Advertisment

Mukesh Sahu

ବିଦ୍ୟୁତ୍ ବିଲ୍ ନଦେବାରୁ ଅନ୍ଧାରରେ ରାଷ୍ଟ୍ରାୟାତ ଉଦ୍ୟୋଗ ନୀଳାଚଳ ଇସ୍ପାତ୍ କାରଖାନା । ୫୬କୋଟି ୭୦ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ବାକିଥିବାରୁ ବିଜୁଳି ବିଚ୍ଛିନ୍ନ କଲା ଟାଟା ପାୱାର ।

ତିତିଲିକୁ ୩ ବର୍ଷ ପରେ ବି ମୁକୁଳାପଡିଛି ଝୁଲା ପୋଲ । ମରାମତି ନହୋଇ ମୋହନା ବାଲି ପଙ୍କ ନଦୀରେ ଝୁଲୁଛି ପୋଲର ଭାଗ୍ୟ, ଯାତାୟାତ ପାଇଁ ଅସୁବିଧା ଭୋଗୁଛନ୍ତି ଲୋକେ ।

ଛୋଟ ଡାକଘରେ ବଡ଼ ଘୋଟାଲା । ୨ ହଜାର ଜମାଖାତାରୁ ୨ କୋଟି ହଡ଼ପ, ଗରିବ ଜମାକାରୀଙ୍କ ଜମା ଟଙ୍କାରେ ଅୟସ କରୁଥିଲେ ଡାକ କର୍ମଚାରୀ ।

ପ୍ରାଇମ ଟାଇମ ବୁଲେଟିନ : ୨୬/୦୮/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୨୬/୦୮/୨୦୨୧

ଭୁବନେଶ୍ୱରର ହାଇ ପ୍ରୋଫାଇଲ ଏଟିଏମ୍ ଲୁଟର ପର୍ଦ୍ଦାଫାସ । ଚୋରି ଟଙ୍କାରେ ଦାମି ଗାଡିରେ ବୁଲୁଥିଲେ, ହୋଟେଲରେ ରହୁଥିଲେ । ସିସିଟିଭି ଟ୍ରାକରୁ ଧରାପଡିଲେ ସିରିଜ୍ ଲୁଟର ମାଷ୍ଟରମାଇଣ୍ଡ ।

ଆତ୍ମଘୋଷିତ ବାବା ବିଜୟାନନ୍ଦଙ୍କ ଫିଟୁଛି ଗୁମର । କଳା କାରନାମା ପରେ ଏବେ ବାବାଙ୍କ ବାରହାତର ଖଣ୍ଡାକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ବିଶ୍ୱାସ ଜନ୍ମାଇବା ପାଇଁ କେମିତି କରୁଥିଲେ ଯୋଜନା ।

ଜିନ୍ଦଲ ସିମେଣ୍ଟ କାରଖାନା ଜନଶୁଣାଣିକୁ ସୁନ୍ଦରଗଡ କୁତ୍ରାରେ ତୀବ୍ର ବିରୋଧ । ଶେଷ ଦିନରେ ଏକାଠି ହେଲେ ହଜାର ହଜାର ଆଦିବାସୀ, ଆନ୍ଦୋଳନକାରୀଙ୍କ ଦାବି ଜୀବନ ଦେବୁ ପଛେ ଦେବୁନି ଜମି ।

ରାଜ୍ୟରେ ଲୁଚାଯାଉଛି କି କୋଭିଡ୍ ମୃତ୍ୟୁର ସତ ? ସରକାରୀ ତଥ୍ୟ କହୁଛି, ସମ୍ବଲପୁର ଜିଲ୍ଲାରେ ହୋଇଛି ୨୪୦ ଜଣଙ୍କ ମୃତ୍ୟୁ, ହେଲେ ଆରଟିଆଇରୁ ଆସୁଛି ଭିନ୍ନ ତଥ୍ୟ ।

ସାଂଘାତିକ ହୋଇପାରେ ତୃତୀୟ ଲହର । ସତର୍କ ଘଣ୍ଟି ବଜାଇଲେ ରାଜ୍ୟ ସରକାର । ତୃତୀୟ ଲହର ପିକରେ ଓଡ଼ିଶାରେ ଦୈନିକ ଆସିପାରେ ୧୯, ୨୭୮ ମାମଲା । 

ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା ।

ଯୁକ୍ତ ୨ ପାଠପଢ଼ା ଓ ପରୀକ୍ଷା ପାଇଁ ବଡ଼ ନିଷ୍ପତ୍ତି । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା ।

Advertisment
ସବସ୍କ୍ରାଇବ କରନ୍ତୁ