0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ଏଣିକି ଅନ୍ଲାଇନ୍ରେ ବିଦ୍ୟୁତ୍ ସେବା । ସବୁ ବିତରକ କମ୍ପାନିଙ୍କ ପାଇଁ ଗୋଟିଏ ପୋର୍ଟାଲ୍ । ବିଦ୍ୟୁତ୍ ସଂଯୋଗ ଓ ସରବରାହ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟ ପାଇଁ ଆଉ ବିଦ୍ୟୁତ୍ ଅଫିସ୍ ଯିବାକୁ ପଡ଼ିବନି
By
Pranjna Parimita Behera
Aug 19, 2020
07:31
IST
ନ୍ୟୁଜ୍
ପ୍ରିନ୍ସିଙ୍କ ଡିକ୍ସିନାରୀରେ ନାହିଁ ଅସମ୍ଭବ ଶବ୍ଦ । ସମସ୍ୟା ବହୁଳ ଜୀବନରେ ସ୍ୱପ୍ନ ଓ ସମ୍ଭାବନାର ଚିତ୍ର ଆଙ୍କୁଛନ୍ତି ଆସାମର ଭିନ୍ନକ୍ଷମ ଯୁବତୀ । ଗୋଡ଼ରେ ତିଆରି ପେଣ୍ଟି ବିକ୍ରି କରି ଦିବ୍ୟାଙ୍ଗ ଶିଶୁଙ୍କ ପାଇଁ ଆର୍ଟସ୍କୁଲ ଖୋଲିବା ଲକ୍ଷ୍ୟରେ ପ୍ରିନ୍ସି ଗୋଗଇ ।
By
Pranjna Parimita Behera
Aug 18, 2020
10:12
IST
ନ୍ୟୁଜ୍
କରୋନା ବିରୋଧରେ କେମିତି କାମ କରୁଛି ରୁଷିଆ ଟିକା ? ‘ସ୍ପୁଟନିକ-ଭି’ର ପ୍ରମୋସନାଲ ଭିଜିଓ ଜାରି କଲା ରୁଷିଆ ଡାଇରେକ୍ଟ ଇନଭେଷ୍ଟମେଂଟ ଫଣ୍ଡ । ଏପଟେ ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ନକରି ଆରମ୍ଭ ହେଲାଣି ଟିକା ଉତ୍ପାଦନ
By
Pranjna Parimita Behera
Aug 18, 2020
09:09
IST
ନ୍ୟୁଜ୍
ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଆମେରିକା ରାଷ୍ଟ୍ରପତିଙ୍କ ବିମାନ । ଡୋନାଲ୍ଡ ଟ୍ରମ୍ପଙ୍କ ବିମାନକୁ ଧକ୍କା ଦେଇଥାନ୍ତା ଡ୍ରୋନ । ୱାସିଂଟନ ବିମାନ ବନ୍ଦରରେ ଅବତରଣ ପୂର୍ବରୁ ଡ୍ରୋନକୁ ଦେଖିଥିବା ଦାବି କଲେ ଏୟାରଫୋର୍ସ ୱାନର ଅଧିକାରୀ
By
Pranjna Parimita Behera
Aug 18, 2020
08:49
IST
ନ୍ୟୁଜ୍
ଅନ୍ଲାଇନ୍ରେ ମହାପ୍ରସାଦ ବିକ୍ରିକୁ ନେଇ ବିବାଦ । ଜାଣିନି ମନ୍ଦିର ପ୍ରଶାସନ, ନିଯୋଗ । ବିବାଦରେ ଯୋଗାଣକାରୀ ସଂସ୍ଥା
By
Pranjna Parimita Behera
Aug 18, 2020
07:19
IST
ନ୍ୟୁଜ୍
କୃଷ୍ଣ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ । ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ । ଆଜି ସାତପୁରୀ ତାଡ଼ ବିଜେ
By
Pranjna Parimita Behera
Aug 18, 2020
07:16
IST
ନ୍ୟୁଜ୍
ସେପ୍ଟେମ୍ବର ୧ରୁ ପର୍ଯ୍ୟାୟକ୍ରମେ ସ୍କୁଲ ଖୋଲିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର । ପ୍ରଥମେ ସ୍କୁଲକୁ ଆସିବେ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ । ରାଜ୍ୟ ଉପରେ ଛାଡି ପାରନ୍ତି ଚୂଡାନ୍ତ ନିଷ୍ପତ୍ତି । ମନ୍ତ୍ରୀ ସମୀର ଦାଶ କହିଲେ, ସେପ୍ଟେମ୍ବର ଗାଇଡଲାଇନ ପରେ ନିଆଯିବ ନିଷ୍ପତ୍ତି
By
Pranjna Parimita Behera
Aug 18, 2020
07:02
IST
ନ୍ୟୁଜ୍
ରଖେ ହରି ମାରେ କିଏ ? ଜୀବନମୃତ୍ୟୁର ଘଡିସନ୍ଧିରେ ବିତିଲା ୧୬ ଘଣ୍ଟା । ଛତିଶଗଡ଼ ରତନପୁର ଡ୍ୟାମର ପ୍ରଖର ସୁଅରେ ଫସି ରହିଲେ ଯୁବକ । ରାତିସାରା ସାହାରା ପାଲଟିଲା ଗଛ ଡାଳ । ପୁଲିସର ଉଦ୍ଧାର କାର୍ଯ୍ୟ ବିଫଳ ହେବା ପରେ ସକାଳୁ ଏମଆଇ-୧୭ ଚପ୍ପର ନେଇ ଆକାଶମାର୍ଗରୁ ଉଦ୍ଧାର କଲା ବାୟୁସେନା
By
Pranjna Parimita Behera
Aug 17, 2020
19:53
IST
ନ୍ୟୁଜ୍
ନେତା ଭାଙ୍ଗୁଛନ୍ତି କୋଭିଡ ନିୟମ । ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଅଭିଯୋଗ । କୋଭିଡ ନିୟମକୁ ଫୁ କରିଛନ୍ତି ବିଜେଡି ନେତା ସଂଜୟ ଦାସବର୍ମା ଓ ପିନାକୀ ମିଶ୍ର । ଏପଟେ ସାମ୍ନାକୁ ଆସିଲା ସ୍ୱାଧୀନତା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀ, ସାମାଜିକ ଦୂରତା ମାନିନଥିବା ଫଟୋ
By
Pranjna Parimita Behera
Aug 17, 2020
19:41
IST
ନ୍ୟୁଜ୍
ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ୟାସ୍ଥିତି । କେନ୍ଦ୍ରାପଡ଼ା, ବାଲେଶ୍ୱରରୁ ଆସିଲା ଜଳ ପ୍ରଳୟର ଚିତ୍ର, ହୀରାକୁଦରେ ଖୋଲିଲା ୧୫ଟି ଗେଟ୍ । ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା
By
Pranjna Parimita Behera
Aug 17, 2020
19:21
IST
Prev
1
2
3
4
...
Next
ସବସ୍କ୍ରାଇବ କରନ୍ତୁ