ସେନାରେ ସାମିଲ ହେବାର ସ୍ୱପ୍ନକୁ ସାକାର କରାଉଛି ବରଗଡର ଫିଜିକାଲ ଫିଟନେସ୍ ଏକାଡେମୀ, ଦେଢ ବର୍ଷ ହେଲା ମାଗଣାରେ…

କନକ ବ୍ୟୁରୋ : ଚାଲିଛି ଧାଁ ଦୌଡ । ସକାଳ ୬ଟାରୁ କଏ ଦୌଡୁଛି ତ ଆଉ କିଏ ବିଭିନ୍ନ ପ୍ରକାର ଶାରିରୀକ ପରିଶ୍ରମ କରୁଛନ୍ତି । ଶାରୀରିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ କସରତ କରୁଛନ୍ତି   । ବରଗଡ ପଂଚାୟତ କଲେଜ ପଡିଆର ଏହି ଦୃଶ୍ୟ ଦେଖି ଆପଣମାନେ ଭାବୁଥିବେ, ବୋଧହୁଏ ଏଠାରେ ଓପନ୍ ଜିମ୍…

ପାଣିରେ ପଡୁଛି ଆଇଟିଡିଏ ପ୍ରକଳ୍ପ ଅର୍ଥ, ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ସରକାରୀ ଅର୍ଥ ଆତ୍ମସାତ କରୁଥିବା ଅଭିଯୋଗ

କନକ ବ୍ୟୁରୋ : ଆଇଟିଡିଓ ପ୍ରକଳ୍ପ । ଅନୁସୂଚିତଜାତି ଓ ଜନଜାତି ବିକଶ ପାଇଁ କାମ କରୁଛି ଏହି ବିଭାଗ । କିନ୍ତୁ ମାଲକାନଗିରିରେ ଏହି ବିଭାଗ କେମିତି କାମ କରୁଛି ତାହା ଆପଣଙ୍କ ସାମନାରେ ରଖିବାକୁ ଯାଉଛୁ । ବିଗତ ଦିନରେ ହୋଇଥିବା ଆଇଟିଡିଏ ପ୍ରକଳ୍ପ ଶ୍ରେଣୀ ଗୃହ ଉପରେ ନଜର ପକାନ୍ତୁ ।…

ଭୋଗରାଇରେ ବାଲି ମାଫିଆଙ୍କ ରାଜ୍? ବାଲି ଖୋଳିଖୋଳି ପୋଖରୀ ହେଲାଣି, ନିଘୋଡ ନିଦ୍ରାରେ ଶୋଇଛି ପ୍ରଶାସନ!

କନକ ବ୍ୟୁରୋ : ବାଲେଶ୍ୱର ଭୋଗରାଇ ତହସିଲ ଅନ୍ତର୍ଗତ ସୀମାନ୍ତ ଗାଁ ମାନକୁଣ୍ଡର ଅଞ୍ଚଳ । ଯୁଆଡେ ଚାହିଁବ ସିଆଡେ ବଡ ବଡ ଗାତ । ୧୫ରୁ ୨୦ ଫୁଟର ଗାତରେ ପାଣି ଜମି ପୋଖରୀରେ ପରିଣତ ହୋଇଛି । ପ୍ରତିଦିନ ଶହ ଶହ ଗାଡି ଟ୍ରିପ ଟ୍ରିପ କରି ବାଲି ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରିବାରୁ ଏଭଳି…

ପାହାଡ ପାଖ ଜମିରେ ରାଜ କରୁଛନ୍ତି ହାତୀ, ଔପଦା ଓ ସୋରରେ ଧାନ ଫସଲ ସୁରକ୍ଷା ପାଇଁ ମଂଚାରେ ଜଗୁଛନ୍ତି ଚାଷୀ

କନକ ବ୍ୟୁରୋ : ଅମଳ ଆଗରୁ ଧାନ ବିଲରେ ବୁଲୁଛନ୍ତି ହାତୀ । ଦିନରେ ଜମି ପାଖ ଜଙ୍ଗଲରେ ରହୁଛନ୍ତି, ସଂଧ୍ୟା ହେଲେ ଧାନ ବିଲକୁ ଆସି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଉଛନ୍ତି । ପାହାଡ ପାଖ ଧାନ କ୍ଷେତରେ ହାତୀଙ୍କ ପାର୍ଦୁଭାବ ବଢିଛି । ହାତୀ ପାଦତଳେ ବର୍ଷକର ଆହାର ଉଜୁଡି ଯାଉଥିବା ଦେଖି ଚାଷୀଙ୍କ…

ସ୍କୁଲରେ ନାହିଁ ରୋଷେଇ ଘର, ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି, ନୟାଗଡ ବାଲିସାହି ପ୍ରାଥମିକ ସ୍କୁଲରୁ…

କନକ ବ୍ୟୁରୋ : ବିଦ୍ୟାଳୟ ଅଛି, ଶିକ୍ଷକ ଅଛନ୍ତି ହେଲେ ସ୍କୁଲରେ ନାହିଁ ରୋଷେଇ ଘର । ପାଇଖାନା ଘରେ ଚାଲିଛି ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି । ନୟାଗଡ ନୂଆଗାଁ ବ୍ଳକ ବାଲିସାହି ପ୍ରାଥମିକ ବିଦ୍ୟାଳୟରୁ ଆସିଛି ଏପରି ଅବ୍ୟବସ୍ଥାର ଚିତ୍ର । ଘଟଣା ସଂପର୍କରେ ଜାଣିବା ପରେ ସ୍କୁଲରେ ପହଂଚିଥିଲା କନକ…

ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର, ପାଣିରେ ଶୋଇପଡିଲା ଧାନ, ମକା,…

କନକ ବ୍ୟୁରୋ : ହଠାତ୍ ରାତିରେ ମାଡି ଆସିଲା ବର୍ଷ ସାଙ୍ଗକୁ ପବନ । ସକାଳକୁ ବଦଳିଗାଲା ଚାଷ ଜମିର ଚିତ୍ର । ପାଣିରେ ଶୋଇପଡିଲା ଧାନ, ମକା, କପା ଭଳି ଫସଲ । କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୩ଟି ଗ୍ରାମପଂଚାୟତରେ କାଳବୈଶାଖୀ ବର୍ଷା, ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ରାତି ୯ଟାରେ…