କନକ ବ୍ୟରୋ :  ଛତିଶଗଡ଼ରେ ୮ ଯବାନ ସହିଦଙ୍କ ପ୍ରତିଶୋଧ ନେଉଛନ୍ତି ସୁରକ୍ଷାକର୍ମୀ । ବିଜାପୁରରେ ପୁଣି ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର । ଆଉ ୩ ମାଓମାଦୀ ସଫା ହୋଇଛନ୍ତି । ଦୁଇ ଦିନ ଭିତରେ ୬ ମାଓବାଦୀ ନିପାତ ହୋଇଛନ୍ତି ।

Advertisment

ଆଜି ନ୍ୟାସନାଲ ପାର୍କ ଜଙ୍ଗଲରେ ଯବାନ ଓ ମାଓବାଦୀ ମୁହାଁମୁହିଁ । ୩ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଘଟଣାସ୍ଥଳରୁ ଅଟମେଟେଡ୍ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରାଯାଇଛି । ଗତ ସପ୍ତାହରେ ଯବାନଙ୍କ ଗାଡ଼ିକୁ ଉଡାଇ ଦେଇଥିଲେ ମାଓବାଦୀ । ଏଥିରେ ୮ ଜଣ ଯବାନ ସହିଦ ହୋଇଥିଲେ।