Advertisment

Mukesh Sahu

୨୧ରୁ ଓଡ଼ିଶାରେ ବର୍ଷା : ଘନ କୁହୁଡ଼ି ହେବାର ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା । ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

ଫେଲ୍ ମାରିଲା ମହାନଦୀ ବନୀକରଣ ଯୋଜନା । ଗଛ ଲାଗିବାର ବର୍ଷେ ଭିତରେ ହଜିଗଲା ଚିହ୍ନବର୍ଣ୍ଣ । ସହରକୁ ସବୁଜ ସୁନ୍ଦର କରିବା ପାଇଁ ଲୋକେ ଆରମ୍ଭ କଲେ ‘ପ୍ଲାଂଟ ଆମ୍ବୁଲାନ୍ସ ସମ୍ବଲପୁର’ ଅଭିଯାନ ।

ଆସନ୍ନ ମରୁଡି ଆଡକୁ ମୁହାଁଇଛି ରାଜ୍ୟର ଅନେକ ଜିଲ୍ଲା । ବିଭିନ୍ନ ସ୍ଥାନରୁ ଆସିଲା ଶୁଖିଲା ଧାନ ବିଲର ବିକଳ ଚିତ୍ର, ବର୍ଷାର ଦେଖାନଥିବା ବେଳେ କାମରେ ଆସୁନି ଜଳସେଚନ ପ୍ରକଳ୍ପ ।

ଭିତରକନିକାରେ ବଢୁଛି ପକ୍ଷୀଙ୍କ ଭିଡ । ଦେଶୀୟ ପକ୍ଷୀଙ୍କ କାକଳିରେ କୋଳାହଳମୟ ହୋଇଉଠୁଛି ବିଶ୍ୱପ୍ରସିଦ୍ଧ ଜାତୀୟ ଉଦ୍ୟାନ ।

ପ୍ରାଇମ ଟାଇମ ବୁଲେଟିନ : ୨୫/୦୮/୨୦୨୧

ତାଲିବାନୀଙ୍କୁ ନେଇ ବଡ ବୟାନ ଦେଲେ ସିଡିଏସ୍ । ଜେନେରାଲ ବିପିନ ରାୱତ କହିଲେ, ଆଫଗାନିସ୍ତାନକୁ କବଜା କରିବା ପରେ ଭାରତକୁ ଆତଙ୍କବାଦୀ ପଠାଇପାରେ ତାଲିବାନ୍, ଆଗୁଆ ଆକଳନ କରି ପ୍ରସ୍ତୁତ ରହିଛି ସେନା ।

ସୁନ୍ଦରଗଡରେ ଜନତା ବନାମ କମ୍ପାନୀ । ଚୂନପଥର ଖଣି ସମ୍ପ୍ରସାରଣ ପାଇଁ ଜନଶୁଣାଣିକୁ ପ୍ରବଳ ବିରୋଧ । ଜଳ, ଜମି ଓ ଜଙ୍ଗଲରୁ ଇଞ୍ଚେ ଜାଗା ଦେବେ ନାହିଁ ବୋଲି ଗ୍ରାମବାସୀଙ୍କ ଜିଦ୍ ।

ଜଳସେଚନ ପ୍ରକଳ୍ପ ହେଲା, ହେଲେ ମରୁଡ଼ି ବେଳେ ଜମିକୁ ଯାଇପାରୁନି ପାଣି । ଇନ୍ଦ୍ରାବତୀ ପ୍ରକଳ୍ପର କେନାଲ ଭୁଷୁଡିବା ପରେ କଳାହାଣ୍ଡିର ୬୬ ଗାଁରେ ବଢ଼ିଲା ଚାଷୀଙ୍କ ଚିନ୍ତା, ବର୍ଷା ହେଉନି, କେମିତି ହେବ ଚାଷ ।

ଜଳସେଚନ ପ୍ରକଳ୍ପ ହେଲା, ହେଲେ ମରୁଡ଼ି ବେଳେ ଜମିକୁ ଯାଇପାରୁନି ପାଣି । ଇନ୍ଦ୍ରାବତୀ ପ୍ରକଳ୍ପର କେନାଲ ଭୁଷୁଡିବା ପରେ କଳାହାଣ୍ଡିର ୬୬ ଗାଁରେ ବଢ଼ିଲା ଚାଷୀଙ୍କ ଚିନ୍ତା, ବର୍ଷା ହେଉନି, କେମିତି ହେବ ଚାଷ ।

ପ୍ରାଇମ ଟାଇମ ବୁଲେଟିନ : ୨୫/୦୮/୨୦୨୧

ପ୍ରାଇମ ଟାଇମ ବୁଲେଟିନ : ୨୫/୦୮/୨୦୨୧

କେରଳରୁ ଆସିଲା ଚିନ୍ତାଜନକ ଖବର । ଆଜି ଗୋଟିଏ ଦିନରେ ୩୦ ହଜାର ଉପରେ ନୂଆ ମାମଲା, ସଂକ୍ରମଣ ହାର ୧୯ ପ୍ରତିଶତ ।

ରାଉରକେଲାରୁ ଆସିଲା ଛାତିଥରା ଦୁର୍ଘଟଣାର ଲୋମଟାଙ୍କୁରା ଖବର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ।

ସବସ୍କ୍ରାଇବ କରନ୍ତୁ