Advertisment

Pranjna Parimita Behera

ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କ ମୃତ୍ୟୁ ପରେ ଅଭାବନୀୟ ଘଟଣା । ଶବ ଦାବି କଲେ ଦୁଇ ଦାବିଦାର, ଦ୍ୱନ୍ଦ୍ୱରେ ପଡିଲେ ଓଏନଜିସି କର୍ତ୍ତୃପକ୍ଷ । ନୋମିନ ସ୍ଥାନରେ ଦ୍ୱିତୀୟ ପତ୍ନୀଙ୍କ ନାଁ ଥିବାରୁ ତାଙ୍କ ଉପସ୍ଥିତିରେ ହେଲା ଶବଦାହ । post image

ଜାତୀୟ ସ୍ତରର ଫୁଟବଲ ଖେଳାଳିଙ୍କ ମୃତ୍ୟୁ ପରେ ଅଭାବନୀୟ ଘଟଣା । ଶବ ଦାବି କଲେ ଦୁଇ ଦାବିଦାର, ଦ୍ୱନ୍ଦ୍ୱରେ ପଡିଲେ ଓଏନଜିସି କର୍ତ୍ତୃପକ୍ଷ । ନୋମିନ ସ୍ଥାନରେ ଦ୍ୱିତୀୟ ପତ୍ନୀଙ୍କ ନାଁ ଥିବାରୁ ତାଙ୍କ ଉପସ୍ଥିତିରେ ହେଲା ଶବଦାହ ।

ମହାମାରୀରେ ମୁକାବିଲା ଭିତରେ ସଙ୍କଟ ଆଡ଼କୁ ମୁହାଁଉଛି ବିଶ୍ୱ । ଆଗକୁ ଦାରିଦ୍ର୍ୟ ବଢ଼ିବ । କାମଧନ୍ଦା ମିଳିବନି । ୧୦୦ କୋଟିରୁ ଅଧିକ ଲୋକ ଅତିଶୟ ଦାରିଦ୍ର୍ୟ ସମ୍ମୁଖୀନ ହେବେ . . . post image

ମହାମାରୀରେ ମୁକାବିଲା ଭିତରେ ସଙ୍କଟ ଆଡ଼କୁ ମୁହାଁଉଛି ବିଶ୍ୱ । ଆଗକୁ ଦାରିଦ୍ର୍ୟ ବଢ଼ିବ । କାମଧନ୍ଦା ମିଳିବନି । ୧୦୦ କୋଟିରୁ ଅଧିକ ଲୋକ ଅତିଶୟ ଦାରିଦ୍ର୍ୟ ସମ୍ମୁଖୀନ ହେବେ . . .

ଗୋଟିଏ ଦିନରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି post image

ଗୋଟିଏ ଦିନରେ ସର୍ବାଧିକ ୨୨୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୨୯ ଜଣ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩କୁ ବୃଦ୍ଧି

ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇସାରିଛି ଖଜୁରି ଗୁଡ଼ର ସ୍ୱତନ୍ତ୍ରତା post image

ଗଜପତିର ଖଜୁରି ଗୁଡ଼କୁ ଜିଆଇ ମାନ୍ୟତା ପାଇଁ ଆବେଦନ । ଆୟୁର୍ବେଦିକ ଔଷଧରେ ବ୍ୟବହାର ହେବା ସହ ପରୀକ୍ଷାଗାରରେ ପ୍ରମାଣିତ ହୋଇସାରିଛି ଖଜୁରି ଗୁଡ଼ର ସ୍ୱତନ୍ତ୍ରତା

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ post image

୧୮ରୁ ଖୋଲିବ ରାଜ୍ୟର ସମସ୍ତ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ । ଛାତ୍ରଛାତ୍ରୀ ଆସିବେନି । ଶିକ୍ଷାନୁଷ୍ଠାନ ଆସି କାମ କରିବେ ଶିକ୍ଷକ ଓ କର୍ମଚାରୀ

ଜୁଲାଇରେ ଆସିବ କରୋନା ଟୀକା ? ସଂକ୍ରମିତଙ୍କ ପାଇଁ ଆମେରିକାରୁ ଆସିଲା ବଡ ଖବର । ଜୁଲାଇ ଶେଷ ସୁଦ୍ଧା ଆସିପାରେ ପ୍ରତିଷେଧକ ଟୀକା । ଦାବି କଲା ଆମେରିକାର ମଡ଼େର୍ଣ୍ଣା କମ୍ପାନୀ post image

ଜୁଲାଇରେ ଆସିବ କରୋନା ଟୀକା ? ସଂକ୍ରମିତଙ୍କ ପାଇଁ ଆମେରିକାରୁ ଆସିଲା ବଡ ଖବର । ଜୁଲାଇ ଶେଷ ସୁଦ୍ଧା ଆସିପାରେ ପ୍ରତିଷେଧକ ଟୀକା । ଦାବି କଲା ଆମେରିକାର ମଡ଼େର୍ଣ୍ଣା କମ୍ପାନୀ

ଓଡିଶାରୁ ଫେରୁଛି ମୌସୁମୀ । ଆଭ୍ୟନ୍ତରୀଣ ଓଡିଶା କିଛି ଜିଲ୍ଲାରୁ ଛାଡିଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ପାଣିପାଗ ବିଭାଗର ସୂଚନା ୪୮ ଘଂଟା ମଧ୍ୟରେ ଅନ୍ୟ ଅଂଚଳରୁ ଫେରିଯିବ ମୌସୁମୀ । post image

୬ ଜିଲ୍ଲାକୁ ଛାଡ଼ି ଓଡ଼ିଶାର ବାକି ଅଞ୍ଚଳକୁ ସ୍ପର୍ଶ କଲା ମୌସୁମୀ । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା

କଳାହାଣ୍ଡିରେ ୨ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ସୂଚନା । କଟକରେ ୯୨ ନୂଆ ପଜିଟିଭ୍ ଚିହ୍ନଟ , ନିଶ୍ଚିନ୍ତକୋଇଲିରେ ସର୍ବାଧିକ ୪୩ ଜଣ ଓ ନରସିଂହପୁରରୁ ୧୬ ଜଣ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା post image

କଳାହାଣ୍ଡିରେ ୨ଜଣ ଡାକ୍ତର କରୋନା ଆକ୍ରାନ୍ତ ହୋଇଥିବା ସିଡିଏମଓଙ୍କ ସୂଚନା । କଟକରେ ୯୨ ନୂଆ ପଜିଟିଭ୍ ଚିହ୍ନଟ , ନିଶ୍ଚିନ୍ତକୋଇଲିରେ ସର୍ବାଧିକ ୪୩ ଜଣ ଓ ନରସିଂହପୁରରୁ ୧୬ ଜଣ ହୋଇଥିବା ଜିଲ୍ଲା ପ୍ରଶାସନର ସୂଚନା

ଗଂଜାମରେ ବି ‘ରଜ’ ମହୋତ୍ସବ ବାତିଲ୍: ରଜ ପାଇଁ ଜିଲ୍ଲାରେ ୧୬ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ; ରଜ ଦୋଳି, ମେଳା ମହୋତ୍ସବ, ଭୋଜିଭାତ ଉପରେ ରୋକ୍ post image

ଜୀବନ ଆଗ, ରଜ ପଛ । ଗଞ୍ଜାମରେ ରଜ ଦୋଳି, ମେଳା, ମହୋତ୍ସବରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ । ଜୁନ୍ ୧୬ ଯାଏଁ ସକାଳ ୭ରୁ ସନ୍ଧ୍ୟା ୭ଯାଏଁ କେବଳ ଖୋଲିବ ଅତ୍ୟାବଶ୍ୟକ ସାମଗ୍ରୀ ଓ ଲୁଗା ଦୋକାନ । ଖୋର୍ଦ୍ଧାରେ ଏକାଠି ରଜ ପାଳନ ମନା

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି post image

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ୪୮ ଘଣ୍ଟିଆ ସଟଡାଉନ୍ । ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି

ସବସ୍କ୍ରାଇବ କରନ୍ତୁ