Advertisment

Mukesh Sahu

ବୟସ ୮୫ ଡେଇଁଲାଣି, କିନ୍ତୁ ସେ ବୃଦ୍ଧ ନୁହନ୍ତି । ସବୁଦିନ ସକାଳୁ ୨୦ କିଲୋମିଟର ଚାଲୁଛନ୍ତି, ୪୦ ପ୍ରକାରର ଯୋଗ କରୁଛନ୍ତି । ଯୁବବର୍ଗଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ଶ୍ରୀଧର ମଉସା ।

ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ପୂରିଲା ୧୦ ଦିନ । ଖୋଲିପାରୁନି ମୃତ୍ୟୁ ପଛର ରହସ୍ୟ, ସତ ଲୁଚାଉଛି କିଏ । ସୌମ୍ୟଙ୍କ ପରିବାର କହୁଛି, ଡିଏଫଓଙ୍କ ସହ ସମ୍ପର୍କ ରଖୁଥିଲେ ବିଦ୍ୟାଭାରତୀ । ସେପଟେ ସୌମ୍ୟଙ୍କ ପରକୀୟା ପ୍ରୀତିର ଗୁମର ଖୋଲିଲେ ପତ୍ନୀ ।

ଇଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସକ୍ରିମ୍ । ଆଇସକ୍ରିମର ଦାମ୍ ୬୦ ହଜାର ଟଙ୍କା । ଜାଣନ୍ତୁ ଏହି ଆଇସକ୍ରିମର ସ୍ୱତନ୍ତ୍ରତା ।

ପର କରିଦେଲା ପରିବାର...ଜୀବନ ଯୁଦ୍ଧରେ ଏକା ଏକା ଲଢୁଛନ୍ତି ଦୃଷ୍ଟିହୀନ ରବିନ୍ଦ୍ର । ପାନ ଦୋକାନଟିଏ କରି ଦୁଃଖ କଷ୍ଟରେ ଜୀବନ ଜିଉଁଛନ୍ତି । ଅସ୍ତରଙ୍ଗର ଏହି ଆତ୍ମନିର୍ଭରଶୀଳ କାହାଣୀ ଆପଣଙ୍କୁ ବି କନ୍ଦାଇଦେବ ।

ଚିନ୍ତାରେ ଯାଜପୁର ଜିଲ୍ଳା କଂଟାବଣିଆ ଗାଁର ବେତ କାରିଗର । କରୋନା ସ୍ଥିତି ଛଡ଼ାଇ ନେଇଛି ରୋଜଗାର, ବିକ୍ରି ବଟା ନାହିଁ, କେମିତି ଚଳାଇବେ ପରିବାର ।

ସଫଳ ଚିଙ୍ଗୁଡ଼ି ଚାଷୀ ପି ଜଗନ୍ନାଥମ । ଗୁଣପୁରରେ ଚିଙ୍ଗୁଡ଼ି ଚାଷରୁ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟଙ୍କୁ ଦେଇଛନ୍ତି କର୍ମନିଯୁକ୍ତି, ୧୧ ଏକର ଜମିରେ କରୁଛନ୍ତି ମାଛ ସହ ଚିଙ୍ଗୁଡି ଚାଷ । 

ବାଉଁଶରେ ତିଆରି ହେଉଛି ଭଳିକି ଭଳି ଅଳଙ୍କାର । ରାୟଗଡା ଚାନ୍ଦିଲି ଗାଁର ଆଦିବାସୀ ଯୁବତୀଙ୍କ ପ୍ରୟାସ, ମାସକୁ ୧୦ରୁ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ କରୁଛନ୍ତି ରୋଜଗାର ।

ସୁନ୍ଦରଗଡରେ କରୋନାର “ଆର-ଭ୍ୟାଲୁ”କୁ ନେଇ ଆଶଙ୍କା । ନୂଆ ଗଣିତ କହୁଛି, ଜିଲ୍ଲାରେ ସବୁଠୁ ଅଧିକ ସଂକ୍ରମଣ କ୍ଷମତା, ମିଳୁଛି କି ତୃତୀୟ ଲହର ସଂକେତ?

ପଖାଳକୁ ନେଇ ବଢିଲା ବିବାଦ । ଓଡି଼ଶାର ସଂସ୍କୃତିପ୍ରେମୀ କହିଲେ, ରସଗୋଲା ପରେ ପଖାଳକୁ ବି ନେଇଯିବ ପଶ୍ଚିମବଙ୍ଗ । 

ମୃତ୍ୟୁପୂର୍ବରୁ ପୁଲିସକୁ କଣ କହିଥିଲେ ଗଜପତି ଏସିଏଫ ସୌମ୍ୟରଞ୍ଜନ ? ଜମାନବନ୍ଦୀର ଆସିଲା ପୂରା ତଥ୍ୟ, ପତ୍ନୀଙ୍କ ସହ ବିବାଦକୁ ନେଇ ଲେଖିଥିଲେ ଚିଠି । 

ସବସ୍କ୍ରାଇବ କରନ୍ତୁ