍ତ୍ର କିଟ୍  ।  post image

ଯୋଦ୍ଧାଙ୍କ ପାଇଁ ଆସିଗଲା ଏସିଯୁକ୍ତ ପିପିଇ କିଟ୍ । ଘଣ୍ଟା ଘଣ୍ଟା କାମ କରି ଆଉ ବେହୋସ୍ ହେବେନି କରୋନା ଯୋଦ୍ଧା । ଯୋଦ୍ଧାଙ୍କୁ ୫ରୁ୬ ଘଣ୍ଟା ଥଣ୍ଡା ଥଣ୍ଡା କୁଲ କୁଲ୍ ରଖିବ ସ୍ୱତନ୍ତ୍ର କିଟ୍ । 

ଗୋଟିଏ ନୁହେଁ ତିନି ତିନୋଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି ।  ବୈଜ୍ଞାନିକମାନେ ଋଷିମୁନି ପରି ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି । ଭ୍ୟାକ୍ସିନ ଆସିଲେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚାଇବାକୁ ହେବ ବ୍ୟବସ୍ଥା । ସବୁଜ ସଂକେତ ପରେ ପରବର୍ତ୍ତୀ ପଦକ୍ଷେପ । post image

ଗୋଟିଏ ନୁହେଁ ତିନି ତିନୋଟି ଭ୍ୟାକ୍ସିନର ପରୀକ୍ଷଣ ଚାଲିଛି । ବୈଜ୍ଞାନିକମାନେ ଋଷିମୁନି ପରି ଦିନ ରାତି ଏକ କରି କଠିନ ପରିଶ୍ରମ କରୁଛନ୍ତି । ଭ୍ୟାକ୍ସିନ ଆସିଲେ ପ୍ରତ୍ୟେକ ଭାରତୀୟଙ୍କ ପାଖରେ ପହଞ୍ଚାଇବାକୁ ହେବ ବ୍ୟବସ୍ଥା । ସବୁଜ ସଂକେତ ପରେ ପରବର୍ତ୍ତୀ ପଦକ୍ଷେପ ।

ସିବିଏସଇ ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ବୈଠକ । ବାତ୍ୟା ପରେ ପରୀକ୍ଷା  ନେଇ ତର୍ଜମା ହେବ କହିଲେ ସ୍କୁଲ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ । post image

ରାଜ୍ୟରେ ଅନଲାଇନ ଶିକ୍ଷାରୁ ୪୦ଲକ୍ଷ ପିଲା ବଞ୍ଚିତ । ମାତ୍ର ୨୨ଲକ୍ଷ ପିଲାଙ୍କ ପାଖରେ ପହଞ୍ଚିଛି ଅନଲାଇନ ଶିକ୍ଷା । ଚଳିତ ଶିକ୍ଷାବର୍ଷରେ ୬୬ଲକ୍ଷ ପିଲା ରହିଛନ୍ତି । ନେଟୱର୍କ ସମସ୍ୟା ପାଇଁ କେନ୍ଦ୍ର ସରକାରକୁ ଚିଠି ଲେଖାଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ଆଠଗଡ ବନଖଣ୍ଡ ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଛି ବେଆଇନ୍ ଦେଶି ମଦ ଭାଟି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସବୁ ଦେଖି ଆଖି ବୁଝି ଦେଇଛି ଅବକାରୀ ବିଭାଗ post image

ଅବକାରୀ ବିଭାଗ ନାକ ତଳେ ଚାଲିଛି ବେଧଡକ ନିଶା କାରବାର । ଆଠଗଡ ବନଖଣ୍ଡ ସଂରକ୍ଷଣ ଜଙ୍ଗଲ ଭିତରେ ଚାଲିଛି ବେଆଇନ୍ ଦେଶି ମଦ ଭାଟି । ସ୍ଥାନୀୟ ଲୋକଙ୍କ ଅଭିଯୋଗ, ସବୁ ଦେଖି ଆଖି ବୁଝି ଦେଇଛି ଅବକାରୀ ବିଭାଗ

ସବସ୍କ୍ରାଇବ କରନ୍ତୁ