0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ଅବମାନନା ମାମଲାରେ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଦୋଷୀ ସାବ୍ୟସ୍ତ । ଆପତ୍ତିଜନକ ଟ୍ୱିଟ କରି ବିବାଦକୁ ଆସିଥିଲେ ବରିଷ୍ଠ ଓକିଲ । ୨୦ରେ ହେବ ଦଣ୍ଡଘୋଷଣା
By
Pranjna Parimita Behera
Aug 14, 2020
13:37
IST
ନ୍ୟୁଜ୍
କ୍ୟାନସର ପୀଡ଼ିତ ଅନାଥଙ୍କ ଅତିପ୍ରିୟ ‘ଗୀତୁ ମା’ । ସ୍ୱାର୍ଥପର ଦୁନିଆରେ ନିସ୍ୱାର୍ଥପର ମଣିଷ ଟିଏ । କର୍କଟ ପୀଡ଼ିତ ଶିଶୁଙ୍କ ସେବାରେ ପୂରା ଜୀବନ ସମର୍ପିତ । ୧୨ ବର୍ଷ ଧରି କୁନି ମୁହଁରେ ଖୁସି ବାଣ୍ଟୁଛନ୍ତି ଚେନ୍ନାଇର ଗୀତା ଶ୍ରୀଧର ।
By
Pranjna Parimita Behera
Aug 14, 2020
13:25
IST
ନ୍ୟୁଜ୍
ଜଙ୍ଗଲୀ ଜୀବଜନ୍ତୁଙ୍କ ଯଶୋଦା ମା’ । ରାତିଦିନ ଏକ କରି ସେବା କରୁଛନ୍ତି ରସିଲା ମହିଳା ବନରକ୍ଷକ । ୧୦୦୦ରୁ ଉର୍ଦ୍ଧ୍ୱ ପ୍ରାଣୀଙ୍କୁ ଦେଇସାରିଛନ୍ତି ନୂଆ ଜୀବନ
By
Pranjna Parimita Behera
Aug 14, 2020
13:01
IST
ନ୍ୟୁଜ୍
ମାଲକାନଗିରିରେ ପୁଣି ଲଗାଣ ବର୍ଷା । ପାଣିରେ ବୁଡିଲା ୩୨୬ ନମ୍ବର ଜାତୀୟ ରାଜପଥ । କାଙ୍ଗୁରୁ କୋଣ୍ଡା ଓ ପୋଟେରୁ ରାସ୍ତା ଉପରେ ପାଣି । କାଲିମେଳା ଯୋଗାଯୋଗ ଠପ୍ ।
By
Pranjna Parimita Behera
Aug 14, 2020
09:10
IST
ନ୍ୟୁଜ୍
ଚଳିତବର୍ଷ ତାଳଚେରରେ ଗଣେଶ ପୂଜା ବନ୍ଦ । କରୋନା ସ୍ଥିତିକୁ ଦେଖି ପୂଜା ଉପରେ ରୋକ୍ ଲଗାଇଲା ପ୍ରଶାସନ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ପୂଜା କଲେ ହେବ କଡା କାର୍ଯ୍ୟାନୁଷ୍ଠାନ
By
Pranjna Parimita Behera
Aug 14, 2020
08:44
IST
ନ୍ୟୁଜ୍
କରୋନା ଆକ୍ରାନ୍ତଙ୍କ ପରିବାରକୁ ସାମାଜିକ ବାସନ୍ଦ । ପ୍ରଶାସନକୁ ଖବର ଦେବାରୁ ଆଶାକର୍ମୀଙ୍କୁ ପିଟିଲେ ମୟୂରଭଞ୍ଜର ଇଦର ଗ୍ରାମରେ ଅଭାବନୀୟ ଘଟଣା । କାର୍ଯ୍ୟାନୁଷ୍ଠାନ ଦାବିରେ ଆଦିବାସୀଙ୍କ ରାସ୍ତା ଅବରୋଧ
By
Pranjna Parimita Behera
Aug 14, 2020
08:13
IST
ନ୍ୟୁଜ୍
ରାଜ୍ୟରେ ରେକର୍ଡ ସଂଖ୍ୟକ ନମୁନା ପରୀକ୍ଷା । ୨୪ ଘଣ୍ଟାରେ ୪୦ ହଜାର ପରୀକ୍ଷା ହୋଇଥିବା କହିଲେ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । ଆଗାମୀ ଦିନରେ ଟାର୍ଗେଟ ୫୦ ହଜାରରୁ ଅଧିକ ।
By
Pranjna Parimita Behera
Aug 13, 2020
11:42
IST
ନ୍ୟୁଜ୍
ଠକେଇର ନୂଆ ତରିକା । ସୁନାଶଙ୍ଖ ମୋହ ଦେଖାଇ ନୟାଗଡରେ ଦୁର୍ବୃତ୍ତ ଲୁଟିନେଲେ ୮ ଲକ୍ଷ ଟଙ୍କା । ଏତଲା ପରେ ଠକ ଗିରଫ
By
Pranjna Parimita Behera
Aug 13, 2020
10:30
IST
ନ୍ୟୁଜ୍
ବାଲିକୁଦାର ସଦେଇପୁର ଗାଁରେ ଅଭାବନୀୟ ଘଟଣା । ଶୋଇଥିବାବେଳେ ସ୍ୱାମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲା ସ୍ତ୍ରୀ । ପାରିବାରିକ କଳହ କାରଣ
By
Pranjna Parimita Behera
Aug 13, 2020
10:24
IST
ନ୍ୟୁଜ୍
ବାଲେଶ୍ୱରରେ ହୃଦୟବିଦାରକ ଘଟଣା । ଯୁକ୍ତ ୨ ବିଜ୍ଞାନରେ ରଖିଥିଲେ ୩୫୯ ନମ୍ବର। ଫାଷ୍ଟ ଡିଭିଜନକୁ ଗୋଟିଏ ନମ୍ବର ବାକି। ହେଲେ ପରୀକ୍ଷାଫଳ ବାହାରିବା ପୂର୍ବରୁ ଆତ୍ମହତ୍ୟା କରିଦେଲେ ବିଦ୍ୟାର୍ଥୀ
By
Pranjna Parimita Behera
Aug 13, 2020
07:25
IST
Prev
1
...
4
5
6
Next
ସବସ୍କ୍ରାଇବ କରନ୍ତୁ