ନିଜ ଅର୍ଥ ଓ ଶ୍ରମଦାନରେ ମଶାଣିର ରୂପ ବଦଳାଇଛନ୍ତି ସାଲେପୁରର ମଶାଣି ମଣିଷ ମନୋରଂଜନ ବେହେରା

କନକ ବ୍ୟୁରୋ : ଶ୍ମଶାନର ନାଁ ସୁନ୍ଦର ବନ । ଆପଣମାନେ ଦେଖୁଛନ୍ତି, କଟକ ସାଲେପୁର ବ୍ଲକ ଅଧିନସ୍ଥ ଲୁଣାହରା ଗାଁ ମଶାଣିର ଦୃଶ୍ୟ । ମଶାଣି ପ୍ରତି ଲୋକ ମନରେ ଥିବା ଭୟ ଦୂର କରି ଗଛ ଲଗାଇ ସୁନ୍ଦର ପରିବେଶ ସୃଷ୍ଟି କରିଛନ୍ତି ସେହି ଗାଁର ମନୋରଂଜନ ବେହେରା । ନିଜ ମନରେ ମଶାଣିକୁ ମନ୍ଦିର ବୋଲି…

ଘରପାଖ ନଦୀରେ ବୁଲୁଛି କୁମ୍ଭୀର । ମାର୍ଶାଘାଇରେ କୁମ୍ଭୀର ଭୟର ଗୋବରୀ ନଦୀକୁ ଯାଉନାହାନ୍ତି ଲୋକେ

କନକ ବ୍ୟୁରୋ : ନଦୀନାଳ ଘେରା କେନ୍ଦ୍ରାପଡାରେ କୁମ୍ଭୀର ଆକ୍ରମଣରେ ମୃତାହତ ଖବର ବାରମ୍ବାର ଆସିଛି । ଜିଲ୍ଲାର ବିଭିନ୍ନ ନଦୀରେ କୁମ୍ଭୀର ଦେଖି ଆତଙ୍କିତ ଗ୍ରାମବାସୀ । ମାର୍ଶାଘାଇ ବ୍ଲକ ଡରମୁଁଣଡୁ ଗ୍ରାମରେ ଲୋକଙ୍କୁ ଘାରିଛି କୁମ୍ଭୀର ଭୟ । ଗାଁ କଡରେ ପ୍ରବାହିତ ଗୋବରୀ ନଦୀରେ ପ୍ରଥମ ଥର…

ସାଧାରଣ ନିର୍ବାଚନ ଆଗରୁ ଉଷ୍ମ ହେଉଛି ରାଜନୀତି । ଖଲ୍ଲିକୋଟ ରାଣୀଙ୍କ ପାଇଁ ମଇଦାନକୁ ଓହ୍ଲାଇଲେ ଏନଏସି ଅଧ୍ୟକ୍ଷ

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲାର ଏହି ବିଧାନସଭା କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟି ରହିଛନ୍ତି । କିନ୍ତୁ ଏବେ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦର ଅଧକ୍ଷ ଇଂ ନିରଞ୍ଜନ ବେହେରାଙ୍କୁ ନେଇ ଚର୍ଚା ଯୋର ଧରିଛି । କାରଣ ଏବେ ସେ ବିଜ୍ଞାପିତ ଅଂଚଳ ପରିଷଦ ଛାଡି ପଂଚାୟତ…

ରାସ୍ତା ଛାଡ଼ି ଦୋକାନ ଘରକୁ ମାଡିଗଲା ଗାଡି ।  ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ

କନକ ବ୍ୟୁରୋ : ରାସ୍ତା ଛାଡ଼ି ଦୋକାନ ଘର ଭିତରକୁ ପଶିଗଲା ସରକାରୀ ବସ୍ । ବଡ଼ ଅଘଟଣରୁ ବର୍ତିଗଲେ ଦୋକାନୀ । ଜୟପୁର ରଣ୍ଡାପାଲି ଗାଁରେ ଏଭଳି ଅଘଟଣ ଘଟିଛି । ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଦୋକାନ ଘର ଭିତରକୁ ପଶିଯାଇଥିଲା ବସ୍ । କେହି କିଛି ବୁଝିବା ଆଗରୁ ସବୁ ଭାଙ୍ଗି ନଷ୍ଟ…

କାର୍ତ୍ତିକ ମାସ ପରେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ରେ ସ୍କାନିଂ ନେଇ ନିଷ୍ପତ୍ତି

କନକ ବ୍ୟୁରୋ : ପୁରୀ ରତ୍ନଭଣ୍ଡାର ଖୋଲିବାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ଏବେ ରତ୍ନଭଣ୍ଡାରର ହେବ ଲେଜର ସ୍କାନିଂ । ନଭେମ୍ବର ୨୮ ତାରିଖରେ ଲେଜର ସ୍କାନିଂ ହେବା ନେଇ ନିଷ୍ପତ୍ତି ନିଆଯାଇଛି । କାର୍ତ୍ତିକ ମାସରେ ଭକ୍ତଙ୍କ ଭିଡ ଲାଗିରହୁଥିବାରୁ ଏହି ଲେଜର ସ୍କାନିଂ କାମ କାର୍ତ୍ତିକ ମାସ…

ଟେଣ୍ଡର ହେଲା, ନିର୍ମାଣ ସରିଲା । କାମରେ ନଲାଗି ଖତ ଖାଇଲା, ଗୋପାଳପୁର ବେଳଭୂମୀର ଗୋଲକ ଧନ୍ଦା

କନକ ବ୍ୟୁରୋ : ବ୍ରହ୍ମପୁର ସହର ଠାରୁ ମାତ୍ର ୨୦ କିଲୋମିଟର ଦୁରରେ ରହିଛି ଗୋପାଳପୁର ବେଳାଭୂମି । ରାଜ୍ୟ ତଥା ରାଜ୍ୟ ବାହାରୁ ଏପରିକି ଦେଶ ବିଦେଶରୁ ମଧ୍ୟ ପ୍ରତିଦିନ ବହୁ ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି । ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଗୋପାଳପୁର ବେଳାଭୂମୀ ପାଖରେ ନିର୍ମିତ…