0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କ ମୃତ୍ୟୁ ପରେ ଅଭାବନୀୟ ଘଟଣା । ଶବ ଦାବି କଲେ ଦୁଇ ଦାବିଦାର, ଦ୍ୱନ୍ଦ୍ୱରେ ପଡିଲେ ଓଏନଜିସି କର୍ତ୍ତୃପକ୍ଷ । ନୋମିନ ସ୍ଥାନରେ ଦ୍ୱିତୀୟ ପତ୍ନୀଙ୍କ ନାଁ ଥିବାରୁ ତାଙ୍କ ଉପସ୍ଥିତିରେ ହେଲା ଶବଦାହ ।
By
Pranjna Parimita Behera
Jun 13, 2020
14:11
IST
ନ୍ୟୁଜ୍
ମହାମାରୀରେ ମୁକାବିଲା ଭିତରେ ସଙ୍କଟ ଆଡ଼କୁ ମୁହାଁଉଛି ବିଶ୍ୱ । ଆଗକୁ ଦାରିଦ୍ର୍ୟ ବଢ଼ିବ । କାମଧନ୍ଦା ମିଳିବନି । ୧୦୦ କୋଟିରୁ ଅଧିକ ଲୋକ ଅତିଶୟ ଦାରିଦ୍ର୍ୟ ସମ୍ମୁଖୀନ ହେବେ . . .
By
Pranjna Parimita Behera
Jun 13, 2020
12:34
IST
ନ୍ୟୁଜ୍
ଗୋଟିଏ ଦିନରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି
By
Pranjna Parimita Behera
Jun 13, 2020
10:43
IST
ନ୍ୟୁଜ୍
ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇସାରିଛି ଖଜୁରି ଗୁଡ଼ର ସ୍ୱତନ୍ତ୍ରତା
By
Pranjna Parimita Behera
Jun 13, 2020
08:13
IST
ନ୍ୟୁଜ୍
୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ
By
Pranjna Parimita Behera
Jun 13, 2020
08:01
IST
ନ୍ୟୁଜ୍
ଜୁଲାଇରେ ଆସିବ କରୋନା ଟୀକା ? ସଂକ୍ରମିତଙ୍କ ପାଇଁ ଆମେରିକାରୁ ଆସିଲା ବଡ ଖବର । ଜୁଲାଇ ଶେଷ ସୁଦ୍ଧା ଆସିପାରେ ପ୍ରତିଷେଧକ ଟୀକା । ଦାବି କଲା ଆମେରିକାର ମଡ଼େର୍ଣ୍ଣା କମ୍ପାନୀ
By
Pranjna Parimita Behera
Jun 13, 2020
07:48
IST
ନ୍ୟୁଜ୍
୬ ଜିଲ୍ଲାକୁ ଛାଡ଼ି ଓଡ଼ିଶାର ବାକି ଅଞ୍ଚଳକୁ ସ୍ପର୍ଶ କଲା ମୌସୁମୀ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା
By
Pranjna Parimita Behera
Jun 13, 2020
07:31
IST
ନ୍ୟୁଜ୍
କଳାହାଣ୍ଡିରେ ୨ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ସୂଚନା । କଟକରେ ୯୨ ନୂଆ ପଜିଟିଭ୍ ଚିହ୍ନଟ , ନିଶ୍ଚିନ୍ତକୋଇଲିରେ ସର୍ବାଧିକ ୪୩ ଜଣ ଓ ନରସିଂହପୁରରୁ ୧୬ ଜଣ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା
By
Pranjna Parimita Behera
Jun 13, 2020
07:22
IST
ନ୍ୟୁଜ୍
ଜୀବନ ଆଗ, ରଜ ପଛ । ଗଞ୍ଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସନ୍ଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ । ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା
By
Pranjna Parimita Behera
Jun 13, 2020
07:14
IST
ନ୍ୟୁଜ୍
ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି
By
Pranjna Parimita Behera
Jun 13, 2020
07:07
IST
Prev
1
...
30
31
32
Next
Advertisment
ସବସ୍କ୍ରାଇବ କରନ୍ତୁ