Advertisment
Manini Pattanayak profile image

Manini Pattanayak

ସଫା ହେଉଛି ଲାଲ୍ ଗଡ଼

ଛତିଶଗଡ଼ରେ ସହିଦ୍ ୮ ଯବାନଙ୍କର ପ୍ରତିଶୋଧ । ଏନକାଉଣ୍ଟରରେ ୩ ମାଓବାଦୀ ନିପାତ ।

ଶିବ ପାର୍ବତୀଙ୍କ ମୂର୍ତ୍ତି ଚୋରି

ପୁଣି ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର ।  ନେଇଗଲେ ଶିବ ପାର୍ବତୀଙ୍କ ମୂର୍ତ୍ତି ସହ ଶିବଙ୍କ ପଞ୍ଚମୁଖୀ ମୁଖା ।

ମାଓ କ୍ୟାମ୍ପ ଠାବ

ମାଲକାନଗିରିରେ ମାଓ କ୍ୟାମ୍ପ ଠାବ । ବନ୍ଧୁକ, ଗୁଳି ସହିତ ବହୁ ମାଓ ପୋଷାକ ଜବତ ।

0ଓଡ଼ିଶାରୁ ଗଡ଼ିଲା ୮ଟି ବସ୍‌

ମହାକୁମ୍ଭ ପାଇଁ ଓଡ଼ିଶାରୁ ଉତ୍ତରପ୍ରଦେଶ ଗଡ଼ିଲା ବସ୍ ।  ଆଜିଠୁ ଓଡ଼ିଶାରୁ ଗଡ଼ିଛି ୮ଟି ବସ୍‌ ।

ବିବାହ ଋତୁରେ ବାଧୁଛି ସୁନା ଦର

ବିବାହ ଋତୁରେ ବଢି ବଢି ଚାଲିଛି ସୁନା ଦର । ୮୦ ହଜାର ଛୁଇଁଲା ୨୪ କ୍ୟାରେଟ୍ ସୁନା ଦାମ୍ ।

ଜେରା ହେବେ ନା ଖସିଯିବେ?

ଠକ ଯୋଡ଼ି ହଂସିତା-ଅନୀଲ ମାମଲା । ତଦନ୍ତକୁ ଜୋରଦାର କରିଛି ଆୟକର ବିଭାଗ ।

ଦାଦନ ଦୁଃଖର ଅନ୍ତ କେବେ?

ଦାଦନ ଦୁଃଖର ଅନ୍ତ କେବେ ?  ତାମିଲନାଡୁରେ ୨ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଉଠିଲା ପ୍ରଶ୍ନ ।

ପ୍ରୟାଗରାଜ ଯିବ ୮ଟି ବସ୍

ମହାକୁମ୍ଭ ପାଇଁ ଓଡ଼ିଶାରୁ ଗଡ଼ିବ ବସ୍ । ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରୟାଗରାଜ ଯିବ ୮ଟି ବସ୍ ।

ଦୁର୍ଘଟଣା ଧରାଇଦେଲା ଗଞ୍ଜେଇ

କାରରେ ଯାଉଥିଲା ବସ୍ତା ବସ୍ତା ଗଞ୍ଜେଇ । ଜବତ କଲା ଅବକାରୀ ବିଭାଗ ଓ ପୋଲିସ ।

ମାତିଛନ୍ତି ମାଟି ଓ ବାଲି ମାଫିଆ

ମାତିଛନ୍ତି ଲଘୁ ଖଣିଜ ଦ୍ରବ୍ୟ ମାଫିଆ । ହାଇୱା ଓ ଟ୍ରାକ୍ଟର ଲଗାଇ ବୋହି ନେଉଛନ୍ତି ଟନ୍ ଟନ୍ ବାଲି ଓ ମାଟି ।

ସବସ୍କ୍ରାଇବ କରନ୍ତୁ