0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ନିର୍ବାଚନ
ବିହାର ନିର୍ବାଚନ
ନୂଆପଡ଼ା ଉପ-ନିର୍ବାଚନ
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ଓଡିଆ ଯୁବକଙ୍କ ଦେହରେ କରୋନା ଭ୍ୟାକସିନର ପରୀକ୍ଷା : ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ କରୋନା ଚିକିତ୍ସା ପାଇଁ କରାଯାଉଥିବା ଭ୍ୟାକସିନର ଟ୍ରାଏଲରେ ସାମିଲ ହେଲେ ଅଙ୍କନ ନାୟକ
By
Pranjna Parimita Behera
Jun 22, 2020
09:18
IST
ନ୍ୟୁଜ୍
ଇତିହାସ ପୃଷ୍ଠାରୁ ଭାରତୀୟ ପୁତ୍ର ସଗତ ସିଂଙ୍କ ବୀରତ୍ୱର ଗାଥା । ଏକାକୀ ଚୀନ ବିରୋଧରେ ଯୁଦ୍ଧଂ ଦେହି ଡାକରା ଦେଇଥିବା ଶୂରବୀର । ପ୍ରଧାନମନ୍ତ୍ରୀଙ୍କ ବିନା ଅନୁମତିରେ ୧୯୬୭ରେ ଡ୍ରାଗନ ସେନା ଉପରେ କରିଥିଲେ ତୋପ ବର୍ଷା . . .
By
Pranjna Parimita Behera
Jun 22, 2020
07:45
IST
ନ୍ୟୁଜ୍
ଇଣ୍ଡୋନେସିଆରେ ଆଗ୍ନେୟ ଉଦଗିରଣ । ମେରାପି ପାହାଡ଼ରେ ୬ କିମି ଉଚ୍ଚକୁ ଉଠିଲା ପାଉଁଶ
By
Pranjna Parimita Behera
Jun 22, 2020
07:34
IST
ନ୍ୟୁଜ୍
ଆଜି ରାଜ୍ୟର ୫ଟି ଜିଲ୍ଲାରେ ପ୍ରବଳ ବର୍ଷା । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି
By
Pranjna Parimita Behera
Jun 22, 2020
07:19
IST
ନ୍ୟୁଜ୍
ଆଜି ସୁପ୍ରିମକୋର୍ଟରେ ରଥଯାତ୍ରା ଆୟୋଜନ ନେଇ ପୁନର୍ବିଚାର ଆବେଦନର ହେବ ଶୁଶାଣି । ପୂର୍ବାହ୍ନ ୧୧ଟାରେ ୩ ନମ୍ବର ଭର୍ଚୁଆଲ କୋର୍ଟରେ ଶୁଣାଣି କରିବେ ଜଣିକିଆ ଖଣ୍ଡପୀଠ । ରଥଯାତ୍ରା ବନ୍ଦ କରିବାକୁ ଦେଇଥିବା ରାୟର ପୁନର୍ବିଚାର କରିବାକୁ ହୋଇଛି ୨୦ଟି ଆବେଦନ ।
By
Pranjna Parimita Behera
Jun 22, 2020
07:12
IST
ନ୍ୟୁଜ୍
ଶତ୍ରୁର ବାଟ ଓଗାଳିବାକୁ ସୀମା ଜଗିଛି ପୁଅ । ରାତିରେ ଶୋଇପାରୁନି ବୁଢ଼ୀ ମା’ । ଆକାଶରେ ଘନ ଘନ ଚକ୍କର କାଟୁଛି ଯୁଦ୍ଧ ବିମାନ । ମନେ ପଡ଼ିଯାଉଛି କାରଗିଲ ଯୁଦ୍ଧ କଥା . . . ରକ୍ତ ଜର୍ଜରିତ ଶହ ଶହ ବୀରପୁତ୍ରର ମରଶରୀର . . ପୁଅ କଥା ଚିନ୍ତା କରି ଛାତିରେ କୋହ ଭରିଯାଉଛି, ଆଉ ଆଖିରେ ଲୁହ ଜକେଇ ଆସୁଛି
By
Pranjna Parimita Behera
Jun 20, 2020
21:50
IST
ନ୍ୟୁଜ୍
ଆସନ୍ତାକାଲି ବିରଳ ମହାଜାଗତିକ ଦୃଶ୍ୟ । ଦିନ ୧୦ଟା ୨୦ ରୁ ଅପରାହ୍ନ ୨ ଟା ୨୦ ଯାଏଁ ବଳୟ ସୂର୍ଯ୍ୟପରାଗ, ଆଜି ରାତି ୧୦ଟା ୩୮ରୁ ପାକ ତ୍ୟାଗ । ବନ୍ଦ ରହିବ ରୋଷେଇ ଓ ଦେବନୀତି । ବିଜ୍ଞାନୀଙ୍କ ବିରୋଧ ।
By
Pranjna Parimita Behera
Jun 20, 2020
12:12
IST
ନ୍ୟୁଜ୍
ପୁରୀରୁ ଆସିଲା କରୋନା ମୃତ୍ୟୁ ଖବର । ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି । ସେପଟେ ରାଜ୍ୟରେ ଆଉ ୧୭୯ ନୂଆ କରୋନା ପଜିଟିଭ୍ ଚିହ୍ନଟ
By
Pranjna Parimita Behera
Jun 20, 2020
12:06
IST
ନ୍ୟୁଜ୍
ଚୀନର ବିସ୍ତାରବାଦୀ ନୀତିକୁ ବିଶ୍ୱସମୁଦାୟରୁ ନିନ୍ଦା । ଭାରତ ସମର୍ଥନରେ ବାହାରିଲେ ଆମେରିକା ଓ ଅଷ୍ଟ୍ରେଲିଆ । ଭାରତ ମାଟିରେ ଚୀନ୍ ସେନା ପ୍ରବେଶ କରିଥିବା କହିଲା ଆମେରିକା । ଚୀନ ବିରୋଧରେ ଅଷ୍ଟ୍ରେଲିଆ ଆଣିଲା ସାଇବର ଆକ୍ରମଣ ଅଭିଯୋଗ ।
By
Pranjna Parimita Behera
Jun 20, 2020
11:18
IST
ନ୍ୟୁଜ୍
ଦୁଇ ପଟେ ନଈ । ହେଲେ ମହାନଦୀ ଓ କାଠଯୋଡି ପାଣି ଉପରେ କଟକ ସହରବାସୀଙ୍କ ଅଧିକାର ନାହିଁ । ଜଳ ପାଇଁ ଜଳକା ସିଲଭରସିଟିର ଲୋକେ
By
Pranjna Parimita Behera
Jun 20, 2020
07:34
IST
Prev
1
...
27
28
29
Next
Advertisment
ସବସ୍କ୍ରାଇବ କରନ୍ତୁ