Advertisment

Pranjna Parimita Behera

ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ । ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି post image

ଏଣିକି ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍‌ । ବିଦ୍ୟୁତ୍‌ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍‌ ଅଫିସ୍‌ ଯିବାକୁ ପଡ଼ିବନି

ପ୍ରିନ୍ସିଙ୍କ ଡିକ୍ସିନାରୀରେ ନାହିଁ ଅସମ୍ଭବ ଶବ୍ଦ । ସମସ୍ୟା ବହୁଳ ଜୀବନରେ ସ୍ୱପ୍ନ ଓ ସମ୍ଭାବନାର ଚିତ୍ର ଆଙ୍କୁଛନ୍ତି ଆସାମର ଭିନ୍ନକ୍ଷମ ଯୁବତୀ । ଗୋଡ଼ରେ ତିଆରି ପେଣ୍ଟି ବିକ୍ରି କରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଆର୍ଟସ୍କୁଲ ଖୋଲିବା ଲକ୍ଷ୍ୟରେ ପ୍ରିନ୍ସି ଗୋଗଇ । post image

ପ୍ରିନ୍ସିଙ୍କ ଡିକ୍ସିନାରୀରେ ନାହିଁ ଅସମ୍ଭବ ଶବ୍ଦ । ସମସ୍ୟା ବହୁଳ ଜୀବନରେ ସ୍ୱପ୍ନ ଓ ସମ୍ଭାବନାର ଚିତ୍ର ଆଙ୍କୁଛନ୍ତି ଆସାମର ଭିନ୍ନକ୍ଷମ ଯୁବତୀ । ଗୋଡ଼ରେ ତିଆରି ପେଣ୍ଟି ବିକ୍ରି କରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଆର୍ଟସ୍କୁଲ ଖୋଲିବା ଲକ୍ଷ୍ୟରେ ପ୍ରିନ୍ସି ଗୋଗଇ ।

କରୋନା ବିରୋଧରେ କେମିତି କାମ କରୁଛି ରୁଷିଆ ଟିକା ? ‘ସ୍ପୁଟନିକ-ଭି’ର ପ୍ରମୋସନାଲ ଭିଜିଓ ଜାରି କଲା ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଏପଟେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନକରି ଆରମ୍ଭ ହେଲାଣି ଟିକା ଉତ୍ପାଦନ post image

କରୋନା ବିରୋଧରେ କେମିତି କାମ କରୁଛି ରୁଷିଆ ଟିକା ? ‘ସ୍ପୁଟନିକ-ଭି’ର ପ୍ରମୋସନାଲ ଭିଜିଓ ଜାରି କଲା ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଏପଟେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନକରି ଆରମ୍ଭ ହେଲାଣି ଟିକା ଉତ୍ପାଦନ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଆମେରିକା ରାଷ୍ଟ୍ରପତିଙ୍କ ବିମାନ । ଡୋନାଲ୍ଡ ଟ୍ରମ୍ପଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ ।  ୱାସିଂଟନ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଡ୍ରୋନକୁ ଦେଖିଥିବା ଦାବି କଲେ ଏୟାରଫୋର୍ସ ୱାନର ଅଧିକାରୀ post image

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଆମେରିକା ରାଷ୍ଟ୍ରପତିଙ୍କ ବିମାନ । ଡୋନାଲ୍ଡ ଟ୍ରମ୍ପଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ ।  ୱାସିଂଟନ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଡ୍ରୋନକୁ ଦେଖିଥିବା ଦାବି କଲେ ଏୟାରଫୋର୍ସ ୱାନର ଅଧିକାରୀ

ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ । ଜାଣିନି ମନ୍ଦିର ପ୍ରଶାସନ, ନିଯୋଗ । ବିବାଦରେ ଯୋଗାଣକାରୀ ସଂସ୍ଥା post image

ଅନ୍‌ଲାଇନ୍‌ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ । ଜାଣିନି ମନ୍ଦିର ପ୍ରଶାସନ, ନିଯୋଗ । ବିବାଦରେ ଯୋଗାଣକାରୀ ସଂସ୍ଥା

କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ । ଆଜି ସାତପୁରୀ ତାଡ଼ ବିଜେ post image

କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ । ଆଜି ସାତପୁରୀ ତାଡ଼ ବିଜେ

ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି ।  ମନ୍ତ୍ରୀ ସମୀର ଦାଶ କହିଲେ, ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି post image

ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି ।  ମନ୍ତ୍ରୀ ସମୀର ଦାଶ କହିଲେ, ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି

ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି ରହିଲେ ଯୁବକ । ରାତିସାରା ସାହାରା ପାଲଟିଲା ଗଛ ଡାଳ । ପୁଲିସର ଉଦ୍ଧାର କାର୍ଯ୍ୟ ବିଫଳ ହେବା ପରେ ସକାଳୁ ଏମଆଇ-୧୭ ଚପ୍ପର ନେଇ ଆକାଶମାର୍ଗରୁ ଉଦ୍ଧାର କଲା ବାୟୁସେନା post image

ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି ରହିଲେ ଯୁବକ । ରାତିସାରା ସାହାରା ପାଲଟିଲା ଗଛ ଡାଳ । ପୁଲିସର ଉଦ୍ଧାର କାର୍ଯ୍ୟ ବିଫଳ ହେବା ପରେ ସକାଳୁ ଏମଆଇ-୧୭ ଚପ୍ପର ନେଇ ଆକାଶମାର୍ଗରୁ ଉଦ୍ଧାର କଲା ବାୟୁସେନା

ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ । କୋଭିଡ ନିୟମକୁ ଫୁ କରିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା ଓ ପିନାକୀ ମିଶ୍ର । ଏପଟେ ସାମ୍ନାକୁ ଆସିଲା ସ୍ୱାଧୀନତା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀ, ସାମାଜିକ ଦୂରତା ମାନିନଥିବା ଫଟୋ  post image

ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ । କୋଭିଡ ନିୟମକୁ ଫୁ କରିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା ଓ ପିନାକୀ ମିଶ୍ର । ଏପଟେ ସାମ୍ନାକୁ ଆସିଲା ସ୍ୱାଧୀନତା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀ, ସାମାଜିକ ଦୂରତା ମାନିନଥିବା ଫଟୋ 

ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର : ସତର୍କ ସଂକେତ ଉପରେ ପ୍ରବାହିତ ହେଉଛି ବ୍ରାହ୍ମଣୀ, ବୈତରଣୀ post image

ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି । କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ଆସିଲା ଜଳ ପ୍ରଳୟର ଚିତ୍ର, ହୀରାକୁଦରେ ଖୋଲିଲା ୧୫ଟି ଗେଟ୍ । ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା

ସବସ୍କ୍ରାଇବ କରନ୍ତୁ