Advertisment

Pranjna Parimita Behera

ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ ପ୍ରେମରେ ଯୁବ ଇଞ୍ଜିନିୟର post image

ରୋଜଗାର ଦେଉଛି ବାୟୋଫ୍ଲକ୍ ମାଛ ଚାଷ । ପୋଖରୀ ନୁହେଁ ପାଣି କୁଣ୍ଡରେ ମାଛ ଚାଷ । ସଙ୍କଟ ସମୟରେ ଚାକିରି ଛାଡ଼ି ଚାଷ ପ୍ରେମରେ ଯୁବ ଇଞ୍ଜିନିୟର

ପୋଲିସ କନେଷ୍ଟବଳଙ୍କୁ କରୋନା । ସଙ୍ଗରୋଧରେ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ । ମୋଟୁ ଥାନା ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା । post image

ପୋଲିସ କନେଷ୍ଟବଳଙ୍କୁ କରୋନା । ସଙ୍ଗରୋଧରେ ମୋଟୁ ଥାନା ଅଧିକାରୀ ଓ ସମସ୍ତ କର୍ମଚାରୀ । ମୋଟୁ ଥାନା ସିଲ କରି କଣ୍ଟେନମେଣ୍ଟ ଜୋନ ଘୋଷଣା ।

ଭାରତରେ ହୋଇନି ସମୂହ ସଂକ୍ରମଣ । ଆଇସିଏମଆର କହିଲା, ମାତ୍ର ୦ ଦଶମିକ ୭୩ ପ୍ରତିଶତ ରହିଛି ସ୍ଥାନୀୟ ସଂକ୍ରମଣ । ସେପଟେ ଦେଶରେ ଦ୍ରୁତ ବେଗରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ୪୯ ଦଶମିକ ୨ ପ୍ରତିଶତ ହେଉଛନ୍ତି ସୁସ୍ଥ । post image

ଭାରତରେ ହୋଇନି ସମୂହ ସଂକ୍ରମଣ । ଆଇସିଏମଆର କହିଲା, ମାତ୍ର ୦ ଦଶମିକ ୭୩ ପ୍ରତିଶତ ରହିଛି ସ୍ଥାନୀୟ ସଂକ୍ରମଣ । ସେପଟେ ଦେଶରେ ଦ୍ରୁତ ବେଗରେ ସୁସ୍ଥ ହେଉଛନ୍ତି ଆକ୍ରାନ୍ତ । ୪୯ ଦଶମିକ ୨ ପ୍ରତିଶତ ହେଉଛନ୍ତି ସୁସ୍ଥ ।

ରଜର ଦୁଇ ଦିନ ପୂର୍ବରୁ ଓଡିଶାବାସୀଙ୍କୁ ସତର୍କ କଲେ ରାଜ୍ୟ ସରକାର : ବାଗଚୀ କହିଲେ, ଜୀବନ ଥିଲେ ବାରମ୍ବାର ଆସିବ ରଜ । ସେପଟେ ଭୁବନେଶ୍ୱରରେ ଭିଡ଼ ଲାଗିଥିବା ସୋରୁମକୁ ସିଲ କଲା ବିଏମସି post image

ରଜର ଦୁଇ ଦିନ ପୂର୍ବରୁ ଓଡିଶାବାସୀଙ୍କୁ ସତର୍କ କଲେ ରାଜ୍ୟ ସରକାର : ବାଗଚୀ କହିଲେ, ଜୀବନ ଥିଲେ ବାରମ୍ବାର ଆସିବ ରଜ । ସେପଟେ ଭୁବନେଶ୍ୱରରେ ଭିଡ଼ ଲାଗିଥିବା ସୋରୁମକୁ ସିଲ କଲା ବିଏମସି

ବ୍ୟାଙ୍କରୁ ଠକେଇ, ପଛରେ ବାବୁ । ପୁଣି ପିଏନବିରୁ ଆସିଲା ଠକେଇ ଅଭିଯୋଗ । ୩୨ କୋଟିର ଠକେଇ ମାମଲାରେ ସିବିଆଇର ଛାନଭିନ୍ । ବ୍ୟାଙ୍କ୍ ପଦାଧିକାରୀ ସହଯୋଗ ଥିବା ଅଭିଯୋଗ । post image

ବ୍ୟାଙ୍କରୁ ଠକେଇ, ପଛରେ ବାବୁ । ପୁଣି ପିଏନବିରୁ ଆସିଲା ଠକେଇ ଅଭିଯୋଗ । ୩୨ କୋଟିର ଠକେଇ ମାମଲାରେ ସିବିଆଇର ଛାନଭିନ୍ । ବ୍ୟାଙ୍କ୍ ପଦାଧିକାରୀ ସହଯୋଗ ଥିବା ଅଭିଯୋଗ ।

ସତର୍କତା ସହ ରଜ ପାଳନ ପାଇଁ ପରାମର୍ଶ ଦେଲେ ରାଜ୍ୟ କୋଭିଡ-ମୁଖପାତ୍ର : ରଜ ବଜାରରେ ସାମାଜିକ ଦୂରତା ରକ୍ଷା କରନ୍ତୁ ଉଭୟ ବ୍ୟବସାୟୀ ଓ ଗ୍ରାହକ । post image

ସତର୍କତା ସହ ରଜ ପାଳନ ପାଇଁ ପରାମର୍ଶ ଦେଲେ ରାଜ୍ୟ କୋଭିଡ-ମୁଖପାତ୍ର : ରଜ ବଜାରରେ ସାମାଜିକ ଦୂରତା ରକ୍ଷା କରନ୍ତୁ ଉଭୟ ବ୍ୟବସାୟୀ ଓ ଗ୍ରାହକ ।

ରାଉରକେଲା ଶୋଭାଯାତ୍ରା, ଡେରିରେ ଭାଙ୍ଗିଲା ପୋଲିସ ନିଦ । ୫୦୦ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା ।  ଟ୍ୱିଟ କରି ସୂଚନା ଦେଲେ ରାଉରକେଲା ଏସପି । ୮ ତାରିଖରେ ହୋଇଥିଲା ଶବ ଶୋଭାଯାତ୍ରା । post image

ରାଉରକେଲା ଶୋଭାଯାତ୍ରା, ଡେରିରେ ଭାଙ୍ଗିଲା ପୋଲିସ ନିଦ । ୫୦୦ରୁ ଅଧିକ ଲୋକଙ୍କ ନାଁରେ ରୁଜୁ ହେଲା ମାମଲା । ଟ୍ୱିଟ କରି ସୂଚନା ଦେଲେ ରାଉରକେଲା ଏସପି । ୮ ତାରିଖରେ ହୋଇଥିଲା ଶବ ଶୋଭାଯାତ୍ରା ।

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୩୫୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା post image

ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୩୫୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

ପୁଣି ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ । ସ୍ଲଟ ବୁକିଂ ତାରିଖ ବାତିଲ କଲେ ରାଜ୍ୟ ସରକାର । ବର୍ତ୍ତମାନ ଆରଟିଓ ନ ଆସିବାକୁ ବିଭାଗର ପରାମର୍ଶ । ମାର୍ଚ୍ଚ ୧୮ରୁ  ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ । post image

ପୁଣି ବାତିଲ ହେଲା ଡିଏଲ ଓ ଏଲଏଲ ସ୍ଲଟ ବୁକିଂ । ସ୍ଲଟ ବୁକିଂ ତାରିଖ ବାତିଲ କଲେ ରାଜ୍ୟ ସରକାର । ବର୍ତ୍ତମାନ ଆରଟିଓ ନ ଆସିବାକୁ ବିଭାଗର ପରାମର୍ଶ । ମାର୍ଚ୍ଚ ୧୮ରୁ ସେପ୍ଟେମ୍ବର ୩୦ ମଧ୍ୟରେ ଅବଧି ସରୁଥିଲେ କାଏମ ରହିବ ।

ରଜ ପର୍ବ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ । ୧୨ ତାରିଖ ରାତି ୭ ଟା ପରିବର୍ତ୍ତେ ୧୦ ଟାରୁ କର୍ଫ୍ୟୁ । ଶୁକ୍ରବାର କର୍ଫ୍ୟୁ କୋହଳ ନେଇ ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର post image

ରଜ ପର୍ବ ପାଇଁ ଶୁକ୍ରବାର କର୍ଫ୍ୟୁ କୋହଳ । ୧୨ ତାରିଖ ରାତି ୭ ଟା ପରିବର୍ତ୍ତେ ୧୦ ଟାରୁ କର୍ଫ୍ୟୁ । ଶୁକ୍ରବାର କର୍ଫ୍ୟୁ କୋହଳ ନେଇ ସୂଚନା ଦେଲେ ସ୍ୱତନ୍ତ୍ର ରିଲିଫ କମିଶନର

ସବସ୍କ୍ରାଇବ କରନ୍ତୁ