Advertisment
Manini Pattanayak profile image

Manini Pattanayak

ନିର୍ବାଚନ ପୂର୍ବରୁ ତେଜୁଛି ବିବାଦ

ଦିଲ୍ଲୀ ନିର୍ବାଚନ ପୂର୍ବରୁ ତେଜୁଛି ବିବାଦ । କେଜ୍ରିୱାଲଙ୍କୁ ଉପରାଜ୍ୟପାଳ ଭିକେ ସକସେନାଙ୍କ ନାଲି ଆଖି  ।

ଜ୍ୱର, କାଶ ହେଲେ ସଂଗରୋଧ ରୁହନ୍ତୁ

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ, ସଂକ୍ରମଣ ସେତେ ବଡ ନୁହେଁ ତେଣୁ ଭୟ କରିବାର କିଛି ଆବଶ୍ୟକତା ନାହିଁ ।

ସେନା ମୁଖ୍ୟଙ୍କ ବଡ ବୟାନ ।

ସେନା ମୁଖ୍ୟଙ୍କ ବଡ ବୟାନ । କହିଲେ ପାକିସ୍ତାନରୁ ଆସୁଛନ୍ତି  ୮୦ ପ୍ରତିଶତ ଆତଙ୍କବାଦୀ ।

ଗପି ଗପି ଟଙ୍କା ରୋଜଗାର

ଲୋକଙ୍କ ସହ ଗପି ଗପି ଲକ୍ଷାଧିକ ଟଙ୍କା ରୋଜଗାର ।  ବର୍ଷକୁ ଆସୁଛି  ୬୯ ଲକ୍ଷ ..

ଜେଡ୍‌ ମୋଡ୍‌  ସୁଡ଼ଙ୍ଗର ଉଦ୍‌ଘାଟନ

ଆଜି ଜେଡ୍‌ ମୋଡ୍‌ ସୁଡ଼ଙ୍ଗର ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ ।  ସୁରକ୍ଷାବ୍ୟବସ୍ଥା କଡାକଡି ।

ବିଜେଡି ଟିମକୁ ବିଧାୟକଙ୍କ କଟାକ୍ଷ

କିର୍ମିରାରେ ଅନାସ୍ଥାକୁ ନେଇ ହାଇଡ୍ରାମା ପ୍ରସଙ୍ଗ ।  ଝାରସୁଗୁଡ଼ାରେ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ।

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ । କାଲିଠୁ ଘରେ ପଡିରହିଛି ମୃତଦେହ ।

ପ୍ରକୃତିର ବିଚିତ୍ର ରୂପ

ଆମେରିକାର ଗୋଟିଏ ପଟେ ଜଳୁଛି ଜଙ୍ଗଲ ।  ଅନ୍ୟପଟେ ୩ ରାଜ୍ୟରେ ବରଫ ଝଡ ।

ସର୍ଭେଲାନ୍ସ ପାଇଁ ଜିଲ୍ଲା ଗୁଡିକୁ ନିର୍ଦ୍ଦେଶ

ଏଚଏମ୍‌ପିଭି ନେଇ ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଭାଗର ପରାମର୍ଶ । ବ୍ୟାପକ ଔଷଧ, ଅକ୍ସିଜେନ ଓ  ଷ୍ଟେରଏଡ ମହଜୁଦ ରଖିବାକୁ ପରାମର୍ଶ ।

ସରକାରଙ୍କ ‘ଟ୍ରାଇସିଟି’ ପରିକଳ୍ପନା

ପୁରୀ, ଭୁବନେଶ୍ୱର ଓ କଟକକୁ ନେଇ ଟ୍ରାଇସିଟି କରିବେ ରାଜ୍ୟ ସରକାର । ସୂଚନା ଦେଲେ ନଗର ଉନ୍ନୟନ ମନ୍ତ୍ରୀ ।

ସବସ୍କ୍ରାଇବ କରନ୍ତୁ