Advertisment

Pranjna Parimita Behera

ଜୁନ୍‌ରେ ନିଅଣ୍ଟିଆ ବର୍ଷା ସମ୍ଭାବନା । ୨୩ ତାରିଖ ପରେ ଦୁର୍ବଳ ହୋଇଯିବ ମୌସୁମୀ । ୨୫  ପରେ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ ପାଗ post image

ଜୁନ୍‌ରେ ନିଅଣ୍ଟିଆ ବର୍ଷା ସମ୍ଭାବନା । ୨୩ ତାରିଖ ପରେ ଦୁର୍ବଳ ହୋଇଯିବ ମୌସୁମୀ । ୨୫ ପରେ ପ୍ରାୟ ଶୁଖିଲା ଓ ଖରାଟିଆ ରହିବ ପାଗ

ଚଳିତବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ post image

ଚଳିତବର୍ଷ ରଥଯାତ୍ରା ବନ୍ଦ । ଭକ୍ତଙ୍କୁ ଦର୍ଶନ ଦେବାକୁ ବଡ଼ ଦେଉଳରୁ ଓହ୍ଲାଇ ଆସିବେନି ମହାପ୍ରଭୁ । ଲୋକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଦୃଷ୍ଟିରୁ ଘୋଷଯାତ୍ରାକୁ ନେଇ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ

ବାହା ହେବାକୁ ମନା କ‌ଲେ ବୋଲି… ଘରେ ନିଆଁ ଲଗାଇଦେଲା ଏକତରଫା ଭଲ ପାଉଥିବା ପ୍ରେମପାଗଳ post image

ବାହା ହେବାକୁ ମନା କ‌ଲେ ବୋଲି… ଘରେ ନିଆଁ ଲଗାଇଦେଲା ଏକତରଫା ଭଲ ପାଉଥିବା ପ୍ରେମପାଗଳ

ସୂର୍ଯ୍ୟପରାଗ ଓ ମହାମାରୀ କରୋନା ମଧ୍ୟରେ ସମ୍ମନ୍ଧ କ’ଣ ? କରୋନା କବଳରୁ ରକ୍ଷା କରିବ ସୂର୍ଯ୍ୟପରାଗ ? ୨୧ ଜୁନ ପରେ ଶେଷ ହେବ କରୋନା ! ଦାବି କଲେ ଭାରତୀୟ ବୈଜ୍ଞାନିକ . . . post image

ସୂର୍ଯ୍ୟପରାଗ ଓ ମହାମାରୀ କରୋନା ମଧ୍ୟରେ ସମ୍ମନ୍ଧ କ’ଣ ? କରୋନା କବଳରୁ ରକ୍ଷା କରିବ ସୂର୍ଯ୍ୟପରାଗ ? ୨୧ ଜୁନ ପରେ ଶେଷ ହେବ କରୋନା ! ଦାବି କଲେ ଭାରତୀୟ ବୈଜ୍ଞାନିକ . . .

ଚକ୍ରାନ୍ତ କରି ଚନ୍ଦ୍ରକାନ୍ତଙ୍କୁ ମାରିଲା ଚୀନ  ।  ସୀମା ଉତ୍ତେଜନାରେ ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳୀ ଦେଲେ ଓଡ଼ିଆ ପୁଅ ।  ସହିଦ ପୁଅକୁ ମାନେ ପକାଇ ମା କନ୍ଧୁଛି । ଭଉଣୀ ଝୁରୁଛି । ପୁଅର ବୀରତା ପାଇଁ ଛାତ ଗର୍ବରେ ଫୁଲି ଉଠୁଥିଲେ ବି ଅସହାୟ ବାପର ଲୁହ ବୋଲ ମାନୁନି post image

ଚକ୍ରାନ୍ତ କରି ଚନ୍ଦ୍ରକାନ୍ତଙ୍କୁ ମାରିଲା ଚୀନ । ସୀମା ଉତ୍ତେଜନାରେ ଦେଶ ମାତୃକାର ସୁରକ୍ଷା ପାଇଁ ପ୍ରାଣବଳୀ ଦେଲେ ଓଡ଼ିଆ ପୁଅ । ସହିଦ ପୁଅକୁ ମାନେ ପକାଇ ମା କନ୍ଧୁଛି । ଭଉଣୀ ଝୁରୁଛି । ପୁଅର ବୀରତା ପାଇଁ ଛାତ ଗର୍ବରେ ଫୁଲି ଉଠୁଥିଲେ ବି ଅସହାୟ ବାପର ଲୁହ ବୋଲ ମାନୁନି

କରୋନା ଭୂତାଣୁ ସଂକ୍ରମଣ ଭିତରେ ଜୀବନରକ୍ଷକ ସାଜିଲା ଡେକ୍ସାମେଥାସୋନ । କ୍ଲିନିକାଲ ଟ୍ରାଏଲର ପରିଣାମକୁ ସ୍ୱାଗତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅଧ୍ୟୟନରୁ ଜଣାପଡିଲା ଡେକ୍ସାମିଥାସୋନ ବ୍ୟବହାରରୁ ଏକ ତୃତୀୟାଂଶ କମିଛି ମୃତ୍ୟୁହାର । post image

କରୋନା ଭୂତାଣୁ ସଂକ୍ରମଣ ଭିତରେ ଜୀବନରକ୍ଷକ ସାଜିଲା ଡେକ୍ସାମେଥାସୋନ । କ୍ଲିନିକାଲ ଟ୍ରାଏଲର ପରିଣାମକୁ ସ୍ୱାଗତ କଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଅଧ୍ୟୟନରୁ ଜଣାପଡିଲା ଡେକ୍ସାମିଥାସୋନ ବ୍ୟବହାରରୁ ଏକ ତୃତୀୟାଂଶ କମିଛି ମୃତ୍ୟୁହାର ।

ଜୀବନ ନେଉଛି କରୋନା କଟକଣା । ତାଲାବନ୍ଦରେ ସିଜ୍ ହେଲା ବାଇକ୍  । ବିଳମ୍ବରେ ଅଫିସ୍ ପହଞ୍ଚିବାରୁ ଚାଲିଗଲା ଚାକିରି  । ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କଲା ଏକମାତ୍ର ରୋଜଗାରିଆ ପୁଅ  post image

ଜୀବନ ନେଉଛି କରୋନା କଟକଣା । ତାଲାବନ୍ଦରେ ସିଜ୍ ହେଲା ବାଇକ୍  । ବିଳମ୍ବରେ ଅଫିସ୍ ପହଞ୍ଚିବାରୁ ଚାଲିଗଲା ଚାକିରି  । ବିଷାଦଗ୍ରସ୍ତ ହୋଇ ଆତ୍ମହତ୍ୟା କଲା ଏକମାତ୍ର ରୋଜଗାରିଆ ପୁଅ 

ପ୍ରାୟ ୪୫ ବର୍ଷ ପରେ ଭାରତ-ଚୀନ ସୀମାରେ ସହିଦ ହେଲେ ଯବାନ । ୧୫ ଓ ୧୬ ରାତିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା,କମାଣ୍ଡିଂ ଅଫିସରଙ୍କୁ ଆକ୍ରମଣ ପରେ ଜବାବ୍ ଦେଲା ଭାରତୀୟ ସେନା post image

ପ୍ରାୟ ୪୫ ବର୍ଷ ପରେ ଭାରତ-ଚୀନ ସୀମାରେ ସହିଦ ହେଲେ ଯବାନ । ୧୫ ଓ ୧୬ ରାତିରେ ମୁହାଁମୁହିଁ ହୋଇଥିଲେ ଦୁଇ ଦେଶର ସେନା,କମାଣ୍ଡିଂ ଅଫିସରଙ୍କୁ ଆକ୍ରମଣ ପରେ ଜବାବ୍ ଦେଲା ଭାରତୀୟ ସେନା

ଖୋଲିଲା ମାର୍କେଟ୍‌ ବିଲ୍‌ଡିଂ । ଆଜି ଅଳ୍ପ, କାଲିଠୁ ଖୋଲିବ ସବୁ ଦୋକାନ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ । ରଦ୍ଦ ହେବ ଟ୍ରେଡ୍‌ ଲାଇସେନ୍ସ post image

ଖୋଲିଲା ମାର୍କେଟ୍‌ ବିଲ୍‌ଡିଂ । ଆଜି ଅଳ୍ପ, କାଲିଠୁ ଖୋଲିବ ସବୁ ଦୋକାନ । ସାମାଜିକ ଦୂରତା ନରଖିଲେ ଦୋକାନ ସିଲ୍ । ରଦ୍ଦ ହେବ ଟ୍ରେଡ୍‌ ଲାଇସେନ୍ସ

ଓଡ଼ିଶା ଛୁଇଁବ ମୌସୁମୀ : ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ; ୧୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ post image

୧୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା । ପ୍ରଭାବରେ ବୁଧବାରଠାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ପରିମାଣ ବଢ଼ିବ

ସବସ୍କ୍ରାଇବ କରନ୍ତୁ